Putin trump

ଖୁବଶୀଘ୍ର ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ – ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ

ଖୁବଶୀଘ୍ର ରୁଷ- ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ । ଏକାଠି ହେବେ ଦୁଇ ସୁପର ପାୱାର । ଅଗଷ୍ଟ ୧୫ରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ୟୁକ୍ରେନ୍ ଶାନ୍ତି ନେଇ ଉଭୟ ନେତାଙ୍କ ମଧ୍ୟରେ ହେବ ଆଲୋଚନା । ଏହା ଉପରେ ରହିଛି ସାରା ବିଶ୍ବର ନଜର । ଅସ୍ତ୍ରବିରତି ସମ୍ପର୍କରେ ବିଭିନ୍ନ ପକ୍ଷ ସହମତି ହେଉଛନ୍ତି ବୋଲି କହିଛନ୍ତି […]

Read More Text.
Pm modi

କୁନି କୁନି ପିଲାଙ୍କ ସହ ରକ୍ଷା ବନ୍ଧନ ପାଳନ କଲେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି

ହିନ୍ଦୁମାନଙ୍କ ପର୍ବ ରାଖୀ ଉତ୍ସବ ମନାଇବାକୁ ସ୍କୁଲରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଦ୍ରୌପଦୀ ମୁର୍ମୁ । ସେହି ମୁହୂର୍ତ୍ତର କିଛି ଫଟୋ ଏବଂ ଭିଡିଓକୁ ସେୟାର କରିଛନ୍ତି । ଏଥି ସହିତ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ବିଭିନ୍ନ ସ୍କୁଲ ଏବଂ ସଂଗଠନର ପିଲା ଏବଂ ଛାତ୍ରମାନଙ୍କ ସହିତ ରକ୍ଷା ବନ୍ଧନ ପାଳନ କରିଛନ୍ତି । ଯେଉଁ ଭିଡିଓରେ ମୋଦି ପିଲାମାନଙ୍କୁ ରାଖୀ ବନ୍ଧାଉଥିବା ଦେଖିବାକୁ ମିଳିଛି । […]

Read More Text.
Income tax bill

ଆୟକର ବିଲ୍ ୨୦୨୫ ପ୍ରତ୍ୟାହୃତ, ସିଲେକ୍ଟ କମିଟି ଆଧାରରେ ୧୧ରେ ଆଗତ ହେବ ନୂଆ ଇନକମ୍ ଟ୍ୟାକ୍ସ ବିଲ୍

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟି ଗତ ଜୁଲାଇ ୨୧ରେ ସଂସଦରେ ତାଙ୍କ ରିପୋର୍ଟ ଦାଖଲ କରିଛନ୍ତି। ୧୯୬୧ର ପୁରୁଣା ଆଇନକୁ ବଦଳାଇବା ପାଇଁ ଏହା ଉଦ୍ଦିଷ୍ଟ। ଅନେକ ପ୍ରସ୍ତାବ ମଧ୍ୟରେ, କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସାଧାରଣ କରଦାତାଙ୍କ ପାଇଁ ସିଧାସଳଖ ଲାଭଦାୟକ ହୋଇପାରେ। ଆୟକର ବିଲ୍-୨୦୨୫ ପ୍ରତ୍ୟାହୃତ। ଆୟକର ବିଲ୍-୨୦୨୫କୁ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର। ଫେବ୍ରୁଆରୀ ୧୩ରେ ଆଗତ ଆୟକର ବିଲ୍ ପ୍ରତ୍ୟାହୃତ ହୋଇଛି। ତର୍ଜମା ପାଇଁ ସିଲେକ୍ଟ କମିଟି ନିକଟକୁ […]

Read More Text.
2 179 1754737491087

ଅପରେସନ୍ ସିନ୍ଦୂରର ସଫଳତାର କାରଣ ରାଜନୈତିକ ଇଚ୍ଛ। ଶକ୍ତି ଓ ପୂର୍ଣ୍ଣ ସ୍ୱାଧୀନତା: ବାୟୁ ସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଅମର ପ୍ରୀତ୍ ସିଂହ ଅପରେସନ ସିନ୍ଦୂରକୁ ନେଇ ଅନେକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଅପରେସନ ସିନ୍ଦୂର ଏଥିପାଇଁ ସଫଳ ହୋଇଥିଲା, କାରଣ ସଶସ୍ତ୍ର ବଳ ଉପରେ କୌଣସି କଟକଣା ନଥିଲା । ରାଜନୈତିକ ଇଚ୍ଛାଶକ୍ତି, ସ୍ପଷ୍ଟ ନିର୍ଦ୍ଦେଶ ଓ କୌଣସି ପ୍ରକାର କଟକଣା ନଥିବା କାରଣରୁ ଅପରେସନ ସିନ୍ଦୂର ସଫଳ ହୋଇଥିଲା । ଏୟାର ଚିଫ୍ ମାର୍ଶଲ୍ କହିଛନ୍ତି ଯେ […]

Read More Text.
Ks

‘ଯିଏ ସଲ୍‌ମାନ୍‌ଙ୍କ ସହ କାମ କରିବ ସିଏ ମରିବ’.. କାଫେକୁ ଗୁଳିମାଡ ପରେ କପିଲଙ୍କୁ ମିଳିଲା ଏହି ଧମକ

ନୂଆଦିଲ୍ଲୀ : ହାସ୍ୟ ଅଭିନେତା କପିଲ୍‌ ଶର୍ମାଙ୍କ କାନାଡା ସ୍ଥିତ ରେସ୍ତୋରାଁ କପସ୍‌ କାଫେ ଉପରେ ୨ ଥର ଗୁଳିମାଡ ହୋଇ ସାରିଛି । ଏହି ମାମଲାରେ ସାମ୍ନାକୁ ଏକ ବଡ ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନାନୁଯାୟୀ, କାଫେ ଉପରେ ଗୁଳିମାଡ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ କରାଯାଇଛି। ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ନିକଟତର ହେବା କପିଲ୍‌ ଜୀବନ ପ୍ରତି ବିପଦ ବୋଲି ପ୍ରାଥମକି ତଦନ୍ତରୁ ଖବର ଜଣାପଡିଛି । ଲରେନ୍ସ ଗ୍ରୁପର ଗ୍ୟାଙ୍ଗଷ୍ଟର […]

Read More Text.
Lq7abaogc0u2ydsr8be8

ଆୟକର ବିଲ-୨୦୨୫କୁ ଫେରାଇନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲୋକସଭାରେ ଆୟକର ବିଲ୍ ପ୍ରତ୍ୟାହାର କରିନେଇଛନ୍ତି। ସରକାର ଏବେ ଏହା ସ୍ଥାନରେ ଏକ ନୂତନ ବିଲ୍ ଆଣିବେ। ଫେବୃଆରୀ ୨୦୨୫ ରେ ଲୋକସଭାରେ ଏହା ଉପସ୍ଥାପିତ ହେବା ପରେ, ଏହାକୁ ସିଲେକ୍ଟ କମିଟିକୁ ପଠାଯାଇଥିଲା। ସିଲେକ୍ଟ କମିଟିର ସମସ୍ତ ପରାମର୍ଶ ଗ୍ରହଣ କରିବା ପରେ, ସରକାର ଏବେ ଏକ ନୂତନ ବିଲ୍ ଆଣିବେ। କେନ୍ଦ୍ର ସରକାର ୧୩ ଫେବୃଆରୀ ୨୦୨୫ରେ ଲୋକସଭାରେ ଏହି ନୂତନ ବିଲ୍ ଆଗତ କରିଥିଲେ ଏବଂ ସେହି ଦିନ […]

Read More Text.
Ar

କେନ୍ଦ୍ର କ୍ୟାବିନେଟ ବୈଠକରେ ୫ଟି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ପାଞ୍ଚଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିରେ ୧୦ କୋଟି ୩୩ ଲକ୍ଷ ଲୋକ ଉପକୃତ ହେବେ। ଏହା ବ୍ୟତୀତ, ସରକାର ସୁଲଭ ଏଲପିଜି ସିଲିଣ୍ଡର ପାଇଁ ୩୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ସ୍ଥିର କରିଛନ୍ତି। କେନ୍ଦ୍ର ସରକାର ରକ୍ଷା ବନ୍ଧନରେ […]

Read More Text.
04 06 2024 deepender hooda 23732

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କାହିଁକି କଲ ନାହିଁ ଅନ୍ତିମ ସଂସ୍କାର? ସଂସଦରେ ପ୍ରଶ୍ନ ଉଠାଇଲେ ହୁଡ୍ଡା

ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଅନ୍ତିମ ସଂସ୍କାର ଅଗଷ୍ଟ ୬ ରେ କରାଯାଇଥିଲା। ତେବେ ଏହି ସମୟରେ, ତାଙ୍କ ଅନ୍ତିମ ସଂସ୍କାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ନ ଦିଆଯିବା ନେଇ ଏବେ ରାଜନୀତି ଜୋର ଧରିଛି | ରୋହତକର କଂଗ୍ରେସ ସାଂସଦ ଦୀପେନ୍ଦର ସିଂହ ହୁଡ୍ଡା ସଂସଦରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ବିଜେପି ସରକାର ଏହାକୁ ଅଣଦେଖା କରିଥିବାର ମଧ୍ୟ ଅଭିଯୋଗ କରିଛନ୍ତି। ଦୀପେନ୍ଦର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, “ଆଜି ମୁଁ ସଂସଦରେ ପୂର୍ବତନ […]

Read More Text.
5fad2698 1fd4 4ba0 b82f b30cc812

ଜନଗହଳି ରାସ୍ତାକୁ ଡିଆଁ ମାରିଲା ସିଂହ; ସାମ୍ନାରେ ମହିଳାଙ୍କୁ ଦେଖି କଲା ଆକ୍ରମଣ

ପାକିସ୍ତାନ: ପାକିସ୍ତାନର ଲାହୋରର ଜନଗହଳି ରାସ୍ତାରେ ସିଂହ ବୁଲୁଥିବାର ଏକ ଭୟାବହ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି, ଜନଗହଳି ରାସ୍ତାରେ ହଠାତ ଏକ ସିଂହ ପାଚେରୀ ଡେଇଁ ଆସୁଛି। କେହି କିଛି ବୁଝିବା ପୂର୍ବରୁ ଉକ୍ତ ରାସ୍ତା ଦେଇ ଯାଉଥିବା ଜଣେ ମହିଳାଙ୍କ ଉପରକୁ ସିଂହ ଆକ୍ରମଣ କରୁଛି। ଅନ୍ୟଲୋକମାନେ ସିଂହ କବଳରୁ ମହିଳାଙ୍କୁ ଉଦ୍ଧାର […]

Read More Text.
Mama

ଭୋଟର ତାଲିକା ସଂଶୋଧନ ପାଇଁ ଆମେ ପ୍ରସ୍ତୁତ ନାହୁଁ : ପଶ୍ଚିମବଙ୍ଗ

କୋଲକାତା : ବିହାରରେ ଭୋଟର ତାଲିକା ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ସମାପ୍ତ ହୋଇଛି। ଏହି ସମୟରେ, ପଶ୍ଚିମବଙ୍ଗରେ ମଧ୍ୟ ଏସଆଇଆର ସମ୍ପର୍କରେ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଲଗାତାର କଳ୍ପନାଜଳ୍ପନା କରାଯାଉଥିଲା। ତଥାପି, ପଶ୍ଚିମବଙ୍ଗରେ ଏସଆଇଆର ସମ୍ଭବ ମନେ ହେଉନାହିଁ। ସୂତ୍ର ଅନୁଯାୟୀ, ପଶ୍ଚିମବଙ୍ଗ ସରକାର ଶୁକ୍ରବାର ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ରାଜ୍ୟରେ ଏବେ ଏସଆଇଆର କରିବା ସମ୍ଭବ ନୁହେଁ। ଏହି ଚିଠିରେ, […]

Read More Text.