Raghav

ଘରେ ଘରେ ପାର୍ସଲ ବାଣ୍ଟି ଡେଲିଭରୀ ବୟ ସାଜିଲେ ଆପ୍ ସାଂସଦ ରାଘବ ଚଢା

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ରାଘବ ଚଢା ଏବେ ଚର୍ଚ୍ଚାରେ । ଦିନକ ପାଇଁ ବ୍ଲିଙ୍କିଟ୍ ଡେଲିଭରୀ ବୟ ହୋଇଛନ୍ତି ରାଘବ । ସୋସିଆଲ ମିଡିଆ ପ୍ଲାଟଫର୍ମ X ଭିଡିଓ ସେୟାର କରାଯାଇଥିବା ଏକ ଟିଜର ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ରାଘବ ଚଢା ତାଙ୍କ X ଆକାଉଣ୍ଟରେ ଏକ ଛୋଟ କିନ୍ତୁ ଆକର୍ଷଣୀୟ ଟିଜର ଭିଡିଓ ପୋଷ୍ଟ କରିଥିଲେ । ଯାହା ବେଶ୍ ଭାଇରଲ ହେବାରେ ଲାଗିଛି । […]

Read More Text.
Pm modi friedrich merz 2026 01 11 19 51

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଗୁଡ଼ି ଉଡ଼ାଇଲେ ଜର୍ମାନ ଚାନ୍ସେଲର

ନୂଆଦିଲ୍ଲୀ: ଗୁଡ଼ି ଉଡ଼ାଇଲେ ଦୁଇ ଦେଶର ନେତା । ମୋଦୀଙ୍କ ସହ ଗୁଡ଼ି ଉଡ଼ାଇଲେ ଜର୍ମାନ ଚାନ୍ସେଲର । ସାବରମତୀ କୂଳରେ ମୋଦୀ ଓ ଜର୍ମାନ ଚାନ୍ସେଲର ଗୁଡ଼ି ଉଡ଼ାଇ ମଜା ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜର୍ମାନ ଚାନ୍ସେଲର ଫ୍ରିଡ୍ରିକ୍ ମର୍ଜ ଆଜି ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟକୁ ଯାଇଛନ୍ତି । ଆନ୍ତର୍ଜାତୀୟ ଗୁଡ଼ି ଉତ୍ସବ-୨୦୨୬ ରେ ସାମିଲ ହୋଇ ଦୁଇ ନେତା ଭାରତୀୟ ପରମ୍ପରାର ମଜା ନେଇଛନ୍ତି । ଗୁଜରାଟ ଗସ୍ତରେ ଥିବା […]

Read More Text.
Isro

କକ୍ଷପଥରେ ପହଁଞ୍ଚି ପାରିଲାନି ଅନ୍ବେଷା, ଡାଟା ବିଶ୍ଲେଷଣ କରୁଛି ଇସ୍ରୋ

ଆନ୍ଧ୍ରପ୍ରଦେଶ : ଇସ୍ରୋର PSLV-C62 ମିଶନ୍ ଫେଲ୍ । ବୈଷୟିକ ତ୍ରୁଟି କାରଣରୁ କକ୍ଷପଥରେ ପହଁଞ୍ଚିପାରିଲାନି ଅନ୍ବେଷା । ନିୟନ୍ତ୍ରଣ ହରାଇ ହେଲା ଦିଗହରା । ଏ ନେଇ ଡାଟା ବିଶ୍ଲେଷଣ କରୁଛି ଇସ୍ରୋ । କିଛି ସମୟ ପୂର୍ବରୁ ‘ଅନ୍ବେଷା’ର ହୋଇଥିଲା ଉତ୍ କ୍ଷେପଣ । ଶେଷ ପର୍ଯ୍ଯାୟରେ ଅନ୍ବେଷାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଦିଗହରା ହେଲା ଓ କକ୍ଷପଥରେ ଅବସ୍ଥାପିତ ହୋଇପାରିଲା ନାହିଁ ସାଟେଲାଇଟ ଅନ୍ବେଷା । ୨୦୨୬ର ପ୍ରଥମ ଉତକ୍ଷେପଣ ସ୍ବରୂପ ଅନ୍ତରୀକ୍ଷକୁ […]

Read More Text.
Trump

ଇରାନ ଉପରେ ନିଆଯାଇପାରେ କଠୋର ସାମରିକ କାର୍ଯ୍ୟାନୁଷ୍ଠାନ, ଚେତାବନୀ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଇରାନକୁ ଟ୍ରମ୍ପଙ୍କ ଚେତାବନୀ ।  ନିଆଯାଇପାରେ କଠୋର ସାମରିକ କାର୍ଯ୍ୟାନୁଷ୍ଠାନ ।  ଇରାନ ଉପରେ ଗର୍ଜିଲେ ଟ୍ରମ୍ପ ।  ଇରାନରେ ଜାରି ରହିଥିବା ହିଂସା ଏବଂ ପ୍ରତିବାଦକାରୀଙ୍କ ମୃତ୍ୟୁକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆମେରିକା ଏହାକୁ ଅତି ଗମ୍ଭୀରତାର ସହ ଦେଖୁଛି ବୋଲି ସେ ଇରାନ ସରକାରଙ୍କୁ ଚେତାବନୀ ଶୁଣାଇଛନ୍ତି ।  ଟ୍ରମ୍ପ କହିଛନ୍ତି, ଇରାନରେ ଅନେକ ନିରୀହ ଲୋକଙ୍କୁ ହତ୍ୟା କରାଯାଉଛି ।  ଯାହା ଆଦୌ […]

Read More Text.
Pm modi friedrich merz 2026 01 11 19 51

ଆସନ୍ତାକାଲି ଭାରତ ଆସିବେ ଜର୍ମାନ ଚାନ୍ସେଲର ମର୍ଜ: ଅହମଦାବାଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ‌ବୈଠକ

ନୂଆଦିଲ୍ଲୀ: ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ ଆସନ୍ତାକାଲି (ସୋମବାର)ଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ନାଟୋ ଏବଂ ୟୁରୋପୀୟ ସଂଘ (ଇୟୁ) ବାଦ୍‌ ଚାନ୍ସେଲର ମର୍ଜଙ୍କର ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଜାନୁଆରି ୧୨-୧୩ ରେ ଅହମଦାବାଦଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନ ଚାନ୍ସେଲର ମର୍ଜଙ୍କ ସହିତ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିରକ୍ଷା ସମେତ ଭାରତ-ଜର୍ମାନୀ ରଣନୈତିକ ସହଭାଗିତାକୁ ମଜବୁତ କରିବା ଦିଗରେ ଆଲୋଚନା କରିବେ। ବିଶ୍ୱସ୍ତରରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନାର ପୃଷ୍ଠଭୂମିରେ ଏହି ଆଲୋଚନା […]

Read More Text.
Yeison jimenez performs live stage

ବିମାନ ଦୁର୍ଘଟଣାରେ ଚାଲିଗଲା ପ୍ରସିଦ୍ଧ ଗାୟକ ୟେସନ୍‌ଙ୍କ ଜୀବନ

କଲମ୍ବିଆ: କଲମ୍ବିଆରେ ଏକ ବଡଧରଣର ବିମାନ ଦୁର୍ଘଟଣା ଘଟିଛି। ଏଥିରେ ପ୍ରସିଦ୍ଧ ଗାୟକ ୟେସନ୍ ଜିମେନେଜଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୋଟ ଛଅ ଜଣ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ବିମାନଟି ଜୁଆନ୍ ଜୋସେ ରୋଣ୍ଡନ୍ ବିମାନବନ୍ଦରରୁ ଉଡ଼ାଣ ଭରୁଥିଲା। ଉଡ଼ାଣର କିଛି ମିନିଟ୍ ପରେ ବିମାନଟି ରନୱେ ନିକଟରେ ଥିବା ଏକ କ୍ଷେତରେ ଖସି ପଡ଼ିଥିଲା। ଅବତରଣ କରିବା ସମୟରେ ବିମାନରେ ନିଆଁ ଲାଗିଯାଇଥିଲା। ପୁଲିସ୍‌ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ […]

Read More Text.
Mamata

ଆଇ-ପ୍ୟାକ୍ ରେଡ୍ ମାମଲାରେ ମମତାଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଇଡି

କୋଲକାତା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାନୁଆରୀ ୮ ତାରିଖ ଘଟଣାର ସିବିଆଇ ତଦନ୍ତ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟର ଦ୍ଵାରସ୍ଥ ହୋଇଛି। ଆଇ-ପ୍ୟାକ୍ ଓ ଏହାର ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ଠିକଣାରେ ହୋଇଥିବା ଚଢ଼ଉ ସମୟରେ ମମତା ବାଧା ସୃଷ୍ଟି କରିବା ସହ ବଳପୂର୍ବକ ସମସ୍ତ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ନେଇ ପଳାଇଥିବା ଅଭିଯୋଗ କରିଛି। ଇଡି ଅଧିକାରୀମାନେ ଏହାକୁ ଏକ ‘ଚୋରି’ ବୋଲି ଅଭିହିତ କରିଛନ୍ତି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ସରକାର ସୁପ୍ରିମ୍‌କୋର୍ଟରେ କେଭିଏଟ୍ ଦାୟର […]

Read More Text.
Murder case

ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା

ଢାକା : ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଉଗ୍ରରୂପ ଧାରଣ କରୁଥିବାବେଳେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ନାମ ଜୟ ମହାପାତ୍ର ହୋଇଥିବାବେଳେ ସେ ସୁନାମଗଞ୍ଜ ଜିଲା ଅନ୍ତର୍ଗତ ଭାଙ୍ଗାଦୋହର ଗ୍ରାମ ବାସିନ୍ଦା ବୋଲି ଜଣାପଡିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଗତ ଗୁରୁବାର କିଛି ଲୋକ ଜୟଙ୍କୁ ନିକଟସ୍ଥ ଦୋକାନ ନିକଟକୁ ଡାକି ନିସ୍ତୁକ ମାଡ ମାରିଥିଲେ। ଗୁରୁତର ଅବସ୍ଥାରେ ଜୟଙ୍କୁ ସିଲହଟ୍‌ସ୍ଥିତ ଓସମାନି ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। […]

Read More Text.
Elon musk

ହସ୍ତକ୍ଷେପ କଲେ ମୋଦି, ଏକ୍ସରେ ଏକ ପୋଷ୍ଟକୁ ନେଇ ନିଜର ଭୁଲ ସ୍ୱୀକାର କଲା କମ୍ପାନୀ

ନୂଆଦିଲ୍ଲୀ : ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟକୁ ନେଇ କମ୍ପାନୀ ନିଜର ଭୁଲ ସ୍ୱୀକାର କରିଛି । ଭାରତୀୟ ଆଇନ ଅନୁଯାୟୀ କମ୍ପାନୀ କାମ କରିବ ବୋଲି ନିଷ୍ପତ୍ତି ନେଇଛି । ପୂର୍ବରୁ ଏକ୍ସରେ ଆପତ୍ତିଜନକ ଫଟୋ ପ୍ରସଙ୍ଗରେ କେନ୍ଦ୍ର ସରକାର ଚେତାବନୀ ଦେଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆ ସାଇଟ୍ ଆକ୍ସନ୍ ନେବା ସହ ଅନେକ ୟୁଜରଙ୍କୁ ବ୍ଲକ୍ କରିଛି । ଏକ୍ସର କହିବାନୁସାରେ, କମ୍ପାନୀ ୩୫୦୦ପୋଷ୍ଟକୁ ବ୍ଲକ୍ କରିଛି । ଏହାସହ […]

Read More Text.
Pm somnath

ଶୌର୍ଯ୍ୟ ଯାତ୍ରା ପରେ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ଗୁଜରାଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଦିନିଆ ଗୁଜୁରାଟ ଗସ୍ତରେ ଦ୍ବିତୀୟ ଦିନରେ ସୋମନାଥ ମନ୍ଦିରରେ ପହଞ୍ଚିଛନ୍ତି । ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏକ ବିଶାଳ ରୋଡ୍ ଶୋ’ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଲକ୍ଷ ଲକ୍ଷଙ୍କ ସମାଗମ ହୋଇଥିଲା । ଶୋଭାଯାତ୍ରା ସୋମନାଥ ମନ୍ଦିରର ରକ୍ଷା ପାଇଁ ନିଜର ପ୍ରାଣ ଆହୂତି ଦେଇଥିବା ଅଗଣିତ ବୀର ଏବଂ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉଦ୍ଦେଶ୍ୟରେ କରାଯାଇଥିଲା । ଆଜି ସକାଳେ ଶୌର୍ଯ୍ୟ […]

Read More Text.