33

ଘାତକ ସାଜିଛି କଫ୍ ସିରପ୍ : କେନ୍ଦ୍ର ସ୍ଵାସ୍ଥ୍ୟ ସଚିବଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ : ଘାତକ ସାଜିଛି କଫ୍ ସିରପ୍। ମଧ୍ୟପ୍ରଦେଶରେ ୧୧ ଜଣ କଅଁଳ ଶିଶୁଙ୍କ ଜୀବନ ନେବା ପରେ ଆକ୍ସନ ମୋଡରେ କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ଜରୁରୀ ବୈଠକ ଡାକିଛନ୍ତି। ଆଜି ଅପରାହ୍ନ ୪ଟାରେ ସବୁ ରାଜ୍ୟର ସ୍ଵାସ୍ଥ୍ୟ ସଚିବ ଏବଂ ଡ୍ରଗ୍ସ କଣ୍ଟୋଲରଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ନେଇ ସୂଚନା ମିଳିଛି। ସେପଟେ ଅଧିକାଂଶ ରାଜ୍ୟ ଏବେ କଫ୍ ସିରପ୍ କୁ ବ୍ୟାନ୍ କରିଛନ୍ତି। କେରଳ […]

Read More Text.
Earthquake

ଜାପାନରେ ଭୂମିକମ୍ପ; ତୀବ୍ରତା ୬.୦

ଜାପାନ : ପାକିସ୍ତାନ ପରେ ଜାପାନରେ ଶକ୍ତିଶାଳୀ ଭୂକମ୍ପ ଘଟିଛି । ଯାହାର ତୀବ୍ରତା ୬.୦ । ଭୂକମ୍ପର କେନ୍ଦ୍ରସ୍ଥଳ ୫୦ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି । ଗତକାଲି ରାତିରେ ଜାପାନର ହୋନସୁର ପୂର୍ବ ଉପକୂଳ ନିକଟରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଏହା ସହିତ ଭୂକମ୍ପର ଅକ୍ଷାଂଶ ୩୭.୫E ଏବଂ ଦ୍ରାଘିମା ୧୪୧.୫୨N ରହିଥିବା NSC ’X’ରେ ପୋଷ୍ଟ କରିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

Read More Text.
Shubman gill 2025 10 04 15 26 30 1068x597

ଦିନିକିଆରେ ବି ଶୁବମନ୍ କ୍ୟାପ୍ଟେନ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ ପାଇଁ ଟିମ୍ ଘୋଷଣା କରିଛି ବିସିସିଆଇ । ଟେଷ୍ଟ ପରେ ଦିନିକିଆରେ ଶୁବମନ ଗିଲ୍‌ଙ୍କୁ ନୂଆ ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ରୋହିତ୍‌ ଶର୍ମାଙ୍କ ସ୍ଥାନରେ ଶୁବମନ୍ ଗିଲଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି ଶ୍ରେୟସ ଆୟରଙ୍କୁ ଉପଅଧିନାୟକ ଦାୟିତ୍ବ ଦିଆଯାଇଛି । ବିସିସିଆଇ ୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ ପାଇଁ ଟିମ୍ ଘୋଷଣା କରିଛି । ୨୦୨୭ ବିଶ୍ଵକପ୍ […]

Read More Text.
G2zlgrjxmaaxk q 1068x712

ଭାରତ-ୱେଷ୍ଟଇଣ୍ଡିଜ୍‍ ଟେଷ୍ଟ ସିରିଜ୍‍: ପ୍ରଥମ ଟେଷ୍ଟ ଜିତିଲା ଭାରତ

ଅହମ୍ମଦାବାଦ: ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ୱେଷ୍ଟଇଣ୍ଡିଜ୍‍ ଦୁଇ ଟିକିଆ ମ୍ୟାଚରେ ପ୍ରଥମ ଟେଷ୍ଟ ଜିତିଲା ଭରତ । ଟିମ୍‍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍‍ କୁ ୧୬୨ରନରେ ଅଲଆଉଟ୍‍ କରିଛି । ୱେଷ୍ଟଇଣ୍ଡିଜ୍‍ କୁ ଇସିଂସ ଓ ୧୪୦ ରନରେ ହରାଇଲା ଭାରତୀ ଟିମ୍‍ । ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ୍‍ ମାତ୍ର ୧୪୬ରେ ଅଲଆଉଟ୍‍ ହୋଇଛି । ଏହି ଟେଷ୍ଟ ମ୍ୟାଚରେ ହିରୋ ସାଜିଛନ୍ତି ରବିନ୍ଦ୍ର ଜାଡେଜା । ପ୍ରଥମେ ଶତକ ହାସଲ ପରେ ୪ଟି ୱିକେଟ ନେଇଥିଲେ ଜାଡେଜା […]

Read More Text.

ପଞ୍ଜାବରୁ ରାଜ୍ୟସଭା ଯିବେ ନାହିଁ କେଜ୍ରିୱାଲ!

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ ପଞ୍ଜାବରୁ ରାଜ୍ୟସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଟ୍ରାଇଡେଣ୍ଟ ଗ୍ରୁପର ମାଲିକ ତଥା ବ୍ୟବସାୟୀ ରାଜେନ୍ଦ୍ର ଗୁପ୍ତା ରାଜ୍ୟସଭା ପାଇଁ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ହେବେ। ଆମ ଆଦମୀ ପାର୍ଟି ସରକାର ଗୁପ୍ତାଙ୍କୁ ୨୦୨୨ରେ ପଞ୍ଜାବ ଯୋଜନା ବୋର୍ଡରେ ନିଯୁକ୍ତ କରିଥିଲା। ରାଜେନ୍ଦ୍ର ଗୁପ୍ତା ସେହି ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ଏବେ ରାଜ୍ୟସଭାକୁ ନିର୍ବାଚିତ ହେବେ, ଲୁଧିଆନା ପଶ୍ଚିମ ଉପନିର୍ବାଚନରେ ​​ସଞ୍ଜୀବ ଆରୋରା ବିଜୟ ହେବା ପରେ ରାଜ୍ୟସଭା ଆସନ […]

Read More Text.
୧

କୋଚିଂ ସେଣ୍ଟରରେ ବିସ୍ଫୋରଣ: ୨ ଛାତ୍ର ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫାରୁଖାବାଦରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏକ କୋଚିଂ ସେଣ୍ଟରରେ କ୍ଲାସ ଚାଲିଥିବା ସମୟରେ ବିସ୍ଫୋରଣ ଘଟି ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି, ଯେତେବେଳେ ଜଣେ ଛାତ୍ରୀଙ୍କ ସମେତ ଅନ୍ୟ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣର ଶବ୍ଦ ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା | ମିଳିଥିବା ସୂଚନା ମୁତାବକ ସାତାନପୁର ମଣ୍ଡି ରୋଡର କଟିଆର କୋଲ୍ଡ ଷ୍ଟୋରେଜ୍ ନିକଟରେ ଥିବା ସନ୍ କ୍ଲାସେସ୍ କୋଚିଂ ସେଣ୍ଟରରେ ଆଜି ଅପରାହ୍ନ […]

Read More Text.
P2qgxlzrbz46yqnl4hlq

ନକ୍ସଲବାଦୀଙ୍କୁ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବାକୁ ପଡ଼ିବ: ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଛତିଶଗଡ଼ ଗସ୍ତ କରିଥିଲେ। ବସ୍ତରରେ, ସେ ମା’ ଦନ୍ତେଶ୍ୱରୀ ମନ୍ଦିର ପରିଦର୍ଶନ କରିଥିଲେ। ତା’ପରେ ସେ ବସ୍ତର ଜିଲ୍ଲାର ମୁଖ୍ୟାଳୟ ଜଗଦଲପୁରରେ ବସ୍ତର ଦଶହରା ଲୋକ ମହୋତ୍ସବ ଏବଂ ସ୍ୱଦେଶୀ ମେଳାକୁ ସମ୍ବୋଧିତ କରିଥିଲେ, ଯେଉଁଠାରେ ସେ ନକ୍ସଲମାନଙ୍କୁ ଶେଷ ଚେତାବନୀ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଅମିତ ଶାହ ସ୍ପଷ୍ଟ କରିଥିଲେ ଯେ ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ। ସେ ଏହା […]

Read More Text.
Sanae takaichi 1 1068x601

ଜାପାନ ରାଜନୀତି ଇତିହାସରେ ପ୍ରଥମ, ଜଣେ ମହିଳା ନେତ୍ରୀ ହୋଇପାରନ୍ତି ପ୍ରଧାନମନ୍ତ୍ରୀ

ଜାପାନ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଜାପାନର ଶାସକ ଲିବରାଲ ଡେମୋକ୍ରାଟିକ୍ ପାର୍ଟି ବା LDP ସାନାଏ ତାକାଇଚିଙ୍କୁ ନୂତନ ନେତା ଭାବରେ ମନୋନୀତ କରିଛି । ଯଦ୍ବାରା ସେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ଆଶା କରାଯାଉଛି । ଏପରିକି ଦେଶର ଇତିହାସରେ ପ୍ରଥମ ମହିଳା ଭାବରେ ନେତୃତ୍ୱ ନେବେ । ଶନିବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜୁନିଚିରୋ କୋଇଜୁମିଙ୍କ ପୁଅ ସିଞ୍ଜିରୋ କୋଇଜୁମିଙ୍କୁ ତାକାଇଚି ପରାସ୍ତ […]

Read More Text.
1573657162supreme court of india 1068x634

ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ମାମଲା ପରିଚାଳନା: ପ୍ୟାନେଲରେ ୧୮ ଓଡ଼ିଆ ଆଇନଜୀବୀ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା ସରକାରଙ୍କ ମାମଲା ପରିଚାଳନା ପାଇଁ ୬୯ ଜଣ ଆଇନଜୀବୀ ପ୍ୟାନେଲଭୁକ୍ତ ହୋଇଛନ୍ତି । ଏଥିରେ ୧୮ ଓଡ଼ିଆ ଆଇନଜୀବୀ ଅଛନ୍ତି । ରାଜ୍ୟରେ ମୋହନ ଚରଣ ମାଝୀ ସରକାର ଗଠନର ୧୬ ମାସ ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା ସରକାରଙ୍କ ଆଇନଜୀବୀ ପ୍ୟାନେଲ ପୁନର୍ଗଠିତ ହୋଇଛି । ବରିଷ୍ଠ ଆଇନଜୀବୀ ତାଲିକାରେ ୨୧ ଜଣ, ଆଡ଼ଭୋକେଟ ଅନ ରେକର୍ଡ ତାଲିକାରେ ୨୮ ଜଣ ଏବଂ ଆର୍ଗୁଇିଂ କାଉନସେଲ ତାଲିକାରେ ୨୦ ଜଣ […]

Read More Text.
Netanyahu trump

ଖୁବଶୀଘ୍ର ଶେଷ ହେବ ଗାଜା ଯୁଦ୍ଧ: ଶାନ୍ତି ପ୍ରସ୍ତାବରେ ହମାସର ସହମତି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଶାନ୍ତି ପ୍ରସ୍ତାବରେ ସହମତି ପ୍ରକାଶ କରିଛି ହମାସ । ବନ୍ଧକ ରଖିଥିବା ଇସ୍ରାଏଲି ନାଗରିକଙ୍କୁ ଛଡାଯିବ ଏବଂ ଗାଜା ଷ୍ଟ୍ରିପର ଶାସନ ଡୋରକୁ ଏକ ସ୍ୱାଧୀନ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବା ନେଇ ସକାରାକ୍ରମ ଭାବନା ପ୍ରକାଶ କରିଛି ହମାସ । ଏହାପରେ ଘାମାଘୋଟ ଯୁଦ୍ଧରେ ରୋକ ଲାଗିବ ବୋଲି ଆଶା କରାଯାଉଛି । ହମାସ ପକ୍ଷରୁ ଡୋନାଲ୍ଡ ଟ୍ରମ୍ପଙ୍କ ୨୦ସୂତ୍ରୀ ଯୋଜନା ଉପରେ ସରକାରୀ ପ୍ରତିକ୍ରିୟା ଜାରି କରାଯାଇଛି […]

Read More Text.