ଏସ୍ୟୁଭି ଭିତରୁ ମିଳିଲା ବାପାମାଆ ଓ ପୁଅର ମୃତଦେହ
ଚଣ୍ଡିଗଡ଼: ପଞ୍ଜାବର ପଟିଆଲା ଜିଲ୍ଲାର ଏକ ଗାଁ ନିକଟସ୍ଥ କ୍ଷେତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଏସ୍ୟୁଭି ଭିତରୁ ମିଳିଛି ଗୋଟାଏ ପରିବାରର ୩ ଜଣଙ୍କ ମୃତଦେହ। ଏହି ଘଟଣା ସଂପର୍କରେ ପୁଲିସ ଅଧିକାରୀ ମନଜିତ ସିଂହ କହିଛନ୍ତି ଯେ ଏହା ଏକ ଆତ୍ମହତ୍ୟା ମାମଲା ପରି ମନେ ହେଉଥିଲେ ମଧ୍ୟ ଏହାର ସମସ୍ତ ଦିଗକୁ ଯାଞ୍ଚ କରାଯାଉଛି। କାରଟି ତେପଲା ବାନୁରରେ ଜାତୀୟ ରାଜପଥ କଡ଼ରେ ଏକ ନିର୍ଜନ ଗ୍ରାମ ରାସ୍ତାରେ ପାର୍କିଂ ହୋଇଥିବା […]
Read More Text.