Chirag

ସିଟ୍ ଭାଗବଣ୍ଟା… ଚିନ୍ତା ବଢାଇଲେ ଚିରାଗ

ପାଟନା: ବିହାରରେ ପୁଣି କ୍ଷମତାକୁ ଫେରିବାକୁ ନୀତିଶ କୁମାର ବଡ଼ ଘୋଷଣା କରୁଛନ୍ତି ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏ ସପକ୍ଷରେ ମାହୋଲ ବନାଇବାକୁ ଉଦ୍ୟମ କରୁଛନ୍ତି। ତେବେ ଏନଡିଏ ପାଇଁ ଚିରାଗ ପାଶଓ୍ବାନ ଏବେ ଚିନ୍ତାର କାରଣ ହୋଇଛନ୍ତି। ନା ଚିରାଗଙ୍କୁ ଛାଡି ପାରୁଛନ୍ତି ନା ସାଙ୍ଗରେ ନେଇ ଚାଲି ପାରୁଛନ୍ତି। ନୀତିଶଙ୍କ ନେତୃତ୍ବାଧୀନ ଏନଡିଏରେ ବିଜେପି, ଜେଡିୟୁ ସହ ଚିରାଗ ପାଶଓ୍ବାନଙ୍କ ଏଲଜେପି, ଜୀତନ ରାମ ମାଞ୍ଝିଙ୍କ ହାମ୍ ଓ ଉପେନ୍ଦ୍ର କୁଶଓ୍ବାହଙ୍କ ରାଷ୍ଟ୍ରୀୟ […]

Read More Text.
Img 20250826 wa00971

ବିଜେପି ସଭାପତି ଚୟନକୁ ନେଇ ସସ୍‌ପେନ୍ସ ? କେବେ ହେବ ଘୋଷଣା

ନୂଆଦିଲ୍ଲୀ:ବିଜେପି ସଭାପତି ଚୟନକୁ ନେଇ ସସ୍‌ପେନ୍ସ। ଜେପି ନଡ୍ଡାଙ୍କ ପରେ କିଏ ହେବେ ବିଜେପିର କ୍ୟାପଟେନ ? ଏହାକୁ ନେଇ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ନେତାଙ୍କୁ ନେଇ ଆକଳନ ଚାଲିଛି । କେତେବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଆସୁଛି ତ ଆଉ କେତେବେଳେ ଭୁପିନ୍ଦର ଯାଦବ, ନୀତିନ ଗଡ଼କରୀ ମୋନରାଲ ଖଟ୍ଟରଙ୍କ ନାଁ ସାମ୍ନାକୁ ଆସୁଛି । ହେଲେ ଏହା କେବଳ ଚର୍ଚ୍ଚାରେ ହିଁ ରହିଯାଉଛି। ଏହାରି ଭିତରେ ଆଉ ଜଣେ ନୂଆ ନାଁକୁ ନେଇ […]

Read More Text.
Images 31 1

ପ୍ରବଳ ବର୍ଷା ଲାଗି ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି। ପୂର୍ବରୁ ମନ୍ଦିରକୁ ଯିବା ପାଇଁ ବ୍ୟବହାର ହେଉଥିବା ବ୍ୟାଟେରୀ କାର ଏବଂ ହେଲିକପ୍ଟର ସେବା ବନ୍ଦ କରାଯାଇଥିଲା କିନ୍ତୁ ସାଧାରଣ ମାର୍ଗ ଦେଇ ଯାତ୍ରା ଜାରି ରହିଥିଲା। ଯାହାକୁ ବର୍ତ୍ତମାନ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି। ଏଥିସହିତ ଭାରତୀୟ ପାଣିପାଗ ବିଭାଗ ଏହି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରେଡ୍ ଆଲର୍ଟ ମଧ୍ୟ […]

Read More Text.

ଭାରତ ଦ୍ବାରା ରୁଷୀୟ ତୈଳ ଏବଂ ଅସ୍ତ୍ରଶସ୍ତ୍ର କ୍ରୟ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ବାରା ଲଗାଯାଇଥିବା ଅତିରିକ୍ତ ୨୫% ଶୁଳ୍କ ଆଜିଠାରୁ କାର୍ଯ୍ୟକାରୀ ହେଉଛି । ଭାରତ ଏବେ ସର୍ବାଧିକ ଆମେରିକା ଶୁଳ୍କ ବହନ କରୁଥିବା ଦୋ ତାଲିକା ବ୍ରାଜିଲ ସହିତ ସାମିଲ ହେବ । ଯାହାର ଶୁଳ୍କ ମଧ୍ୟ ୫୦% । ଦୁଇଟି ପର୍ଯ୍ୟାୟରେ ଶୁଳ୍କ ଲାଗୁ କରାଯାଇଛି ।  ଯାହା ଆମେରିକା ଶୁଳ୍କ ଭାରତର ପ୍ରାୟ ଦୁଇ-ତୃତୀୟାଂଶ ସାମଗ୍ରୀ ବାଣିଜ୍ୟକୁ କଭର […]

Read More Text.
Rajnathsingh 1

‘ଅପରେସନ ସିନ୍ଦୂର’ରେ ସୀମାବର୍ତ୍ତି ଲୋକଙ୍କ ପ୍ରମୁଖ ଭୂମିକା ଥିଲା: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’ ସମୟରେ ସୀମାନ୍ତ ଅଞ୍ଚଳର ଲୋକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଲୋକ ମାନେ ପ୍ରଶାସନ ଏବଂ ସେନାକୁ ସମସ୍ତ ପ୍ରକାରର ସମର୍ଥନ ଦେଇଥିଲେ। ଏନେଇ ସୋମବାର ଦିନ ଯୋଧପୁରରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଅପରେସନ ସିନ୍ଦୂର ସମୟରେ ଭାରତୀୟ ସୈନିକମାନେ ଆତଙ୍କବାଦୀଙ୍କୁ ସେମାନଙ୍କ ଧର୍ମ ପଚାରି ନୁହେଁ ବରଂ ସେମାନଙ୍କ କର୍ମ ଆଧାରରେ ହତ୍ୟା କରିଥିଲେ। […]

Read More Text.
Modi trump (1)

୫୦% ଟାରିଫ ନେଇ ଆମରିକାକୁ କେମିତି ଜବାବ ଦେବ ଭାରତ ?, ବସିବ ବଡ ବୈଠକ

ନୂଆଦିଲ୍ଲୀ: ୱାଶିଂଟନ ପୂର୍ବ ଶୁଳ୍କକୁ ଦ୍ୱିଗୁଣିତ କରିବା ପରେ ବୁଧବାରଠାରୁ, ଆମେରିକା ବଜାରରେ ପ୍ରବେଶ କରୁଥିବା ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ୫୦% ଶୁଳ୍କ ଲାଗୁ ହେବ । ଯାହା ରପ୍ତାନିକାରୀଙ୍କ ଉପରେ ମୂଲ୍ୟ ଚାପ ବୃଦ୍ଧି କରିବ। ଯାହାକୁ ନେଇ ଏବେ ପିଏମଓ କାର୍ଯ୍ୟଳୟରେ ବଡ ବୈଠକ ବସି ନେଇ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଗଷ୍ଟ ୨୬ରେ ଆମେରିକାରେ ଉଚ୍ଚ ଶୁଳ୍କର ପ୍ରଭାବର ସମ୍ମୁଖୀନ ହେଉଥିବା ଭାରତୀୟ ରପ୍ତାନିକାରୀଙ୍କ ପାଇଁ […]

Read More Text.

ଇଣ୍ଡିଆ ମେଣ୍ଟର ଯୋଶ୍ ବଢାଇଛି ଭୋଟର ଅଧିକାର ଯାତ୍ରା

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି। ରାହୁଲ ଗାନ୍ଧୀ ଓ ତେଜସ୍ବୀ ଯାଦବଙ୍କ ଭୋଟର ଅଧିକାର ଯାତ୍ରା ଇଣ୍ଡିଆ ମେଣ୍ଟର ଯୋଶ୍ ବଢାଇଛି। ସାସାରାମର ଗାନ୍ଧୀ ମଇଦାନରୁ ଆରମ୍ଭ ହୋଇଥିବା ଭୋଟର ଅଧିକାର ଯାତ୍ରାରେ ରାହୁଲ ଓ ତେଜସ୍ବୀଙ୍କ ସହ ରାଜନୈତିକ କଦମତାଲ୍ କରିବେ ବିରୋଧୀ ମେଣ୍ଟର ବହୁ ବରିଷ୍ଠ ନେତା। ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବିରୋଧୀ ନେତା ଭୋଟ୍ ଅଧିକାର ଯାତ୍ରାରେ ସାମିଲ ହୋଇ ବିଜେପି ବିରୋଧରେ ହୁଙ୍କାର ଭରିବେ। ଭୋଟ୍ ଚୋରି, […]

Read More Text.
Modi trump

ଭାରତ ଉପରେ ୨୫% ଅତିରିକ୍ତ ଶୁଳ୍କ ନେଇ ଆମେରିକାର ନୋଟିସ୍ ଜାରି, ଟ୍ରମ୍ପ କହିଲେ ଏବେ ଚୀନ ସହ….

ନୂଆଦିଲ୍ଲୀ: ୨୭ ଅଗଷ୍ଟ ଅର୍ଥାତ୍ ଆସନ୍ତାକାଲି ଠାରୁ ଭାରତ ଉପରେ ଲାଗିବ ୫୦% ଶୁଳ୍କ। ଆମେରିକା ଭାରତ ଉପରେ ୨୫% ଅତିରିକ୍ତ ଶୁଳ୍କ ଲଗାଇବା ପାଇଁ ଏକ ସରକାରୀ ବିଜ୍ଞପ୍ତି ଜାରି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟ ୨୭ ତାରିଖରୁ ଭାରତୀୟ ଆମଦାନୀ ଉପରେ ୫୦% ଶୁଳ୍କ ଲାଗୁ କରିବାକୁ ଧମକ ଦେଇଥିଲେ। ଟ୍ରମ୍ପଙ୍କ ଦ୍ୱାରା ଭାରତୀୟ ଆମଦାନୀ ଉପରେ ଲାଗୁ ହୋଇଥିବା ୫୦% ଶୁଳ୍କର ଅଧା ଏହି ମାସ ଆରମ୍ଭରେ କାର୍ଯ୍ୟକାରୀ ହୋଇଥିଲା […]

Read More Text.
Pm modi in gujarat 254700189 16x9 0

କୃଷକଙ୍କୁ ସହିବାକୁ ଦେବନି ଭାରତ’: ୫୦% ଶୁଳ୍କ ଭିତରେ ଆମେରିକାକୁ ପୁଣି ମୋଦିଙ୍କ କଡ଼ା ବାର୍ତ୍ତା….

ନୂଆଦିଲ୍ଲୀ: ବୁଧବାର ଠୁ ଭାରତ ଉପରେ ୫୦% ଶୁଳ୍କ ଲଗାଇବା ପାଇଁ ଆମେରିକା ସରକାରୀ ବିଜ୍ଞପ୍ତି ଜାରି କରିସାରିଛି। ହେଲେ ଭାରତ ବି ଦୃଢ଼ ପ୍ରତିଶ୍ରୁତି ନେଇ ସାରିଛି ଆମେରିକା ଚାପରେ ନଇଁବ ନାହିଁ। ଏନେଇ ଭାରତ ଦୃଢ଼ତା ଦେଖାଉଥିବା ବେଳେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଆମେରିକାର ଶୁଳ୍କ ଲାଗୁ କରିବା ନେଇ ଦୃଢ଼ ରହି ଆମେରିକାକୁ ପୁଣି କଡ଼ା ବାର୍ତ୍ତା ପଠାଇଛନ୍ତି, ଯାହା ଅଗଷ୍ଟ […]

Read More Text.
Indian navy

ଭାରତୀୟ ନୌସେନାକୁ ମିଳିବ ଡବଲ ପାୱାର, ସ୍ବଦେଶୀ କ୍ଷମତାରେ ଶକ୍ତି ପ୍ରଦର୍ଶନ କରିବ

ନୂଆନିଲ୍ଲୀ: ଭାରତୀୟ ନୌସେନାକୁ ଆଜି ମିଳିବାକୁ ଯାଉଛି ସମୁଦ୍ରର ଦୁଇଟି ସେଣ୍ଟିନେଲ୍ INS ଉଦୟଗିରି ଏବଂ INS ହିମଗିରି । ଉଭୟ ଯୁଦ୍ଧଜାହାଜ ଆଜି ଅପରାହ୍ନ ୨.୪୫ମିନିଟରେ ଭାରତୀୟ ନୌସେନାରେ ସାମିଲ ହେବେ। ଦୁଇଟି ଯୁଦ୍ଧଜାହାଜକୁ ଏକକାଳୀନ ନୌସେନାରେ ସାମିଲ କରାଯାଉଛି । ଯାହା ପ୍ରଥମ ଥର ହେବାକୁ ଯାଉଛି । ଏହା ସହିତ, ଭାରତ ପାଖରେ ଏକ ତିନି-ଫ୍ରିଗେଟ୍ ସ୍କ୍ୱାର୍ଡନ୍ ରହିବ । ଯାହା ସ୍ୱଦେଶୀ କ୍ଷମତା ମାଧ୍ୟମରେ ଦେଶର ଇଣ୍ଡଷ୍ଟ୍ରିଆଲ ଟେକନିକ୍ ଏବଂ ଶକ୍ତିର […]

Read More Text.