ବନ୍ଦ ପଡିଥିବା ଖଣି ଚାଲୁ କରିବା ଲାଗି ଭାରତକୁ ପ୍ରସ୍ତାବ ଦେଲା ଆଫଗାନିସ୍ତାନ
ନୂଆଦିଲ୍ଲୀ: ଆଫଗାନିସ୍ତାନ ଭାରତରେ ଅନେକ ସମୟ ଧରି ବନ୍ଦ ପଡିଥିବା ଖଣିକୁ ପୁଣି ଖୋଲିବା ଏବଂ ଚାଲୁ ରଖିବା ପାଇଁ ପ୍ରସ୍ତାବ ଦେଇଛି। ଏହା ଫଳରେ ନିବେଶ ମିଳିବା ସହିତ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିବ। ତେବେ ଭାରତୀୟ ଉଦ୍ୟେଗ ଲିଡରଙ୍କ କହିବାନୁସାରେ କୌଣସି ବି ନିଷ୍ପତ୍ତି ନେବା ପୂର୍ବରୁ ଏହି କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବାକୁ ଉଚିତ୍। ଆଫଗାନିସ୍ତାନରେ ୧୪୦୦ ରୁ ଅଧିକ ମିନେରାଲ ଫିଲ୍ଡ ଅଛି ଯେଉଁଥିରେ କ୍ରୋମାଇଟ୍, କୋଇଲା, କପର, ଲୁହା, ସୁନା, […]
Read More Text.