Screenshot 2025 09 16 092806 750x376

ଡେରାଡୁନ୍‌ରେ ବାଦଲଫଟା ବର୍ଷା; ୨ରୁ ୩ ଲୋକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଡେରାଡୁନ୍‌: ଡେରାଡୁନ୍‌ରେ ପୁଣି ବାଦଲଫଟା ବର୍ଷା। ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ରାତିସାରା ପ୍ରବଳ ବର୍ଷା ଯୋଗୁଁ ରାସ୍ତା, ଘର ଏବଂ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଡେରାଡୁନ-ହରିଦ୍ୱାର ଜାତୀୟ ରାଜପଥରେ ଥିବା ଏକ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ି ପାଣିରେ ବୁଡ଼ି ଯାଇଛି। ଏହି ଘଟଣା ଫନ୍ ଭ୍ୟାଲି ଏବଂ ଉତ୍ତରାଖଣ୍ଡ ଡେଣ୍ଟାଲ୍ କଲେଜ ନିକଟରେ ଘଟିଛି, ଯାହା ଫଳରେ ଯାତାୟାତ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଋଷିକେଶରେ ଥିବା ଚନ୍ଦ୍ରଭାଗା ନଦୀରେ ଆସିଛି ବନ୍ୟା। […]

Read More Text.
Screenshot 2025 09 16 005855

ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏସଆଇଟି ପକ୍ଷରୁ ବନତାରାକୁ କ୍ଲିନ୍ ଚିଟ୍

ନୂଆଦିଲ୍ଲୀ: ବନତାରା ମାମଲାର ତଦନ୍ତ କରୁଥିବା ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏସଆଇଟି ଗୁଜୁରାଟର ଜାମନଗର ସ୍ଥିତ ପ୍ରାଣୀ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ର ବନତାରାକୁ କ୍ଲିନ୍ ଚିଟ୍ ଦେଇଛି। ସୁପ୍ରିମକୋର୍ଟର ବିଚାରପତି ପଙ୍କଜ ମିଥଲ ଏବଂ ପି.ବି. ବରାଲେଙ୍କ ଖଣ୍ଡପୀଠ ଏସଆଇଟି ରିପୋର୍ଟକୁ ରେକର୍ଡରେ ନେଇଛନ୍ତି ଏବଂ କହିଛନ୍ତି ଯେ ଏସଆଇଟି ବନତାରାରେ ଆଇନ ଓ ନିୟମଗୁଡିକର ଅନୁପାଳନ ପ୍ରସଙ୍ଗରେ ସନ୍ତୁଷ୍ଟ ରହିଛି। ଶୁକ୍ରବାର ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରାଯାଇଥିଲା ଏବଂ ସୋମବାର ସୁପ୍ରିମକୋର୍ଟ ଏହାକୁ ଅନୁଧ୍ୟାନ […]

Read More Text.
Uttarkhand

ଉତ୍ତରାଖଣ୍ଡରେ ମୌସୁମୀର ତାଣ୍ଡବ, JCB ରେ ଯାଇ ଘଟଣାସ୍ଥଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଧାମି

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ମୌସୁମୀ ତାଣ୍ଡବ ରଚିଛି । ଡେରାଡୁନର ସସ୍ତଧାରାଠାରେ ବାଦଲ ଫଟା ବର୍ଷା ଯୋଗୁଁ ଅରାଜକତା ଦେଖାଦେଇଛି । ଅନେକ ଲୋକ ନିଖୋଜ ଥିବା ସୂଚନା ମଧ୍ୟ ମିଳିଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଡେରାଡୁନର ମାଲଦେବତା-କେସରୱାଲା ଅଞ୍ଚଳରେ ବାଦଲଫଟା ବର୍ଷାରେ ପ୍ରଭାବିତ ହେଉଥିବା ଅଞ୍ଚଳକୁ ପରିଦର୍ଶନ କରିଛନ୍ତି, ଯାହାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ, ଦେଖାଯାଉଛି ଯେ ମୁଖ୍ୟମନ୍ତ୍ରୀ ଧାମି ଜେସିବିରେ ଚଢ଼ି ସେହି ଅଞ୍ଚଳ ପରିଦର୍ଶନ କରିବାକୁ ଯାଉଛନ୍ତି । […]

Read More Text.
Ed summon

ବେଟିଂ ଆପ୍ ମାମଲା: ଯୁବରାଜ ସିଂ, ରବିନ ଉଥପ୍ପା ଓ ସୋନୁ ସୁଦଙ୍କୁ ଇଡି ସମନ

ନୂଆଦିଲ୍ଲୀ : ବେଆଇନ ବେଟିଂ ଆପ୍ ସହିତ ଜଡିତ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ । ଏହି ମାମଲାରେ ଅନେକ ନାମୀଦାମୀ ପରିଚିତ ଲୋକଙ୍କୁ ପଚରାଉଚରା କରୁଛି ଇଡି । ଇଡି ସ୍କାନରେ ଏବେ ଯୁବରାଜ ସିଂ, ରବିନ ଉଥପ୍ପା ଏବଂ ଅଭିନେତା ସୋନୁ ସୁଦ । ଅନଲାଇନ ଆପ ପ୍ରଚାର ଓ ମନିଲଣ୍ଡିଂ ମାମଲାରେ ପୂର୍ବତନ କ୍ରିକ୍ରେଟର ଯୁବରାଜ ସିଂ । ସେପେମ୍ବର ୨୩ ତାରିଖରେ ହାଜର ପାଇଁ ଇଡି ସମନ ଜାରି କରିଛି । ସେହପରି […]

Read More Text.
Milk 1

ଶସ୍ତାରେ ପାଇବେ କ୍ଷୀର, ଲିଟର ପିଛା ୨ ଟଙ୍କା ହ୍ରାସ

ନୂଆଦିଲ୍ଲୀ: ସରକାରଙ୍କ ଦ୍ବାରା GST ସଂସ୍କାର ଘୋଷଣା ପରେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିଛି । ମଦର ଡେରୀ କ୍ଷୀରର ମୂଲ୍ୟ ହ୍ରାସ ହୋଇଛି । ଯାହା ଗ୍ରାହକମାନଙ୍କୁ ବଡ଼ ଆଶ୍ବସ୍ତି ଦେଇଛି । ୨୨ ସ‌ପ୍ଟେମ୍ବରରୁ ନୂତନ GST ହାର ଲାଗୁ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ମଧ୍ୟ କମ୍ପାନୀ ଏହାର ପ୍ୟାକେଜ୍ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ହ୍ରାସ କରିଛି । ମଦର ଡେରୀ ୧ ଲିଟର […]

Read More Text.
Nashik school

ନାସିକର ଏକ ଘରୋଇ ବିଦ୍ୟାଳୟକୁ ବୋମା ଧମକ

ନାସିକ : ମହାରାଷ୍ଟ୍ର ନାସିକର ଏକ ପ୍ରାଇଭେଟ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଧମକ ମିଳିବା ପରେ ସ୍କୁଲରେ ଆତଙ୍କ ଖେଳିଯାଇଥିଲା । ପୋଲିସ ମାମଲାର ଯାଞ୍ଚ କରୁଛି । କିନ୍ତୁ କୌଣସି ସନ୍ଦିଗ୍ଧ ବସ୍ତୁ କିଛି ମିଳିନାହିଁ । ପୋଲିସ କହିବା ମୁତାବକ, ଇନ୍ଦିରାନଗର ପୋଲିସ ଷ୍ଟେସନକୁ ସକାଳ ୨.୪୫ରେ ଏକ ଅଜଣା ଇମେଲରୁ ଧମକ ଆସିଥିଲା । ଯେଉଁଥିରେ କୁହାଯାଇଥିଲା କି, ବଡ଼ ପଥରି ରୋଡ ସ୍ଥିତ ନାସିକ କେମ୍ବ୍ରିଜ ହାଇସ୍କୁଲ ବାଥରୁମକୁ […]

Read More Text.
Supreme court 1068x601 (1)

ଏସଆଇଆରକୁ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ; ଗଡ଼ବଡ଼ ହେଲେ ରଦ୍ଦ କରାଯିବ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ଆୟୋଗଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଉଥିବା ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର)କୁ ନେଇ ସୁପ୍ରିମକୋର୍ଟ ସୋମବାର କଡ଼ା ତାଗିଦ କରିଛନ୍ତି। ଏସଆଇଆର କାର୍ଯ୍ୟ ପ୍ରଣାଳୀରେ ଯଦି କୌଣସି ବେଆଇନ କାର୍ଯ୍ୟ କିମ୍ବା ଗଡ଼ବଡ଼ ଦେଖିବାକୁ ମିଳେ, ତେବେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ରଦ୍ଦ କରାଯିବ ବା ଅସିଦ୍ଧ ଘୋଷଣା କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଏହି ମାମଲାର ଚୂଡ଼ାନ୍ତ ରାୟ ଆସନ୍ତା ଅକ୍ଟୋବର ୭ ତାରିଖରେ ପ୍ରକାଶ ପାଇବ ବୋଲି ମଧ୍ୟ କୋର୍ଟ କହିଛନ୍ତି। […]

Read More Text.
Maoist

ହଜାରିବାଗ ଜଙ୍ଗଲରେ ଏନକାଉଣ୍ଟର, ଦୁଇ ନକ୍ସଲ ନିହତ

ରାଞ୍ଚି : ହଜାରୀବାଗର ଗିରହୋର ଥାନା ଅଞ୍ଚଳରେ ହୋଇଛି ଏନକାଉଣ୍ଟର ।  ଆଜି ସକାଳେ ସୁରକ୍ଷା ବାହିନୀ ସହିତପାନାତିତ୍ରୀ ଜଙ୍ଗଲରେ ଏକ ଏନକାଉଣ୍ଟରରେ ୧ କୋଟି ଟଙ୍କାର ପୁରସ୍କାର ରାଶି ବହନ କରିଥିବା ମାଓବାଦୀ ସହଦେବ ସୋରେନ ଏବଂ ଅନ୍ୟ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହି ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହ ପ୍ରତିକ୍ରିୟା ଦେଇଛନ୍ତି । କୋବ୍ରା ଏବଂ ଗିରିଡିହ ଏବଂ ହଜାରିବାଗ ପୋଲିସର ଏକ ମିଳିତ ଦଳ ଏକ ଅପରେସନ ସମୟରେ ଜଙ୍ଗଲରେ […]

Read More Text.
Nepal pm 2

ପୁଣି ବଦଳିଲା ଜେନ-ଜିଙ୍କ ସ୍ବର, ସୁଶୀଳା କାର୍କିଙ୍କ ବିରୋଧରେ ଆରମ୍ଭ ହେଲାଣି ଅସନ୍ତୋଷ

କାଠମାଣ୍ଡୁ : ନେପାଳରେ ଜେନ-ଜିଙ୍କ ବିକ୍ଷୋଭ ପରେ ଧୀରେ ଧୀରେ ଶାନ୍ତି ଫେରୁଛି । ସୁଶୀଳା କାର୍କି ଅନ୍ତରୀମ ପ୍ରଧାନମନ୍ତ୍ରୀ ହେବା ପରେ କିଛି ସ୍ଥାନରୁ କର୍ଫ୍ୟୁ ହଟାଇ ଦିଆଯାଇଛି । କିନ୍ତୁ ସୁଶୀଳା କାର୍କି ଶପଥ ଗ୍ରହଣ କରିବାର ୩ ଦିନ ଭିତରେ ପୁଣି ଜେନ-ଜି ବିରୋଧ କରୁଛନ୍ତି । ନୂଆ ଅନ୍ତରୀଣ ସରକାର ଗଠନ ହେବା ମାତ୍ରେ ଅସନ୍ତୋଷ ଓ ବିଦ୍ରୋହର ସ୍ୱର ଶୁଣାଯାଉଛି । ସରକାରରେ ଯୋଗ ଦେଉଥିବା ନୂତନ ମନ୍ତ୍ରୀମାନଙ୍କୁ ନେଇ ଯୁବପିଢ଼ିଙ୍କ […]

Read More Text.
Supreme court 1068x601

ୱାକଫ୍‍ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରାୟ: ୨ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରଖିଲେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ୱାକଫ୍‍ ସଂଶୋଧନ ଆଇନ ୨୦୨୫ର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ତାଙ୍କର ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତା ୱାକଫ୍‍ ସଂଶୋଧନ ଆଇନ ୨୦୨୫ର ବୈଧତା ଉପରେ କୌଣସି ରାୟ ଦେଇନାହାଁନ୍ତି ଏବଂ ଆଇନକୁ ସ୍ଥଗିତ ରଖିବାକୁ ମନା କରିଛନ୍ତି । କିନ୍ତୁ ଏହାର ଧାରା ଗୁଡିକୁ ସ୍ଥଗିତ ରଖିବା ସମୟରେ କିଛି ସର୍ତ୍ତ ରଖିଛନ୍ତି । ସର୍ବୋଚ୍ଚ ଅଦାଲତ ଆଇନର ୨ଟି ଧାରା ଉପରେ ସ୍ଥଗିତ ରଖିଛନ୍ତି । ଏହାସହିତ […]

Read More Text.