2 176 1752302286684

ସାମ୍ନାକୁ ଆସିଲା ରାଧିକା ଯାଦବଙ୍କ ହ୍ୱାଟସଆପ୍ ଚାଟ୍, ଟେନିସ୍ ପ୍ରଶିକ୍ଷକଙ୍କୁ କହିଥିଲେ ସମସ୍ୟା

ନୂଆଦିଲ୍ଲୀ ୧୨।୦୭; ଗୁରୁଗ୍ରାମର ରାଧିକା ଯାଦବ ହତ୍ୟା ମାମଲା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚା ପାଲଟିଛି। ଜଣେ ବାପା ଏତେ ଦକ୍ଷ ଝିଅକୁ କିପରି ହତ୍ୟା କରିପାରେ… ଏହା ସମସ୍ତଙ୍କ ମନରେ ପ୍ରଶ୍ନ। ଅଭିଯୁକ୍ତ ପିତା ଦୀପକ ଯାଦବ ପୋଲିସ ବର୍ତ୍ତମାନ ଦିନିକିଆ ରିମାଣ୍ଡରେ ନେଇଛି। ତାଙ୍କୁ ପଚରାଉଚରା କରାଯାଉଛି। ସେ ତାଙ୍କର ଅପରାଧ ସ୍ୱୀକାର କରିଛନ୍ତି। ଏହି ସମୟରେ, ରାଧିକାଙ୍କ ହ୍ୱାଟସଆପ୍ ଚାଟ୍ ଭାଇରାଲ ହୋଇଛି। ଏଥିରେ, ରାଧିକା ତାଙ୍କ ଟେନିସ୍ ପ୍ରଶିକ୍ଷକଙ୍କୁ ସେହି ସମସ୍ୟା ବିଷୟରେ […]

Read More Text.
Kapil 750x430

କପିଲଙ୍କ ଘରେ ପୁଲିସ, କାଫେ ଉପରକୁ ଗୁଳିମାଡ଼ ପରେ ଘର ବାହାରେ ସୁରକ୍ଷା ବୃଦ୍ଧି

ମୁମ୍ବଇ: ଲୋକପ୍ରିୟ ହାସ୍ୟାଭିନେତା କପିଲ ଶର୍ମାଙ୍କ କାନାଡ଼ାସ୍ଥିତ କାଫେ ଉପରକୁ ଗୁଳିମାାଡ଼ ଘଟଣା ପରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନ ବାହାରେ ପୁଲିସ ଗତିବିଧି ଦେଖିବାକୁ ମିଳିଛି। କପିଲଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି ମୁମ୍ବଇ ପୁଲିସ। ଶୁକ୍ରବାର ସକାଳେ ମୁମ୍ବଇ ପୁଲିସର ଏକ ଟିମ୍‌ ହଠାତ୍ ଓଶିୱାରାସ୍ଥିତ କପିଲ ଶର୍ମାଙ୍କ ଘରେ ପହଞ୍ଚିଥିଲା। ତେବେ ପୁଲିସ କିଛି ସମୟ ରହିବା ପରେ କୌଣସି ବୟାନ ନ ଦେଇ ସେଠାରୁ ଚାଲିଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା […]

Read More Text.
Asaaa

ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେନି ହସ୍ପିଟାଲ; ଆସିଲା କଡା ନିୟମ

ଏବେ କୌଣସି ଘରୋଇ ହସ୍ପିଟାଲ ହେଉ କି ନର୍ସିଂ ହୋମ୍‍ ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେ ନାହିଁ । ମୃତ୍ୟୁ ହେବାର ୨ଘଣ୍ଟା ମଧ୍ୟରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବା ବାଧ୍ୟତାମୂଳକ । ଚିକିତ୍ସା ପାଇଁ ଦେୟ ବାକି ଥିଲେ ବି ମୃତଦେହକୁ ଛାଡିବାକୁ ବାଧ୍ୟ ହେବେ ସବୁ ହସ୍ପିଟାଲର କର୍ତ୍ତୃପକ୍ଷ । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର । ଆଜି ଆସାମ କ୍ୟାବିନେଟରେ ଏନେଇ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି […]

Read More Text.
Modi 750x430

ରାଜନୀତିରୁ ଅବସରକୁ ନେଇ ମୋଦୀଙ୍କୁ ଟାର୍ଗେଟ କଲା କଂଗ୍ରେସ

ରାଜନୀତିରୁ ଅବସର ବୟସକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଆରଏସଏସ(ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ) ମୁଖ୍ୟ ମୋହନ ଭାଗବତଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ଏଭଳି କଟାକ୍ଷ କରିଛି। ୭୫ ବର୍ଷ ହେଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବା ଉଚିତ ବୋଲି ମୋହନ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆସନ୍ତା ସେପ୍ଟେମ୍ବର ମାସରେ ୭୫ ବର୍ଷ ପୂରଣ ହେଉଥିବାରୁ ସେ ଅବସର ନେବା ଉଚିତ ବୋଲି କଂଗ୍ରେସ କହିଛି। କଂଗ୍ରେସ ନେତା ଜୟରାମ ରମେଶ ସାମାଜିକ ଗଣମାଧ୍ୟମ […]

Read More Text.
Sidh

ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ଅନୁମତି ମିଳିଲାନି, ସିଦ୍ଧରମୈୟା ଅପଦସ୍ଥ

ନୂଆଦିଲ୍ଲୀ : ଦିଲ୍ଲୀ ଗସ୍ତରେ ଯାଇଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅପଦସ୍ଥ ହୋଇଛନ୍ତି । ସେ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ସମୟ ମାଗିଥିଲେ । କିନ୍ତୁ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଇନଥିଲା । ଏହି ଘଟଣା ପରେ କର୍ଣ୍ଣାଟକରେ ପୁଣି ଥରେ ନେତୃତ୍ବ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋରଦାର ହୋଇଛି। ସେପଟେ ଏହି ଘଟଣାକୁ ନେଇ ବିଜେପି କଂଗ୍ରେସକୁ ସମାଲୋଚନା କରି କହିଛି ଯେ ନିଜ ଦଳର […]

Read More Text.
Er

ଦଳ କହିଲେ ଗେଟ୍ ଖୋଲିବି ବନ୍ଦ କରିବି : କହ୍ନୈୟା କୁମାର

ପାଟନା : କଂଗ୍ରେସ ନେତା କହ୍ନୈୟା କୁମାର କହିଛନ୍ତି ଯେ ସେ ଦଳର ଶୃଙ୍ଖଳିତ କର୍ମୀ । ଯଦି ଦଳ କହିବ ସେ ଗେଟ ଖୋଲିବେ ଓ ବନ୍ଦ କରିବେ । ଦଳ ଯଦି କହିବ ସେ ନିର୍ବାଚନ ମଧ୍ୟ ଲଢିବେ । ପାଟନାଠାରେ ଏକ ଟିଭି ଚ୍ୟାନେଲ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଯୋଗଦେବା ଅବସରରେ ତାଙ୍କୁ ନିର୍ବାଚନ ଲଢିବା ସମ୍ପର୍କରେ ପ୍ରଶ୍ନ ପଚରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ ଯେ ଯେ ରାଜନୀତି […]

Read More Text.
Ajit

‘ଅପରେସନ୍‌ ସିନ୍ଦୂର’ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ: ଡୋଭାଲ୍‌

ନୂଆଦିଲ୍ଲୀ: ‘ଅପରେସନ୍‌ ସିନ୍ଦୂର’କୁ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ପ୍ରଶଂସା କରି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭାରତରେ ସମ୍ପତି କ୍ଷତିର ବିଦେଶୀ ଗଣମାଧ୍ୟମ ରିପୋର୍ଟକୁ ଖାରଜ କରିଛନ୍ତି।ପାକିସ୍ତାନର ମିସାଇଲ୍ ମାଡ଼ରେ ଭାରତର ଅନେକ କ୍ଷତି ହୋଇଥିବା ନେଇ ବିଦେଶୀ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଥିଲା । ଯାହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଅଜିତ୍ ଡୋଭାଲ । ଡୋଭାଲ୍‌ କହିଛନ୍ତି, ‘‘ମୋତେ ଭାରତୀୟ କ୍ଷତିର ଗୋଟିଏ ଫଟୋ ଦେଖାନ୍ତୁ – […]

Read More Text.
Niti ayog 664x430

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପରିଷଦ ଗୁଡିକୁ ସୁଦୃଢ଼ କରିବ ନୀତି ଆୟୋଗ ରୋଡମ୍ୟାପ୍

ନୀତି ଆୟୋଗ ଆଜି ନୂଆଦିଲ୍ଲୀରେ ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପରିଷଦକୁ ସୁଦୃଢ଼ ​​କରିବା ପାଇଁ ଏକ ରୋଡମ୍ୟାପ୍ ଆରମ୍ଭ କରିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ, ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଏବଂ ନୀତି ଆୟୋଗ ସଦସ୍ୟ ଡକ୍ଟର ଭି କେ ସାରସ୍ୱତଙ୍କ ସହିତ ଏହାକୁ ଆରମ୍ଭ କରିଛନ୍ତି। ଆୟୋଗ ଅନୁଯାୟୀ, ଏହି ରୋଡମ୍ୟାପ୍ ସାରା ଭାରତରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ପରିଷଦର ଭୂମିକା ଏବଂ କାର୍ଯ୍ୟକାରିତାକୁ ସୁଦୃଢ଼ […]

Read More Text.
Trump 1 750x430

ଭାରତ ଉପରେ ୫୦୦% ଶୁଳ୍କ ଲଗାଇବ ଆମେରିକା ! ଟ୍ରମ୍ପ କହିଲେ-‘ଏହା ସମ୍ପୂର୍ଣ୍ଣ ମୋ ପସନ୍ଦ’

ଭାରତ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲଗାଇପାରେ ଆମେରିକା। ରୁଷ ସହିତ ଭାରତର ବାଣିଜ୍ୟିକ ସମ୍ବନ୍ଧ ଭଲ ଥିବାରୁ ଆମେରିକା ଏହି ପଦକ୍ଷେପ ନେଇପାରେ। ଏ ସମ୍ପର୍କିତ ଏକ ପ୍ରଶ୍ନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲାଗୁ କରିବା ନେଇ ଇସାରା କରିଛନ୍ତି। ଏହା ସମ୍ପୂର୍ଣ୍ଣ ତାଙ୍କ ପସନ୍ଦ(ଇଚ୍ଛା ଉପରେ ନିର୍ଭରଶୀଳ) ବୋଲି ଟ୍ରମ୍ପ କହିଛନ୍ତି। ପୂର୍ବରୁ ଟ୍ରମ୍ପ ଚେତାବନୀ ଦେଇ କହିଥିଲେ ଯେ, ରୁଷ ସହିତ ବାଣିଜ୍ୟିକ ସମ୍ପର୍କ […]

Read More Text.
Mon

ବିଗ୍‌ବସ୍‌ ଯିବେ ମୋନାଲିସା!

ମୁମ୍ବଇ: ମହାକୁମ୍ଭ ମେଳାରେ ମାଳି ବିକ୍ରି କରିବାକୁ ଆସିଥିବା ମୋନାଲିସା ରାତାରାତି ସୋସିଆଲ ମିଡିଆ ଷ୍ଟାର ପାଲଟିଗଲେ ଏବଂ ଏବେ ସେ ବଲିଉଡରେ ମଧ୍ୟ ପାଦ ଥାପି ସାରିଛନ୍ତି। ନିକଟରେ ଉତ୍କର୍ଷ ସିଂହଙ୍କ ସହ ତାଙ୍କର ଏକ ମ୍ୟୁଜିକ ଭିଡିଓ ରିଲିଜ୍ ହୋଇଥିଲା, ଆଉ ଏବେ ମୋନାଲିସା ଆହୁରି ଆଗକୁ ବଢ଼ି ସଲମାନ ଖାନଙ୍କ ସବୁଠାରୁ ଲୋକପ୍ରିୟ ଶୋ’ ‘ବିଗ୍ ବସ୍’ରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି। ଇନଷ୍ଟାଗ୍ରାମରେ monalisha_mahakumbh ନାମକ ପେଜ୍‌ରେ ମୋନାଲିସାଙ୍କର ଏକ ଭିଡିଓ ପୋଷ୍ଟ […]

Read More Text.