Dead

ଛୁଆ ଚୋରି ସନ୍ଦେହେରେ ଯୁବକକୁ ପିଟିପିଟି ମାରିଦେଲେ

ବାରିପଦା: ଏବେ ଚାରିଆଡ଼େ ଶୁଣିବାକୁ ମିଳୁଅଛି ଛୁଆଚୋରି ଗୁଜବ l ବିଗତ କିଛିଦିନ ତଳେ ବାରିପଦା ସହରରେ ଘର ସମ୍ମୁଖରୁ ତିନି ଜଣ ଯୁବକ ଜଣେ ପିଲାକୁ ଉଠାଇ ନେଉଥିବାର ଦୃଶ୍ୟର ଭିଡିଓ ସବୁଆଡେ ଭାଇରାଲ ହେବାପରେ ଲୋକମାନଙ୍କ ଭିତରେ ଆତଙ୍କ ଦେଖାଦେଇଛି l କିନ୍ତୁ ପିଲାଚୋର ଏକ ଗୁଜବ ବୋଲି ସବୁବେଳେ କୁହାଯାଉଅଛି l ଏହି ଗୁଜବ ଘଟଣାରେ ଆଜି ଜଣେ ଯୁବକ ର ଜୀବନହାନୀ ହୋଇଅଛି l ଏହିଭଳି ଏକ ଛୁଆଚୋରି ଘଟଣା ସନ୍ଦେହ […]

Read More Text.
IMG 20260112 WA0217

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ

ବାରିପଦା:  ଆଜି ଏକ ନାବାଳିକା ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ  ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ  ଅଭିଯୁକ୍ତ କୁ 6 ପୋକ୍ସ ଆକ୍ଟ 2012 ଅନୁଯାୟୀ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ  ଦଣ୍ଡିତ କରିଛନ୍ତି l ଅଭିଯୁକ୍ତ ଜଣକ ହେଲା ମୟୁରଭଞ୍ଜ […]

Read More Text.
Vijay1

କରୁର ଦଳାଚକଟା ଘଟଣା: ସିବିଆଇ ଅଫିସ୍‌ରେ ଥଲାପତି ବିଜୟ

ନୂଆଦିଲ୍ଲୀ : ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ଟିଭିକେ ମୁଖ୍ୟ ଥଲାପତି ବିଜୟ। ଅଭିନେତାରୁ ନେତା ପାଲଟିଥିବା ବିଜୟ ସିବିଆଇ ଅଫିସ୍‌ରେ ହାଜର ହୋଇଛନ୍ତି। କରୁର ଦଳାଚକଟା ଘଟଣାକୁ ନେଇ ସିବିଆଇ ବିଜୟଙ୍କୁ ଜେରା କରୁଛି। ୪ ମାସ ତଳେ ତାମିଲନାଡ଼ୁ କରୁରରେ ବିଜୟଙ୍କ ରାଜନୈତିକ ରାଲି ବେଳେ ଦଳାଚକଟା ହୋଇଥିଲା । ଏଥିରେ ୪୧ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ରାଲି ପାଇଁ ବିଜୟଙ୍କ ପାର୍ଟିର ଯୋଜନା ଏବଂ କାର୍ଯ୍ୟକାରିତା ସମ୍ପର୍କରେ ପଚରାଉଚରା କରାଯାଇଛି। ଅଧିକାରୀମାନେ କହିଛନ୍ତି […]

Read More Text.
Arrested 1 1536x864 1 300x169

କୁଖ୍ୟାତ ଛିନତାଇ ଚୋର ଶଙ୍କରକୁ ଗିରଫ କଲା କମିଶନରେଟ ପୁଲିସ

ଭୁବନେଶ୍ୱର: କମିଶନରେଟ ପୁଲିସ ହାତରେ ଧରା ପଡିଲା କୁଖ୍ୟାତ ଛିନତାଇ ଚୋର ଶଙ୍କର ରେଡ୍ଡୀ । ଶଙ୍କରକୁ ଗିରଫ କଲା ନୟାପଲ୍ଲୀ ଥାନା ପୁଲିସ । ଭୁବନେଶ୍ୱର ସହରର କୁଖ୍ୟାତ ଛିନତାଇ ଚୋରା ଶଙ୍କର ରେଡ୍ଡୀ ଗିରଫ । ଶଙ୍କର ସହ ତା’ର ସହଯୋଗୀ କୁନାଲ ମଧ୍ୟ ଗିରଫ ହୋଇଛି । ଉଭୟଙ୍କୁ ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଛି । ଘଟଣା ଅନୁସାରେ ରାଜଧାନୀରେ ଆୟୋଜିତ ପୁଷ୍ପ ପ୍ରଦର୍ଶନୀରେ ଜଣେ ମହିଳାଙ୍କ ଫୋନ ଚୋରି କରିଥିଲା […]

Read More Text.
Accident 3 1 300x169

ସ୍କୁଟିକୁ ଧକ୍କା ଦେଲା ବସ, ଚାଲିଗଲା ଦୁଇ ସହକର୍ମୀଙ୍କ ଜୀବନ

ବ୍ରହ୍ମପୁର : ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ସହକର୍ମୀଙ୍କ ଜୀବନ । ସ୍କୁଟିରେ ବ୍ରହ୍ମପୁର ଆଡକୁ ଆସୁଥିବା ବେଳେ ଏକ ଯାତ୍ରୀବାହୀ ବସ ସମ୍ମୁଖରୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଦୁଇ ସହକର୍ମୀଙ୍କ ମୃତ୍ୟୁ ହୋଇଛି । ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରିବା ସହ ବସକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଉଭୟ ଗୋଟିଏ କମ୍ପାନୀରେ କାମ କରନ୍ତି । ମୃତକ ପୁରୁଷ […]

Read More Text.
Images (1)

ନିଷିଦ୍ଧାଞ୍ଚଳରୁ ମାଛ ଧରା ବୋଟ ଜବତ, ୭ ମତ୍ସ୍ୟଜୀବୀ ଗିରଫ

ମହାକାଳପଡ଼ା : ନିଷିଦ୍ଧାଞ୍ଚଳରୁ ମାଛ ଧରା ବୋଟ ସହ ୭ ମତ୍ସ୍ୟଜୀବୀ ଗିରଫ। କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ଅଭୟରଣ୍ୟ ଗଭୀର ସମୁଦ୍ରରେ ଏକ କୁଳିଆ ମୁହାଁଣ ନିଷିଦ୍ଧଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବା ମାଆ ବlସୁଳେଇ -୨ ନାମକ ବୋଟ ସହ ୭ ଜଣ ମତ୍ସଜୀବୀଙ୍କୁ ଗିରଫ କରିଛି ଶାସନିପେଟା ବନବିଭାଗ । କଇଁଛ ସୁରକ୍ଷା ପାଁଇ ବନ ବିଭାଗର ପାଟ୍ରୋଲିଂ ବେଳେ ସେମାନେ ଧରାପଡିଛନ୍ତି । ବେଆଇନ ବୋଟ ଧରାଯିବା ସହ ୫୦ କିଲୋ ମାଛ, ଜାଲ […]

Read More Text.
Dead body 300x173

ଚିକିତ୍ସାରେ ଅବହେଳା ଯୋଗୁଁ ଚାଲିଗଲା ପ୍ରସୂତିଙ୍କ ଜୀବନ; ମେଡିକାଲରେ ଉତ୍ତେଜନା

ପୁରୀ: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ମୃତକ ହେଉଛନ୍ତି ପୁରୀ ସଦର ଶାସନ ଦାମୋଦରପୁର ଗାଁର ଗଙ୍ଗାଧର ପରିଡ଼ାଙ୍କ ଝିଅ ରୋଜାଲିନ ପରିଡ଼ା । ସେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ସଦର ମୁଖ୍ୟ ଚିକିତ୍ସାଳୟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ରୋଜାଲିନ କମ୍ମାପୁରର ମନୋରଞ୍ଜନ ସେନାପତିଙ୍କୁ ବିବାହ କରିଥିଲେ । ସେମାନଙ୍କ ପୂର୍ବରୁ ଗୋଟିଏ କନ୍ୟା ସନ୍ତାନ ଅଛି। ସ୍ଵାମୀ […]

Read More Text.
Images

ପ୍ରଶ୍ନପତ୍ର ଲିକ ରୋକିବା ପାଇଁ ରାଜ୍ୟର ୨୧୧ ପରୀକ୍ଷା ହବରେ ଲଗାଯିବ AI କ୍ୟାମେରା

ଭୁବନେଶ୍ୱର : ପ୍ରଶ୍ନପତ୍ର ଲିକ ରୋକିବ AI କ୍ୟାମେରା  !  ଉଭୟ ପରୀକ୍ଷାର୍ଥୀ ଓ ପର୍ଯ୍ୟବେକ୍ଷକ ଉପରେ ନଜର ରଖିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।  ଯୁକ୍ତ ଦୁଇ ପରୀକ୍ଷାର ପ୍ରଶ୍ନପତ୍ର ଲିକ ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟବହାର କରିବ ଉତ୍କୃଷ୍ଟ AI କ୍ୟାମେରା । ରାଜ୍ୟର ୨୧୧ ପରୀକ୍ଷା ହବରେ ଏହାକୁ ଲଗାଯିବ ।  ନିଜ ପକ୍ଷରୁ ଏହି କାର୍ଯ୍ୟକ୍ରମ ଗ୍ରହଣ କରିବ ପରିଷଦ । ଏଥିପାଇଁ କଲେଜ ଇଣ୍ଟରନେଟ ଉପରେ ନିର୍ଭର […]

Read More Text.
Accident 3 1 300x169

ସଡକ ଦୁର୍ଘଟଣାରେ ଚାଲିଗଲା ୨ ଭାଇଙ୍କ ଜୀବନ

ଗୁଣୁପୁର : ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଲିମାମୋଡା ଗ୍ରାମ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମୁନା କିମ୍ବାକା ଏବଂ କୃଷ୍ଣ କିମ୍ବାକା ବୋଲି ଜଣାପଡ଼ିଛି। ସେମାନେ ଗୁଡାରି ବ୍ଲକର ନୀଳଗୁଡ଼ା ଗ୍ରାମର ବାସିନ୍ଦା। ସୂଚନା ଅନୁଯାୟୀ, ଦୁହେଁ କୌଣସି କାମରେ ଗୁଣୁପୁର ଯାଇ ଘରକୁ ଫେରୁଥିବା ସମୟରେ ନିୟନ୍ତ୍ରଣ ହରାଇବାରୁ ଲିମାମୋଡା ନିକଟରେ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା […]

Read More Text.
Kjuhgmk

Angul RI Caught Red-Handed: Tries to Toss Bribe Out Window, Vigilance Recovers Cash

Angul, 8/1 : In a dramatic turn of events at the Kiakata Revenue Inspector (RI) office today, Odisha Vigilance officials apprehended a Revenue Inspector while he was accepting a bribe of ₹6,000. The accused, identified as Surendra Kumar Dash, RI of Tusar RI Circle under Athamallik Tahasil, attempted to destroy the evidence by throwing the […]

Read More Text.