ରେଳ ପୋଲ ପାଇଁ ନିର୍ମାଣ ହୋଇଥିବା ଗାତରେ ବୁଡ଼ିଗଲେ ୪ ଶିଶୁ
ମହାରାଷ୍ଟ୍ର : ମହାରାଷ୍ଟ୍ର ୟବତମାଲରେ ଦୁଃଖଦ ଘଟଣା । ରେଳ କାର୍ଯ୍ୟ ପାଇଁ ଖୋଳାଯାଇଥିବା ଏକ ଗଭୀର ଗାତରେ ବୁଡ଼ି ଚାରି ଜଣ ନିରୀହ ଶିଶୁ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣା ଦାରୱା-ନେର ରାସ୍ତା ନିକଟସ୍ଥ ରେଳ ଷ୍ଟେସନ ପରିସରରେ ଘଟିଛି । ଖବର ମୁତାବକ, ୱାର୍ଦ୍ଧା-ୟବତମାଲ-ନାନ୍ଦେଦ ରେଳ ପ୍ରକଳ୍ପର କାମ ଦ୍ରୁତ ଗତିରେ ଚାଲିଛି । ଏହି ସେତୁର ପିଲର ତିଆରି ପାଇଁ ଅନେକ ଗଭୀର ଗାତ ଖୋଳାଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ ଏହି […]
Read More Text.