କେନ୍ଦ୍ର ସରକାରଙ୍କ ନୂଆ IAS/IPS କ୍ୟାଡର ବଣ୍ଟନ ନୀତି ଜାରି
ଭୁବନେଶ୍ବର: ବଦଳିଲା IAS/IPS କ୍ୟାଡର ନିୟମ । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଛି ନୂଆ IAS/IPS କ୍ୟାଡର ବଣ୍ଟନ ନୀତି । ଏହି ନୂତନ ନୀତି ପୂର୍ବରୁ ପ୍ରଚଳିତ ନିୟମଗୁଡ଼ିକୁ ହଟାଇ ୨୦୨୬ ମସିହାର ସିଭିଲ୍ ସର୍ଭିସ ପରୀକ୍ଷା (CSE-2026) ଠାରୁ କାର୍ଯ୍ୟକାରୀ ହେବ । ପ୍ରତିବର୍ଷ ଜାନୁଆରୀ ୧ ସୁଦ୍ଧା କ୍ୟାଡର ନିୟନ୍ତ୍ରଣ କରୁଥିବା ବିଭାଗଗୁଡ଼ିକ ଖାଲିଥିବା ପଦବୀର ତାଲିକା ପ୍ରସ୍ତୁତ କରିବେ । ଏହି ପଦବୀଗୁଡ଼ିକ ଅଣସଂରକ୍ଷିତ , SC, ST, OBC ଏବଂ […]
Read More Text.