୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ: ୬ ଦଳ ଖେଳିବେ

ନୂଆଦିଲ୍ଲୀ: ତିନି ବର୍ଷ ପରେ ହେବାକୁଥିବା ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଫେରିବାକୁ ଯାଉଛି। ଏବେ କିଛି ନୂତନ ନିୟମ ମଧ୍ୟ ଆସିଛି। କେବଳ ୬ଟି ଦଳ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ। ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି କାରଣ ୧୨୮ ବର୍ଷ ପରେ ଏଥିରେ କ୍ରିକେଟ୍ ପୁନରାଗମନ କରିବାକୁ ଯାଉଛି। କ୍ରିକେଟ ଖେଳ ଶେଷ ଥର ପାଇଁ ୧୯୦୦ ମସିହାରେ ଅଲିମ୍ପିକ୍ସରେ ସାମିଲ ହୋଇଥିଲା। ୨୦୨୮ ଅଲିମ୍ପିକ୍ସର ଆୟୋଜକମାନେ ନିଶ୍ଚିତ […]

Read More Text.

ରାତ୍ର କାଳୀନ ମଙ୍ଗୁଲି କପ କ୍ରିକେଟ ଟୁର୍ନାମେଣ୍ଟ, ଦେବତାଗଢିଆ ଚମ୍ପିୟାନ

ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂ ପଂଚାୟତ ମଙ୍ଗୁଲି ଠାରେ ଅଷ୍ଟମ ତମ ରାତ୍ର କାଳୀନ ମଙ୍ଗୁଲି କପ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମ୍ୟାଚରେ ମଙ୍ଗୁଲିକୁ ହରାଇ ଦେବତାଗଢିଆ ଚମ୍ପିୟାନ ହୋଇଛି । ମୁଖ୍ୟ ଅତିଥିଭାବେ ମଙ୍ଗୁଲି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମାକାନ୍ତ ରାଉତ,ଶିକ୍ଷୟତ୍ରୀ ବିଦ୍ୟୁତପ୍ରଭା ମଲ୍ଲିକ ଯୋଗଦେଇ ଏହି କ୍ରିକେଟ ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ । ଏଥିରେ ୮ଗୋଟି ଟିମ ଯୋଗଦେଇଥିଲେ । ଫାଇନାଲ ମ୍ୟାଚ ମଙ୍ଗୁଲି ଓ ଦେବତାଗଢିଆ ମଧ୍ୟରେ ଅନୁଷ୍ଠିତ […]

Read More Text.

ରାଜ୍ୟ ସ୍ତରୀୟ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଜିଲ୍ଲା ଦଳ ପାଇଁ ଚୟନ ଶିବିର ୧୩ ଓ ୧୪ ତାରିଖରେ 

ବାରିପଦା : ରାଜ୍ୟ ସ୍ତରୀୟ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅବସରରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଜିଲ୍ଲା ଦଳ ପାଇଁ ଚୟନ ଶିବିର ଚଳିତ ମାସ ୧୩ ଓ ୧୪ ତାରିଖ ଦିନ ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ଇଛୁକ ଖେଳାଳି ବାରିପଦା ଷ୍ଟାଡିୟମ ଅଫିସରେ ୧୧ ଓ ୧୨ ତାରିଖ ମଧ୍ୟରେ ନିଜ ନିଜର ଆଧାର କାର୍ଡ ଓ ପାସପୋର୍ଟ ଫୋଟୋ ଦାଖଲ କରି ନିଜର […]

Read More Text.

ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କପ ୧୫ ବର୍ଷରୁ କମ ଆନ୍ତଃ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଶାନ୍ତିନିକେତନ ଫୁଟବଲ କ୍ଲୁବ ଓ ଡ୍ରାଗନ ଯୁବକ ସଂଘ ବିଜୟୀ 

ବାରିପଦା  : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ତଥା ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଏସୋସିଏସନ, ଓଡିଶାର ସହଯୋଗରେ ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟ – ” ମୁଖ୍ୟମନ୍ତ୍ରୀ କପ ” ର ୩ୟ ଦିନର ୧ମ ମ୍ୟାଚରେ ଶାନ୍ତିନିକେତନ ଫୁଟବଲ କ୍ଲବ ରଘୁନାଥ ଏମ ଜି ସି କ୍ଲବକୁ ୧- ୦ ଗୋଲରେ […]

Read More Text.

ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଆନ୍ତଃ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିନ

ବାରିପଦା – ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ତଥା ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଏସୋସିଏସନ, ଓଡିଶାର ସହଯୋଗରେ ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟ – ” ମୁଖ୍ୟମନ୍ତ୍ରୀ କପ ” ର ୨ୟ ଦିନର ୧ମ ମ୍ୟାଚ ଖେରୱାଲ ଜୁମିଦ ଫୁଟବଲ କ୍ଲବ ଓ ଶିମିଳିପାଳ ସ୍ପୋର୍ଟସ ଫୁଟବଲ କ୍ଲବ ମଧ୍ୟରେ ହୋଇଥିଲା I […]

Read More Text.

୧ମ ବାର୍ଷିକ ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିନର ଖେଳ

ବାରିପଦା – ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ୧ମ ବାର୍ଷିକ ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିନର ୧ମ ମ୍ୟାଚରେ ସ୍ପୋର୍ଟସ ହଷ୍ଟେଲ ଜାମ୍ବିରଡିହା ଫୁଟବଲ କ୍ଲବ କୁ ଟାଇ ବ୍ରେକର ଜରିଆରେ ୫- ୪ ଗୋଲରେ ପରାସ୍ତ କରିଥିବା ବେଳେ ୨ୟ ମ୍ୟାଚରେ ବରକନ୍ଦ ଦଳ ଲକ୍ଷ୍ମୀପୋଷି ଦଳକୁ ୪- ୦ ଗୋଲରେ ପରାସ୍ତ କରିଥିଲା ଏବଂ ତୃତୀୟ ମ୍ୟାଚରେ କିଷାନ ବ୍ରଦର୍ସ ଏମ ପି ଏକାଡେମୀକୁ ୩- ୧ […]

Read More Text.

ଆଜିଠୁ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପ, ଉଦଘାଟନ କଲେ ପୋଲିସ ଡିଜି ୱାଇବି ଖୁରାନିଆ

ଭୁବନେଶ୍ୱର :  ଆଜିଠୁ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପ୍ ।  ୭୩ ତମ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପକୁ ଉଦଘାଟିତ କଲେ ପୋଲିସ ଡିଜି ୱାଇବି ଖୁରାନିଆ ।  ଏପ୍ରିଲ ୧୫ ଯାଏଁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ଦେଶର ବିଭିନ୍ନ ରାଜ୍ୟରୁ ପୋଲିସ ହକି ଟିମ୍ ମ୍ୟାଚ ଖେଳିବେ । ଉଭୟ ପୁରୁଷ ଓ ମହିଳା ପୋଲିସ ଅଧିକାରୀମାନେ ଅଂଶଗ୍ରହଣ କରିବେ ।  ଭାଗ ନେଉଛନ୍ତି ୨୬ ପୁରୁଷ ଟିମ୍ ଓ ୯ […]

Read More Text.

୧୬ ଓ ୧୯ ବର୍ଷରୁ କମ ଜୁନିୟର ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ୨୮ ରୁ ୦୩ ତାରିଖ ମଧ୍ୟରେ ନାମ ପଞ୍ଜିକରଣ

ବାରିପଦା : ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ୧୬ ଓ ୧୯ ବର୍ଷରୁ କମ ଓ ସି ଏ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଯାଉଅଛି ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସଙ୍କ ସୂତ୍ରରୁ ପ୍ରକାଶ I ଏଥିପାଇଁ ଇଛୁକ ଖେଳାଳି ମାନେ ଚଳିତ ମାସ ୨୮ ତାରିଖରୁ ଏପ୍ରିଲ ୩ ତାରିଖ ମଧ୍ୟରେ ବାରିପଦା ଷ୍ଟାଡିୟମ ଅଫିସରେ ନିଜ ନିଜର ନାମ ପଞ୍ଜିକରଣ କରିପାରିବେ I […]

Read More Text.

ଆଇପିଏଲ ୨୦୨୫ ପୂର୍ବରୁ ନିୟମରେ ପରିବର୍ତ୍ତନ କଲା ବିସିସିଆଇ

ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ୨୦୨୫ ପୂର୍ବରୁ ବିସିସିଆଇ କେତେକ ପରିବର୍ତ୍ତନ କରିଛି। ଗୁରୁବାର ମୁମ୍ବାଇରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରି-ସିଜନ ବୈଠକରେ ସମସ୍ତ ୧୦ ଅଧିନାୟକ ଏବଂ ଟିମ୍ ମ୍ୟାନେଜରଙ୍କୁ ଭେଟି କ୍ରିକେଟ୍ ବଲରେ ଲାଳ ବ୍ୟବହାରକୁ ପ୍ରତ୍ୟାହାର କରିବା ଏବଂ ସନ୍ଧ୍ୟା ମ୍ୟାଚ୍ ସମୟରେ ଦ୍ୱିତୀୟ ଇନିଂସରେ ଦ୍ବିତୀୟ ନୂଆ ବଲ୍ ପ୍ରଚଳନ କରିବାକୁ ସୂଚନା ଦେଇଛନ୍ତି। ଭାରତର ଦ୍ରୁତ ବୋଲର ମହମ୍ମଦ ସାମି ଡେଥ୍ ଓଭରରେ ବୋଲରଙ୍କ କ୍ରୋଧକୁ ନେଇ ଚିନ୍ତା […]

Read More Text.

ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରି ୮୫୫କୋଟିର କ୍ଷତି ସହିଲା ପିସିବି

ନୂଆଦିଲ୍ଲୀ: ଆୟୋଜକ ହୋଇ କ୍ଷତି ସହିଲା ପାକିସ୍ତାନ। ଲାଭ ଆଶା ରଖି ସହିଲା କ୍ଷତି। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ବହୁତ ଆଶା ଏବଂ ବଡ଼ ସ୍ୱପ୍ନ ସହିତ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ କରିଥିଲା। କିନ୍ତୁ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁଦେଶ ଦୁଇଗୁଣ କ୍ଷତି ସହିଛି। ପ୍ରଥମତଃ, ଆୟୋଜକ ପାକିସ୍ତାନୀ ଦଳ ତିନୋଟି ମ୍ୟାଚରୁ ଦୁଇଟିରେ ପରାସ୍ତ ହୋଇ ନକଆଉଟ୍ ରାଉଣ୍ଡରେ ପହଞ୍ଚିପାରିନଥିଲା। ଏହି ଦୁଃଖରୁ ଦଳ ବାହାରିପାରିନଥିବା ବେଳେ ଏବେ ପିସିବି କୋଟି କୋଟି ଟଙ୍କାର […]

Read More Text.