ନେପାଳର ପାହଡ଼ିଆ ଅଞ୍ଚଳରେ ସଡ଼କ ଦୁର୍ଘଟଣା, ଗଭୀର ଘାଇକୁ ଖସିଲା ଜିପ୍: ୮ ମୃତ, ୧୦ ଆହତ
କାଠମାଣ୍ଡୁ : ନେପାଳର ପାହଡ଼ିଆ ଅଞ୍ଚଳରେ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲାବେଳେ ୧୦ ଜଣ ଆହତ ହୋଇଛନ୍ତି । ୧୮ ଜଣ ଯାତ୍ରୀ ଜିପରେ ଯାଉଥିବାବେଳେ ୭୦୦ଫୁଟ୍ ତଳକୁ ଖସି ପଡିବାରୁ ଦୁର୍ଘଟଣା ଘଟିଛି । ଶୁକ୍ରବାର ରାତି କର୍ଣ୍ଣାଲି ପ୍ରାତରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ, ରୁକୁମ ପଶ୍ଚିମ ଜିଲ୍ଲାର ବାଫିକୋଟ ଅଞ୍ଚଳର ଝାରମାରେ ଅଞ୍ଚଳରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଜିପ୍ ଟି ମୁସିକୋଟର ଖଲଙ୍ଗା […]
Read More Text.