ଆଜି ରାତିରେ ଦିଲ୍ଲୀ ଫେରିବେ ଇରାନରେ ଫସିଥିବା ୧୦୦୦ ଭାରତୀୟ
ନୂଆଦିଲ୍ଲୀ: ଇରାନରୁ ଭାରତ ଫେରିବେ ହଜାରେ ଭାରତୀୟ ନାଗରିକ । ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉଗ୍ର ରୂପ ନେଉଥିବା ବେଳେ ଇରାନରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଇରାନରୁ ୧୦୦୦ ଭାରତୀୟ ଭାରତ ଅଭିମୁଖେ ଯାତ୍ରା କରିବେ । ଆଜି ରାତିରେ ଏହି ଭାରତୀୟମାନେ ଦିଲ୍ଲୀରେ ଆସି ପହଞ୍ଚିବେ । ଏଥିପାଇଁ ଇରାନ ସାମୟିକ ସମୟ ପାଇଁ ନିଜର ଏୟାର ବେସ୍ ଖୋଲା ରଖିଛି । ଇସ୍ରାଏଲ ଆକ୍ରମଣ ପରେ ନିଜ ଏୟାରବେସ୍ […]
Read More Text.