Untitled 1 copy

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପ୍ରବେଶ କଲେ ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଲୀ,୨୬।୬: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସମେତ ସମସ୍ତ ଚାରିଜଣ ମହାକାଶଚାରୀ ଆନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS)ରେ ପ୍ରବେଶ କରିଛନ୍ତି। ସେ କହିଛନ୍ତି ଯେ ମୋର ଯାତ୍ରା ଦେଶବାସୀଙ୍କ ଯାତ୍ରା। ଏହି ମିଶନକୁ ଭାରତର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ପରିଚାଳନା କରୁଛନ୍ତି। ସେ ମହାକାଶ କେନ୍ଦ୍ରରେ ୧୪ ଦିନ ବିତାଇବେ। ଆକ୍ସିଅମ-୪ ମିଶନ ଅଧୀନରେ, ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କ ଡ୍ରାଗନ କ୍ୟାପସୁଲ ଆନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS)ରେ ସାମିଲ ହୋଇଛି। ସେମାନଙ୍କ […]

Read More Text.
Guwvekcbeaea0xc 2025 06 26 15 57 09

ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହେଲା ‘ଅଦମ୍ୟ’

ନୂଆଦିଲ୍ଲୀ: ଦେଶର ପ୍ରଥମ ଦ୍ରୁତ ପାଟ୍ରୋଲ୍ ଜାହାଜ ଅଦମ୍ୟ ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହୋଇଛି। ଆଜି ଭାରତୀୟ ତଟରକ୍ଷୀ ବାହିନୀ (ICG) ଗୋଆ ସିପୟାର୍ଡ ଲିମିଟେଡ୍ (GSL) ରେ ଅଦମ୍ୟକୁ ସାମିଲ କରିଛି। ପ୍ରଥମ ଦ୍ରୁତ ପାଟ୍ରୋଲ୍ ଜାହାଜ (FPV) ୟାର୍ଡ ୧୨୭୧ ‘ଅଦମ୍ୟ’କୁ ସାମିଲ କରି, ତଟରକ୍ଷୀ ବାହିନୀ ସାମୁଦ୍ରିକ ସୁରକ୍ଷା ଏବଂ ସ୍ୱଦେଶୀ ଜାହାଜ ନିର୍ମାଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଅଦମ୍ୟକୁ ସାମିଲ କରିବା ବିଷୟରେ ସୂଚନା ଦେଇ, ତଟରକ୍ଷୀ […]

Read More Text.
Trump

ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି କରାଇଥିବା ଦାବି କଲେ ଟ୍ରମ୍ପ୍‌

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ତାଙ୍କ ମଧ୍ୟସ୍ଥତା ଯୋଗୁ ହୋଇଛି। ଭାରତ ତାଙ୍କ ଦ୍ୱାରା ବାରମ୍ବାର ସମାନ ଦାବିକୁ ଖଣ୍ଡନ କରିବା ପରେ ବି ଟ୍ରମ୍ପ୍‌ ମିଛ ଡୁଙ୍ଗୁରା ପିଟି ଚାଲିଛନ୍ତି। ଟ୍ରମ୍ପ ବୁଧବାର ଦିନ ଦୋହରାଇଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ଉଭୟର ନେତାମାନଙ୍କୁ କହିଥିଲେ କି ଯଦି ସେମାନେ ଅସ୍ତ୍ରବିତରି ନକରିନ୍ତି ତେବେ ସେ ବାଣିଜ୍ୟ ବନ୍ଦ […]

Read More Text.

ବିଜେପି ନିର୍ଦ୍ଦେଶ ଦେଲା ଆଉ କଂଗ୍ରେସ ମାନିଗଲା: କେଜ୍ରିୱାଲ

ଦିଲ୍ଲୀ: ଆମ ଆଦମୀ ପାର୍ଟି (AAP) ଗୁଜରାଟର ଭିସାବାଦର ଆସନ ଏବଂ ପଞ୍ଜାବର ଲୁଧିଆନା ପଶ୍ଚିମ ଆସନରେ ବିଜୟ ହୋଇଛି । ଏହା ସହିତ, ଦଳ ମିଶନ ୨୦୨୭ ଆରମ୍ଭ କରିଛି। ୨୦୨୭ରେ ପଞ୍ଜାବ ଏବଂ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ୍ ଉପନିର୍ବାଚନ ଫଳାଫଳ ଉପରେ କହିଛନ୍ତି ଯେ ଗୁଜରାଟରେ ଏହି ବିଜୟ ୨୦୨୭ ନିର୍ବାଚନର ଏକ ସଙ୍କେତ। ଭିସାବାଦରୁ […]

Read More Text.
Zz

ଆମାଜନ ମାଲିକ ୬୧ ବର୍ଷୀୟ ଜେଫ୍ ବେଜୋସ୍ ଦ୍ୱିତୀୟ ଥର ପାଇଁ ବିବାହ କରିବେ ୫୫ ବର୍ଷୀୟ ପ୍ରେମିକାଙ୍କୁ

ଭେନିସ୍: ଆମାଜନ ମାଲିକ ଏବଂ ବିଶ୍ୱର ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ଲରେନ୍ ସାଞ୍ଚେଜ୍‌ଙ୍କୁ ବିବାହ କରିବେ। ଏହି ବିବାହ ଇଟାଲୀର ସୁନ୍ଦର ସହର ଭେନିସ୍‌ରେ ହେବାକୁ ଯାଉଛି, ଯାହାକୁ ‘ଶତାବ୍ଦୀର ସବୁଠାରୁ ବଡ଼ ଧରଣର ଭବ୍ୟ ବିବାହ ବୋଲି କୁହାଯାଉଛି। କିନ୍ତୁ ଏହି ବିବାହର ଚମକ ଏବଂ ଗ୍ଲାମର ମଧ୍ୟରେ, ଭେନିସ୍‌ର ରାସ୍ତାରେ ପ୍ରତିବାଦର ସ୍ୱର ମଧ୍ୟ ଜୋରଦାର ହେଉଛି। […]

Read More Text.
Israel soldiers 750x430

ଦକ୍ଷିଣ ଗାଜାରେ ଯୁଦ୍ଧ ଅଭିଯାନ ସମୟରେ ୭ ଇସ୍ରାଏଲ ସୈନିକ ମୃତ

ତେଲ ଅଭିବ : ଦକ୍ଷିଣ ଗାଜାରେ ଯୁଦ୍ଧ ଅଭିଯାନ ସମୟରେ ଏକ ବିସ୍ଫୋରକ ଡିଭାଇସ୍ ସେମାନଙ୍କ ସଶସ୍ତ୍ର ଯାନରେ ଆଘାତ ପାଇବା ପରେ ଇସ୍ରାଏଲର ସାତ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା ଇସ୍ରାଏଲ ସ୍ପଷ୍ଟ କରିଛି। ଗତକାଲି ଖାନ ୟୁନିସରେ ଗାଡ଼ି ଚଳାଉ ଥିବା ସମୟରେ ଜଣେ ସୈନିକ ଏକ ସଶସ୍ତ୍ର ଯୁଦ୍ଧ ଇଞ୍ଜିନିୟରିଂ ଯାନରେ ବୋମା ଲଗାଇବା ପରେ ଏହି ଘଟଣା ଘଟିଥିଲା। ସେଠାକାର ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିସ୍ଫୋରଣ ଯୋଗୁଁ ଗାଡ଼ିଟିରେ ନିଆଁ ଲାଗିଯାଇଥିଲା […]

Read More Text.
Untitled 1 8 750x430

ଇସ୍ରାଏଲ ପାଇଁ ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ ୩ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଲା ଇରାନ

ତେହେରାନ : ଇସ୍ରାଏଲର ଗୁପ୍ତଚର ସଂସ୍ଥା ମୋସାଦ ପାଇଁ ଗୁପ୍ତଚର କାର୍ଯ୍ୟ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ତିନି ଜଣଙ୍କୁ ଆଜି ଇରାନ ମୃତ୍ୟୁଦଣ୍ଡ ଦେଇଛି। ଜୁନ୍ ୧୪ ଏବଂ ଜୁନ୍ ୨୩ ତାରିଖରେ ମଧ୍ୟ ସମାନ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସଂଘର୍ଷ ସମୟରେ ଇସ୍ରାଏଲ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ସନ୍ଦେହରେ ଇରାନରେ ୭୦୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନୀ ଗୁପ୍ତଚର ଏବଂ ସୁରକ୍ଷା ବାହିନୀ ଅଧିକାଂଶ […]

Read More Text.

CBSEର ବଡ଼ ନିଷ୍ପତ୍ତି, ଏଣିକି ବର୍ଷକୁ ୨ ଥର ହେବ ଦଶମ ବୋର୍ଡ଼ ପରୀକ୍ଷା

ନୂଆଦିଲ୍ଲୀ,୨୫।୬: ଯଦି ଆପଣଙ୍କ ପିଲାମାନେ ଦଶମ ଶ୍ରେଣୀ ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬ରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପଦ୍ଧତିରେ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛି। ଏବେ ଛାତ୍ରୀଛାତ୍ରମାନଙ୍କୁ ବର୍ଷକୁ ଦୁଇଥର ପରୀକ୍ଷା ଦେବାର ସୁଯୋଗ ମିଳିବ। ଏହାର ଉଦ୍ଦେଶ୍ୟ ହେଉଛି ଛାତ୍ରୀଛାତ୍ରମାନଙ୍କ ଉପରେ ଚାପ କମ କରିବା ଏବଂ ସେମାନଙ୍କୁ ଭଲ ପ୍ରଦର୍ଶନ କରିବାର ଦ୍ୱିତୀୟ ସୁଯୋଗ […]

Read More Text.
B8dbfdff 4949 46fa 8c3d c55bc558e93a 2025 06 25 17 23 19

ପାକିସ୍ତାନର ମୁଣ୍ଡବିନ୍ଧାର କାରଣ ପାଲଟିଲେଣି ଆତଙ୍କବାଦୀ

ନୂଆଦିଲ୍ଲୀ: ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ୨୦୧୯ରେ ହେପାଜତକୁ ନେଇଥିବା ନେଇ ଦାବି କରିଥିବା ପାକିସ୍ତାନ ସେନାର ମେଜର ମୋଇଜ୍ ଆବାସ ଶାହଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନ ଅଞ୍ଚଳରେ ତେହରିକ୍-ଏ-ତାଲିବାନ୍ (ଟିଟିପି) ସହିତ ଏନକାଉଣ୍ଟର ସମୟରେ ମେଜର ମୋଇଜ୍ ଆବାସ ଶାହଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନୀ ସେନା ଅନୁଯାୟୀ, ମେଜର ମୋଇଜ୍ ଆବାସ ଶାହଙ୍କ ନେତୃତ୍ୱରେ ପାକିସ୍ତାନୀ ସେନା ଦକ୍ଷିଣ ୱାଜିରିସ୍ତାନର ସରଗୋଧା ଅଞ୍ଚଳରେ ତେହରିକ୍-ଏ-ତାଲିବାନ୍ ପାକିସ୍ତାନ ବିରୋଧରେ ଏକ ଅପରେସନ୍ କରୁଥିଲା। ଏହି […]

Read More Text.
Bd43b87f 13f2 4d10 9a49 6ab590378e6d 2025 06 25 17 12 58

ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡକୁ ମୋଦୀ ସରକାରଙ୍କ ବଡ ଉପହାର

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରର ମୋଦୀ ସରକାର ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡକୁ ଏକ ବଡ଼ ଉପହାର ଦେଇଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପୁଣେ ମେଟ୍ରୋର ଲାଇନ-୨ ପାଇଁ ୩,୬୨୬ କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିପରି ୫,୯୪୦ କୋଟି ଟଙ୍କାର ସଂଶୋଧିତ ଝରିଆ ମାଷ୍ଟର ପ୍ଲାନକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର କରିଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ଆଜି କ୍ୟାବିନେଟ୍ […]

Read More Text.