Siachein

ସିଆଚିନରେ ହିମସ୍ଖଳନ, ୩ ଯବାନ ସହିଦ

ଲଦାଖ : ଲଦାଖ ସିଆଚିନରେ ହିମସ୍ଖଳନ । ହିମସ୍ଖଳନରେ ଭାରତୀୟ ସେନାର ୩ ଜଣ ଯବାନ ସହିଦ ହୋଇଛନ୍ତି । ଏହା ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର । ଏଠାରେ ସୈନିକ ୬୦ ଡିଗ୍ରୀ ଥଣ୍ଡା, ପବନ ଏବଂ ବରଫକୁ ସାମ୍ନା କରୁଛନ୍ତି ଯବାନ । ହିମସ୍ଖଳନ ଯୋଗୁଁ ସେନାର ଏକ ପୋଷ୍ଟ ନଷ୍ଟ ହୋଇଛି । ସେନାର ଉଦ୍ଧାରକାରୀ ଦଳ କାମରେ ଲାଗିପଡିଛନ୍ତି । ଏମାନେ ଲେହ ଏବଂ ଉଧମପୁରରୁ ବାହାରିଛନ୍ତି । ସିଆଚିନ ଗ୍ଲେସିୟର କାରାକୋରମ […]

Read More Text.
Images

ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍ ହେଲେ ନୂଆ ଉପ-ରାଷ୍ଟ୍ରପତି

ନୂଆଦିଲ୍ଲୀ: ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍ ହେଲେ ନୂଆ ଉପ-ରାଷ୍ଟ୍ରପତି । INDIA ବ୍ଲକ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ହେଲେ ବିଜୟ । ପ୍ରାୟ 98.2 ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । 452 ପ୍ରଥମ ପସନ୍ଦ ଭୋଟ ପାଇ ଉପ ରାଷ୍ଟ୍ରପତି ନିର୍ବାଚିତ ହେଲେ ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍ । INDIA ବ୍ଲକ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ ପାଇଲେ 300 ପ୍ରଥମ ପସନ୍ଦ ଭୋଟ । ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍। ସିପି. […]

Read More Text.
Pm himachal

ହିମାଚଳ ବନ୍ୟାଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ; ବିପନ୍ନଙ୍କୁ ୧୫୦୦ କୋଟି ଟଙ୍କା ସହାୟତା ଘୋଷଣା

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶ ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରରୁ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି । ହିମାଚଳ ପ୍ରଦେଶର ମଣ୍ଡି ଏବଂ କୁଲୁର ବିପର୍ଯ୍ୟୟରେ ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶ ମାର୍ଗରେ ସର୍ଭେ କରିଛନ୍ତି । ପ୍ରଧାନମନ୍ତ୍ରୀ ବନ୍ୟା ପ୍ରଭାବିତ ରାଜ୍ୟ ପାଇଁ ୧୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ମୋଦି ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ ହିମାଚଳ ପ୍ରଦେଶରେ ବନ୍ୟା ଏବଂ […]

Read More Text.
Chinese 750x430

ଆମେରିକାକୁ ଚୀନ୍ ରାଷ୍ଟ୍ରଦୂତଙ୍କ ବାର୍ତ୍ତା; ‘ଏକାଠି ଲଢିବେ ଭାରତ-ଚୀନ୍‌’,

ନୂଆଦିଲ୍ଲୀ: ଆମେରିକାର ଶୁଳ୍କ ଉତ୍ତେଜନା ଭିତରେ ଏବେ ନିକଟତର ହୋଇଛନ୍ତି ଚୀନ ଏବଂ ଭାରତ । ଚୀନ୍ ରାଷ୍ଟ୍ରଦୂତ ଜୁ ଫିହୋଙ୍ଗ ସିଧା ଆମେରିକାକୁ ବଡ ବାର୍ତ୍ତା ଦେଇଛନ୍ତି । କହିଛନ୍ତି ଯେ ଭାରତ ଏବଂ ଚୀନ୍‌ ମିଳିତ ଭାବରେ ଆମେରିକାର ଟ୍ରମ୍ପ୍ ସରକାର ଦ୍ୱାରା ଲାଗୁ କରାଯାଇଥିବା ୫୦ ପ୍ରତିଶତ ଶୁଳ୍କର ମୁକାବିଲା କରିବା ଉଚିତ, କାରଣ ଏହା ଅନ୍ୟାୟ ଏବଂ ଭୁଲ। ସେ କହିଛନ୍ତି ଯେ ଏହି ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ଉଭୟ […]

Read More Text.
୧୧୧

ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର

କାଠମାଣ୍ଡୁ: ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର। ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ତୀବ୍ର ଉତ୍ତେଜନା ପରେ ନିଷ୍ପତ୍ତି ନେଲେ ସରକାର। ଏବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେବେ ନାହିଁ ବୋଲି ସୂଚନା ମିଳିଛି। ସୋସିଆଲ୍ ମିଡିଆ ବ୍ୟାନ୍‌ ବିରୋଧରେ କାଠମାଣ୍ଡୁରେ ବିକ୍ଷୋଭ କରିଥିଲେ ୟୁଜର୍ସ। ମୋଟ୍‌ ୨୬ଟି ସୋସିଆଲ୍‌ ମିଡିଆ ପ୍ଲାଟଫର୍ମକୁ ବ୍ୟାନ୍‌ କରିଥିଲେ ନେପାଳ ସରକାର। ନାଗରିକଙ୍କ ଅଧିକାର ବ୍ୟାହତ ହେବା ପରେ ସେପ୍ଟେମ୍ବର ୪ ତାରିଖରୁ ନେପାଳରେ ଜଳୁଥିବା […]

Read More Text.
Supreme court 1068x601

ଏସଆଇଆରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଆଧାର ହେବ ‘ଦ୍ଵାଦଶ କାଗଜପତ୍ର’

ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର) ଲାଗୁ ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟ ସୋମବାର ବଡ଼ ରାୟ ଦେଇଛନ୍ତି। ଏସଆଇଆର କାର୍ଯ୍ୟକାରୀ କ୍ଷେତ୍ରରେ ନାଗରିକଙ୍କ ପରିଚୟପତ୍ର ଯାଞ୍ଚ ଲାଗି ଆଧାର କାର୍ଡକୁ ‘ଦ୍ଵାଦଶ କାଗଜପତ୍ର’ ରୂପେ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ମତଦାତା ସୂଚୀରେ କୌଣସି ମତଦାତାଙ୍କୁ ସାମିଲ ଅଥବା ବହିଷ୍କାର କରିବା ଲାଗି କୌଣସି ବ୍ୟକ୍ତିଙ୍କ ପରିଚୟ ସ୍ଥିର କରିବା ପାଇଁ ଆଧାର କାର୍ଡକୁ ଧ୍ୟାନରେ ରଖାଯିବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ଶୁଣାଣି ସମୟରେ […]

Read More Text.
Image 2025 09 08t135841.130

ଲୋକଙ୍କ କାନ୍ଧରେ ବସି ବନ୍ୟାଞ୍ଚଳ ବୁଲିଲେ କଂଗ୍ରେସ ସାଂସଦ, ଭିଡିଓ ଭାଇଇରାଲ ପରେ ଘେରିଲା ବିଜେପି

ପାଟନା: ରବିବାର ବିହାରର କଟିହାରର ମଣିହାରୀ ଏବଂ ବରାରୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କଂଗ୍ରେସ ସାଂସଦ ତାରିକ ଅନୱର । ଏହି ସମୟରେ ଗ୍ରାମବାସୀମାନେ ତାରିକ ଅନୱରଙ୍କୁ କାନ୍ଧରେ ବୋହି ନେଉଥିବାର ଦେଖାଯାଇଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଭାଇରାଲ ହେବା ପରେ ବିଜେପି ନେତା ଶହଜାଦ ପୁନାୱାଲା ତାରିକ ଅନୱରଙ୍କୁ ସମାଲୋଚନା କରିଥିଲେ । ଶହଜାଦ ପୁନାୱାଲା ତାରିକ ଅନୱରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ବନ୍ୟା […]

Read More Text.
Screenshot 2025 09 08 162435

ସୋସିଆଲ ମିଡିଆ ବ୍ୟାନକୁ ନେଇ ନେପାଳ ଅଶାନ୍ତ, ସଂସଦରେ ପଶିଲେ ପ୍ରଦର୍ଶନକାରୀ; ୧୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ:ସରକାରଙ୍କ ଦ୍ବାରା ଫେସବୁକ୍, ୟୁଟ୍ୟୁବ୍ ଏବଂ ଏକ୍ସ ସମେତ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିବା ନିଷ୍ପତ୍ତି ପରେ ନେପାଳରେ ଅରାଜକତା ଦେଖାଦେଇଛି। Gen-Z ଅର୍ଥାତ୍ ଯୁବପିଢ଼ି ଏହାର ବିରୋଧ କରିବା ଆରମ୍ଭ କରିଛନ୍ତି। ଏହି ଯୁବକମାନେ ସେପ୍ଟେମ୍ବର 8 ତାରିଖରୁ Gen-Z ରେଭ୍ୟୁଲେସନ ନାମରେ ପ୍ରତିବାଦ କରିବା ଆରମ୍ଭ କରିଛନ୍ତି। ପ୍ରତିବାଦ ଏତେ ବଢିଯାଇଛି ଯେ ପରିସ୍ଥିତି ଏବେ ଅନିୟନ୍ତ୍ରିତ ହେବାରେ ଲାଗିଛି। କାଠମାଣ୍ଡୁର ସଂସଦ ଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ପ୍ରଦର୍ଶନକାରୀ […]

Read More Text.
Nia

ଏନଆଇଏର ବଡ଼ କାର୍ଯ୍ୟାନୁଷ୍ଠାନ, ଜମ୍ମୁ-କଶ୍ମୀର ସମେତ ୫ ରାଜ୍ୟର ୨୨ ସ୍ଥାନରେ ଚଢ଼ାଉ

ଶ୍ରୀନଗର: ସୋମବାର ସକାଳୁ ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଚଢାଉ କରିଛି । ଏହା ସହିତ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ଚଢାଉ କରାଯାଉଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଦେଶର ପ୍ରାୟ ୨୨ଟି ସ୍ଥାନରେ ଚଢାଉ କରାଯାଇଛି । ଏହି ସମସ୍ତ ମାମଲା ଆଭ୍ୟନ୍ତରୀଣ ସୁରକ୍ଷା ସହିତ ଜଡିତ ବୋଲି କୁହାଯାଉଛି । ଦଳ ଏହି ମାମଲାର ତଦନ୍ତ କରୁଛି । ସୋମବାର ସକାଳେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଏକ […]

Read More Text.
Baby 750x430

ଶିଶୁ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ୍; ୬ ଶିଶୁ ଉଦ୍ଧାର ୧୨ ଗିରଫ

ନୂଆଦିଲ୍ଲୀ: ବଡ ଶିଶୁ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ଦିଲ୍ଲୀ ପୋଲିସ । ଏହି ଗ୍ୟାଙ୍ଗର ପିଲାମାନଙ୍କୁ ଚୋରି କରିବା ପରେ ବିକ୍ରି କରୁଥିଲା । ତେବେ ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ, ସେମାନଙ୍କ ନିକଟରୁ ୬ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଏହି ଗ୍ୟାଙ୍ଗଗୁଡ଼ିକ ଏକ ସଂଗଠିତ ଏବଂ ଆନ୍ତଃରାଜ୍ୟ ସ୍ତରରେ କାମ କରନ୍ତି ବୋଲି ଜଣାପଡିଛି । ଏହି ଶିଶୁ ଚୋର ଗ୍ୟାଙ୍ଗର ନେଟୱାର୍କ ଦିଲ୍ଲୀ-ଏନସିଆରରୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ବିହାର ଏବଂ […]

Read More Text.