3

ଓଡ଼ିଆ ସାହିତ୍ୟ ଜଗତର ନିରଳସ ସାରସ୍ବତ ସାଧକଥିଲେ ଡ. ସାତକଡ଼ି ହୋତା

ଭୁବନେଶ୍ୱର (୧୭।୨): ଓଡ଼ିଆ ସାହିତ୍ୟ ଜଗତର ଜଣେ ଅଜାତଶତ୍ରୁ ତଥା ନିରଳସ ସାରସ୍ବତ ସାଧକ ଭାବେ ଡ. ସାତକଡ଼ି ହୋତା ସର୍ବଦା ସ୍ମରଣୀୟ ହୋଇ ରହିବେ। ନିଜର ପ୍ରାରମ୍ଭିକ ଜୀବନରେ ନାନା ଘାତପ୍ରତିଘାତ ଓ ଦୁଃଖକଷ୍ଟ ସହି ସେ ପରବର୍ତ୍ତୀ ସମୟରେ ଭାରତୀୟ ରେଳବାଇର ସର୍ବୋଚ୍ଚ ପଦବୀ ମଣ୍ଡନ କରିଥିଲେ ହେଁ ସାହିତ୍ୟ ସାଧନାରୁ କେବେ ହେଲେ ବିଚ୍ୟୁତ ହୋଇନଥିଲେ। ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ୨୫ଟି କାଳଜୟୀ ଉପନ୍ୟାସ ସହିତ ଶହ ଶହ ଗଳ୍ପ ଓ ପ୍ରବନ୍ଧ […]

Read More Text.
6

ସାରଳା ସାହିତ୍ୟ ଓଡ଼ିଆ ଜାତିର ‘ଜୀବନ ବେଦ’ :  ଶୂଦ୍ରମୁନି ଆଦିକବି ଶାରଳା ଦାସଙ୍କ ପୂଣ୍ୟ ତିଥି ପାଳିତ

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟର ପ୍ରାଣପ୍ରତିଷ୍ଠାତା, ଶୂଦ୍ରମୁନି ଆଦିକବି ଶାରଳା ଦାସଙ୍କ ପବିତ୍ର ପୂଣ୍ୟ ତିଥି ଅବସରରେ ଏକ ଭବ୍ୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ‘ଆଦିକବି ସାରଳା ଦାସ ବିକାଶ ପରିଷଦ, ଓଡ଼ିଶା’ ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚିକିତ୍ସକ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ପର୍ଶୁରାମ ଦ୍ବିବେଦୀ ଯୋଗଦେଇଥିବା ବେଳେ ବରିଷ୍ଠ ଲେଖକ ମନୋଜ କୁମାର ମହାପାତ୍ର ମୁଖ୍ୟ ଅତିଥି ଏବଂ […]

Read More Text.
IMG 20260112 WA0229

ଧାରଣୀୟ ଜୀବନଶୈଳୀ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ 

ବାରିପଦା : ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅଧିନସ୍ଥ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଯୋଜନା ଅନ୍ତର୍ଭୁକ୍ତ ତଥା ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅଧିନସ୍ଥ ପରିବେଶ ଶିକ୍ଷଣ  କେନ୍ଦ୍ର (ସି. ଇ. ଏସ ), ଭୂବନେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସହାଭାଗିତାରେ ବାରିପଦାସ୍ଥିତ ମହାରାଣୀ ପ୍ରେମ କୁମାରୀ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ “ଧାରଣୀୟ ଜୀବନ ଶୈଳୀ ସମ୍ପର୍କିତ ” ୭ ଟି […]

Read More Text.
IMG 20260112 WA0150

ଜାତୀୟ ଯୁବ ଦିବସ ପାଳନ ଅବସରରେ “ବନ୍ଦେ ମାତରମ”ର ସମୂହ ଗାନ

ବାରିପଦା : ୭ ନଭେମ୍ବର ୨୦୨୫ ଠାରୁ ୭ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ବର୍ଷ ବ୍ୟାପୀ,ଭାରତର ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ ର  ୧୫୦ତମ ବାର୍ଷିକୀ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ ତଥା ଜାତୀୟ ଯୁବ ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ଗୀତ ” ବନ୍ଦେ ମାତରମ”ର […]

Read More Text.

ମୁଖାଗ୍ନି ଦେଇ ବାପାଙ୍କ ଶେଷ ଇଚ୍ଛା କଲେ ପୂରଣ କଲେ ଝିଅ

ନବରଙ୍ଗପୁର: ବାପାଙ୍କୁ ମୁଖାଗ୍ନି ଦେଲେ ଝିଅ । ଶ୍ମଶାନରେ ମୁଖାଗ୍ନି ଦେଇ ବାପାଙ୍କ ଶେଷ ଇଚ୍ଛା ପୂରଣ କଲେ। ନବରଙ୍ଗପୁର ଜିଲ୍ଲାର ବିଜେପି ଦଳର ପ୍ରତିଷ୍ଠାତା ଗଙ୍ଗାଧର ସାମନ୍ତରାୟଙ୍କ ମୃତ୍ୟୁ ପରେ ଝିଅ ସ୍ବାଗତିକା ସାମନ୍ତରାୟ ମୁଖାଗ୍ନି ଦେଇ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ବଡ଼ ବଡ଼ ସହରରେ ଏହା ଏକ ସାଧାରଣ ଦୃଶ୍ୟ ହୋଇଥିଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ଦୃଶ୍ୟ ବହୁତ କମ୍ ଦେଖିବାକୁ ମିଳିଥାଏ । ସମାଜର ପ୍ରତ୍ୟାଖନ ଭୟରେ […]

Read More Text.
Image 2026 01 12T120055.044

ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍‌ ଗାନ କଲେ ଛାତ୍ରଛାତ୍ରୀ-ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ବର: ଆଜି ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସାମୂହିକ ବନ୍ଦେ ମାତରମ୍ ଗାନ କରାଯାଇଛି । ‘ବନ୍ଦେ ମାତରମ୍‌’ର ୧୫୦ତମ ବାର୍ଷିକୀ ଅବସରରେ ସାମୂହିକ ଭାବେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଗାନ କରିଛନ୍ତି । ଛାତ୍ରଛାତ୍ରୀ ବନ୍ଦେ ମାତରମ୍ ଗାନ କରିବା ସହ ଆତ୍ମନିର୍ଭର ଭାରତ ସ୍ବଦେଶୀ ସଙ୍କଳ୍ପ ପାଠ କରିଛନ୍ତି । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା […]

Read More Text.
Img 20250528 wa0200

ଜୁନ ୨ ରେ ଶହୀଦ ଭାବନରେ ମଞ୍ଚସ୍ଥ ହେବ ନାଟକ “ମହାକବି କାଳିଦାସ”

ବାରିପଦା : ଆସନ୍ତା ଜୁନ ମାସ ୨ ତାରିଖ ଦିନ ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ରାଉରକେଲାର ପ୍ରତିଷ୍ଠିତ ନାଟ୍ୟସଂସ୍ଥା ସମ୍ପର୍କ ପରିବେଷଣ କରିବେ ନାଟକ “ମହାକବି କାଳିଦାସ” I ନାଟ୍ୟକାର ହରିଶ୍ଚନ୍ଦ୍ର ବେହେରାଙ୍କ ରଚିତ ନାଟକଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଭାସ୍କର ଚନ୍ଦ୍ର ମହାପାତ୍ର I ବିଗତ କିଛି ମାସ ଧରି ବାରିପଦାର ବିଭିନ୍ନ ନାଟ୍ୟସଂସ୍ଥା ଶହୀଦ ଭବନରେ ନାଟକ ମଞ୍ଚସ୍ଥ କରି ଦର୍ଶକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି I ସେହି ଧାରାରେ ନାଟକ ଦେଖିବା ସହ କଳାକାରଙ୍କୁ […]

Read More Text.
Ewr

ଲୋକଙ୍କ ମନ ମୋହୁଛି ଓଡ଼ିଆ ଚଳଚିତ୍ର “ତୁମେ ନଥିଲେ”

ବାରିପଦା : ଅଂଶୁମାନ ପ୍ରଡକସନ୍ ତଥା  ଚିନ୍ମୟ ଦାସ ପଟ୍ଟନାୟକଙ୍କ ରଚିତ ଓ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ” ତୁମେ ନଥିଲେ ” ଏବେ ବେଶ୍ ଲୋକପ୍ରିୟତା ହାସଲ କରି ମୟୁରଭଞ୍ଜର ଏକମାତ୍ର ସିନେମା ହଲ୍ ରକ୍ସିରେ ପୂର୍ଣ୍ଣ ପ୍ରେକ୍ଷାଳୟରେ  ଆଗେଇ ଚାଲିଛି । ନିଚ୍ଛକ ପାରିବାରିକ ତଥା ପ୍ରେମ ଆବେଗଭରା ମୌଳିକ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟିର  ପ୍ରତ୍ୟେକଟି କଳାକାରଙ୍କର ଅଭିନୟ ଅତି ସାବଲୀଳ ଥିବାବେଳେ ନାୟକ ମଣ୍ଟୁ (ଶୁଭାଶିଷ ଶର୍ମା), ନାୟିକା ଗୁଡ୍ଡି […]

Read More Text.

ସମୟ ଚକ୍ରରେ ହଜିଯାଇଛି ସବାରୀ-ପାଲିଙ୍କି, ଆଉ ଶୁଭୁନି ‘ହାକୁମ୍ ଧାବଲ ହୁକୁମ୍ ଭାଇ’ ଡ଼ାକ

ଆଗରପଡ଼ା :ଆଧୁନିକ ଯୁଗରେ ଆଧୁନିକ ପରମ୍ପରାକୁ ଆପଣେଇବା ଇଚ୍ଚାରେ ମନୁଷ୍ୟ କ୍ରମଶଃ ଭୁଲି ଯାଇଛି ତାର ପରମ୍ପରା,ଚାଲିଚଳନ ଓ ସାମାଜିକ ବ୍ୟବସ୍ଥାକୁ । ସେହି ବ୍ୟବସ୍ଥା ଭିତରେ ହଜିଯାଇଛି ଓଡ଼ିଆ ଘରର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା “ସବାରୀ-ପାଲିଙ୍କି”ା ଆଉ ଶୁଭୁ ନାହିଁ “ହାକୁମ୍ ଧାବଲ ହୁକୁମ୍ ଭାଇ” “ଆଗରେ ଘାଇ ଧିରେ ଚାଲେ ଭାଇ”ଡ଼ାକ । ଇତିହାସ ପୃଷ୍ଠାରେ ମନୁଷ୍ୟ କୃତ ଏହି ସବାରୀ-ପାଲିଙ୍କିର ପ୍ରଚଳନ କେବେ ହୋଇଥିଲା ଲିପିବଦ୍ଧ ନହୋଇଥିଲେ ମଧ୍ୟ ଏହା ଓଡ଼ିଆ […]

Read More Text.