Rinku singh dawood ibrahim 257783780

ରିଙ୍କୁ ସିଂହଙ୍କୁ ଦାଉଦ ଗ୍ୟାଙ୍ଗ ପକ୍ଷରୁ ଧମକ

ନୂଆଦିଲ୍ଲୀ: ଟିମ୍‍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହଙ୍କୁ ଅଣ୍ଡରୱାଲ୍ଡରୁ ଧମକ ମିଳିଛି । ସୂଚନା ଅନୁଯାୟୀ ରିଙ୍କୁ ସିଂହଙ୍କୁ ଏହି ଧମକ ଦାଉଦ ଗ୍ୟାଙ୍ଗ ଦ୍ୱାରା ଦିଆଯାଇଥିଲା । ଏହି ଘଟଣାରେ ପୁଲିସ କିଛି ବ୍ୟକ୍ତିବିଶେଷଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହାକୁ ମିଶାଇ ରିଙ୍କୁ ସିଂହ ଚଳିତ ବର୍ଷ ତିନିଇର ଧମକ ପାଇଲେଣି । ତାଙ୍କ ପ୍ରମୋସନାଲ୍‍ ଦଳ ତିନୋଟି ଧମକପୂର୍ଣ୍ଣ ମେସେଜ୍‍ ପାଇଛି । ଦାଉଦ୍‍ ଗ୍ୟାଙ୍ଗ ରିଙ୍କୁ ସିଂହଙ୍କଠାରୁ ୫କୋଟି ଟଙ୍କା […]

Read More Text.
Wb v jpg 442x260 4g

ମମତା ସରକାରଙ୍କୁ ୨୪ ଘଣ୍ଟିଆ ମହଲତ: ଆଇନ ଶୃଙ୍ଖଳା ନ ସୁଧାରିଲେ ହେବ ସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ

କଲକାତା: ପଶ୍ଚିମବଙ୍ଗର ଜଳପାଇଗୁଡ଼ିରେ ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ବିଧାୟକ ଶଙ୍କର ଘୋଷଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି। କ୍ଷମତାସୀନ ତୃଣମୂଳ କଂଗ୍ରେସ ସମର୍ଥକମାନେ ଏହି ଆକ୍ରମଣ କରିଥିବାବେଳେ ବିଜେପି ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛି। ଏହି ପରିପ୍ରେକ୍ଷୀରେ ବୁଧବାର ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଆନନ୍ଦ ବୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟିଆ ମହଲତ ଦେଇଛନ୍ତି। ଯଦି ଏହି ସମୟ ମଧ୍ୟରେ ଆଇନ ଶୃଙ୍ଖଳାକୁ ସୁଧାରିବାରେ […]

Read More Text.
Chirag paswan file photo 1068x712

ଚିରାଗ ଏନ୍‌ଡିଏ ଆସନ ବୁଝାମଣାରେ କଣ୍ଟା

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଶାସକ ଏନଡିଏ ଓ ବିରୋଧୀ ମହାମେଣ୍ଟ ଆସନ ବୁଝାମଣା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆସନ ବୁଝାମଣା ପ୍ରକ୍ରିୟା ଶେଷ ପରେ ମେଣ୍ଟର ଅଂଶୀଦାର ଦଳଗୁଡିକ ସେମାନଙ୍କର ପ୍ରାର୍ଥୀ ଘୋଷଣା ଆରମ୍ଭ କରିବେ। ଇତି ମଧ୍ୟରେ ଏନଡିଏ ଏହାର ଆସନ ବୁଝାମଣା ପାଇଁ କଥାବାର୍ତ୍ତା ଆରମ୍ଭ କରିଛି। ବିହାର ପାଇଁ ବିଜେପିର ନିର୍ବାଚନ ଦାୟିତ୍ବରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପ୍ରଭାରୀ ବିନୋଦ […]

Read More Text.
Novel prize

ସାହିତ୍ୟ ପାଇଁ ହଙ୍ଗେରୀ ଲେଖକ ଲାସଲୋ କ୍ରାସ୍ନାହୋରକାଇଙ୍କୁ ମିଳିଲା ନୋବେଲ ପୁରସ୍କାର

ହଙ୍ଗେରୀ : ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା ହୋଇଛି । ହଙ୍ଗେରୀ ଲେଖକ ଲାସଲୋ କ୍ରାସ୍ନାହୋରକାଇଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ମିଳିବ । ତାଙ୍କର ଉପନ୍ୟାସ ହର୍ସଟ୍ ୦୭୭୬୯ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ । ୧୯୫୪ ମସିହାରେ ହଙ୍ଗେରୀ ଓ ରୋମାନିଆ ସୀମାରେ ଥିବା ଗ୍ରାମ ଗ୍ବାଲାରେ ଜନ୍ମଗ୍ରହଣ କରିଥିବା କ୍ରାସ୍ନାହୋରକାଇଙ୍କ ଲେଖାର କେତେକ ସ୍ବତନ୍ତ୍ରତା ରହିଛି । ତାହା ହେଉଛି ଲମ୍ବା ଓ ଜଟିଳ ବାକ୍ୟ ଓ ସେଥିରେ ଲୁଚି ରହିଥିବା ଗଭୀର ଦାର୍ଶନିକ ଅର୍ଥ […]

Read More Text.
Delhi crime

ଶୋଇଥିବା ବେଳେ ସ୍ବାମୀ ଉପରେ ଗରମ ତେଲ ଢାଳିଲା ସ୍ତ୍ରୀ

ଦିଲ୍ଲୀ : ଦିଲ୍ଲୀର ମଦନଗିରିରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୨୮ ବର୍ଷୀୟ ସ୍ବାମୀ ନିଜ ସ୍ତ୍ରୀ ଉପରେ କରିଛନ୍ତି ଅଭିଯୋଗ । ତାହା ହେଉଛି ଶୋଇଥିବା ସମୟରେ ସ୍ତ୍ରୀ ଫୁଟୁଥିବା ଗରମ ତେଲକୁ ତାଙ୍କ ଉପରେ ଢାଳିବା ସହ ଲଙ୍କା ଗୁଣ୍ଡ ଛିଞ୍ଚି ଦେଇଥିଲେ । ଏହା ସହ ତାଙ୍କ ସ୍ତ୍ରୀ ଧମକ ଦେଇଥିଲେ ଯଦି ସ୍ବାମୀ ପାଟି କରନ୍ତି ତାହେଲେ ତାଙ୍କ ଉପରେ ଆହୁରି ଗରମ ଫୁଟୁଥିବା ତେଲକୁ ଢାଳିଦେବେ ବୋଲି କହିଛନ୍ତି […]

Read More Text.
Tejaswi

ନିର୍ବାଚନ ପୂର୍ବରୁ ତେଜସ୍ବୀଙ୍କ ବଡ଼ ଘୋଷଣା, ଦଳ ସରକାରକୁ ଆସିଲେ ପ୍ରତି ପରିବାରକୁ ମିଳିବ ସରକାରୀ ଚାକିରି

ବିହାର : ରାଷ୍ଟ୍ରୀୟ ଜନତା ଦଳ(RJD) ନେତା ତଥା ବିହାରର ପୂର୍ବ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ବିହାର ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି । ତେଜସ୍ବୀ କହିଛନ୍ତି, ଆମେ ସରକାରକୁ ଆସିବା ପରେ ପ୍ରତି ପରିବାରରେ ସରକାରୀ ଚାକିରି ଦେବୁ । ପାଟନାରେ ଏକ ପ୍ରେସ କନଫରେନ୍ସରେ ତେଜସ୍ବୀ କହିଛନ୍ତି, ନିର୍ବାଚନ ବିଗୁଲ ବାଜିସାରିଛି । ଆଉ ସେମାନେ ବେରୋଜଗାରୀ ଭତ୍ତା ଦେବାକୁ କହୁଛନ୍ତି, ଚାକିରି ଦେବାକୁ କହୁନାହାନ୍ତି । କିନ୍ତୁ ବିହାରରେ ଏବେ ପରିବର୍ତ୍ତନ […]

Read More Text.
Attack 2

ମିଆଁମାର ସେନା ଆକ୍ରମଣରେ ୨୪ ମୃତ

ମିଆଁମାର: ମିଆଁମାର ସେନା ଆକ୍ରମଣରେ ଶିଶୁ ସମେତ ଅତି କମରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ ରୁ ଅଧିକ ଆହତ ହୋଇଛନ୍ତି । ଏକ ପ୍ରତିରୋଧ ଗୋଷ୍ଠୀର ସଦସ୍ୟ, ଗ୍ରାମବାସୀ ଏବଂ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ସୋମବାର ରାତିରେ ଦେଶର କେନ୍ଦ୍ରୀୟ ସାଗାଇଙ୍ଗ ଅଞ୍ଚଳର ଏକ ଗ୍ରାମକୁ ଟାର୍ଗେଟ କରି ମୋଟର ଚାଳିତ ପାରାଗ୍ଲାଇଡରରୁ ଏହି ଆକ୍ରମଣ କରାଯାଇଥିଲା । ରିପୋର୍ଟ ଅନୁସାରେ, ଗାଁରେ ଏକ ବୌଦ୍ଧ ପର୍ବ ପାଳନ କରାଯାଉଥିଲା ଏବଂ ମିଆଁମାରର […]

Read More Text.
Cough syrup owner

କୋଲଡ୍ରିଫ୍ କଫ ସିରପ୍ ମାମଲା: ଫାର୍ମା କମ୍ପାନୀ ମାଲିକ ଗିରଫ

ଭୋପାଳ : ମଧ୍ୟପ୍ରଦେଶରେ କଫ ସିରପ୍ ମାମଲାରେ ପୋଲିସକୁ ବଡ଼ ସଫଳତା । “କୋଲଡ୍ରିଫ୍” କଫ ସିରପ୍ ମାମଲାରେ ଧରାପଡିଛି କଫ୍ ସିରପ୍ କମ୍ପାନୀ ମାଲିକ । କଫ୍ ସିରପ୍ ନିର୍ମାତା କମ୍ପାନୀ ‘ଶ୍ରୀସନ୍ ମେଡିକାଲ୍ସ’ ମାଲିକକୁ ଗିରଫ କରିଛି ପୋଲିସ । ମାଲିକ ଜି. ରଙ୍ଗନାଥନଙ୍କୁ ଚେନ୍ନାଇରୁ ଗିରଫ କଲା ପୋଲିସ । ରଙ୍ଗନାଥନଙ୍କୁ ହେପାଜତକୁ ନେଇ ପୋଲିସର ପଚରାଉଚରା କରୁଛି । କଫ୍ ସିରପ୍ ମୃତ୍ୟୁ ମାମଲାରେ ରଙ୍ଗନାଥନଙ୍କୁ ଖୋଜାଖୋଜି କରୁଥିଲା ପୋଲିସ । କଫ୍ […]

Read More Text.
Chatish ghar

ବିଦ୍ୟୁତ ପ୍ଲାଣ୍ଟରେ ଖସିପଡିଲା ଲିଫ୍ଟ : ୪ ମୃତ

ଛତିଶଗଡ: ଛତିଶଗଡରେ ଏକ ବଡ ଅଘଟଣ ଘଟିଛି । ଶକ୍ତି ଜିଲାରେ ଥିବା ଏକ ଘରୋଇ ବିଦ୍ୟୁତ ପ୍ଲାଣ୍ଟରେ ଲିଫ୍ଟ ଖସିପଡିବାରୁ ୪ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୬ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୁଲିସ ସୂଚନା ଅନୁସାରେ ଉଚ୍ଛପିଣ୍ଡା ଗ୍ରାମର ଡାଭରା ଅଞ୍ଚଳରେ ଥିବା ଆରକେଏମ ପାୱାରଜେନ୍‍ ପ୍ରାଇଭେଟ୍‍ ଲିମିଟେଡ ପ୍ଲାଣ୍ଟରେ ଏହି ଦୁର୍ଘଟଣା ଘଟିଛି । ପୁଲିସ ସୂଚନା ଅନୁଯାୟୀ ୧୦ଜଣ କର୍ମଚାରୀ ସେମାନଙ୍କର ସିଫ୍ଟ ଶେଷ କରି ଲିଫ୍ଟ […]

Read More Text.
G2tuaf8wuaad bw

୯୩ ତମ ବାୟୁସେନା ପ୍ରତିଷ୍ଠା ଦିବସ: ହିଣ୍ଡନ୍‍ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନାର ୯୩ତମ ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଅକ୍ଟୋବର ୮ରେ ପାଳନ ହୁଏ ଭାରତୀୟ ବାୟୁସେନା ଦିବସ । ଭାରତୀୟ ବାୟୁ ମାର୍ଗର ସୁରକ୍ଷା କରିବା ହେଉଛି ସେନାର ପ୍ରଥମ କର୍ତ୍ତବ୍ୟ । ଏନେଇ ଗାଜିଆବାସ ହିଣ୍ଡନ୍‍ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବାୟୁସେନା ଦିବସ ପାଳନ ଅବସରରେ ପରେଡ୍‍ ସହ ଆକାଶରେ କୌଶଳ ଦେଖାଉଛନ୍ତି ବାୟୁସେନାର ସ୍ୱତନ୍ତ୍ର ବିମାନ । ବାୟୁସେନାର ପରାକ୍ରମ, ସାହସ, ବଳିଦାନ, ବୀରତ୍ୱର ଗାଥାକୁ ପ୍ରଦର୍ଶିତ […]

Read More Text.