ମାଉଣ୍ଟ ଏଭରେଷ୍ଟରେ ତୁଷାରପାତ, ଫସିଲେ ୧୦୦୦ରୁ ଅଧିକ ପର୍ବତାରୋହୀ
ବେଜିଂ : ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟରେ ତୁଷାରପାତ ଯୋଗୁଁ ୧୦୦୦ ରୁ ଅଧିକ ପର୍ବତାରୋହୀ ଫସି ରହିଛନ୍ତି । ସେମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏପର୍ଯ୍ୟନ୍ତ ୩୫୦ ପର୍ବତାରୋହୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଖବର ମୁତାବକ, ପ୍ରବଳ ତୁଷାରପାତ ଯୋଗୁଁ ଏଭରେଷ୍ଟର ତିବ୍ଦତୀୟ ଅଂଶରେ ପ୍ରାୟ ୧୦୦୦ ରୁ ଅଧିକ ପର୍ବତାରୋହୀୟ ଫସିଥିଲେ । ସେମାନଙ୍କ ମଧ୍ୟରୁ କେବଳ ୨୦୦ ପର୍ବତାରୋହୀ ଉଦ୍ଧାରକାରୀ ଦଳ ସହିତ ଯୋଗାଯୋଗରେ ରହିଛନ୍ତି […]
Read More Text.