Srimandira

ଶ୍ରୀମନ୍ଦିର ସମ୍ପତ୍ତି ହସ୍ତାନ୍ତର ପ୍ରସଙ୍ଗ: ଗାଇଡଲାଇନ ଜାରି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତି ସମ୍ପର୍କିତ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଶ୍ରୀମନ୍ଦିର ସମ୍ପତ୍ତି ହସ୍ତାନ୍ତର ପାଇଁ ଗାଇଡଲାଇନ ଆଣିବାକୁ ଜାରି କଲେ ନିର୍ଦ୍ଦେଶନାମା ।  ପୁରୀ ଜଗନ୍ନାଥ ମନ୍ଦିରର ସମ୍ପତ୍ତିର ସୁରକ୍ଷା ଏବଂ ପରିଚାଳନା ସମ୍ପର୍କରେ  , ଓଡ଼ିଶା ହାଇକୋର୍ଟ ଓଡ଼ିଶା ସରକାରଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି, ଯେଉଁଥିରେ ମନ୍ଦିରର ସମ୍ପତ୍ତିର ବିକ୍ରୟ, ଲିଜ୍, ହସ୍ତାନ୍ତର ଏବଂ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ସ୍ପଷ୍ଟ ଏବଂ ବ୍ୟାପକ ନିର୍ଦ୍ଦେଶନାମା ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ […]

Read More Text.
Puri

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବଡମହାସ୍ନାନ

ପୁରୀ: ଶ୍ରୀମନ୍ଦିରରେ ରବିବାର ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ଭିତରକାଠ ନିକଟରେ ବାନ୍ତି ପଡ଼ିଥିବା ଦେଖିବାକୁ ମିଳିବା ପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଛି। ଏଥିପାଇଁ ଶ୍ରୀଜୀଉମାନଙ୍କ ଦର୍ଶନକୁ ୧ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଅବକାଶ ନୀତି ପରେ ବଡ଼ ମହାସ୍ନାନ ନୀତି ସମ୍ପନ୍ନ ହେବ। ଏହା ପରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Read More Text.

ଅପରେସନ ସିନ୍ଦୂର ପାକିସ୍ତାନ ପାଇଁ ଏକ ଶିକ୍ଷା ଥିଲା : ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତୀୟ ସେନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅପରେସନ ସିନ୍ଦୂର ସହିତ ଜଡିତ ଆଉ ଏକ ନୂଆ ଭିଡିଓ ସେୟାର କରିଛି। ଏହି ଭିଡିଓରେ ସେନାର ସୈନିକମାନେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରୁଥିବାର ଦେଖିବାକୁ ମିଳୁଛି। ଭାରତୀୟ ସେନା ଏହି ଭିଡିଓ ସେୟାର କରି ଉଲ୍ଲେଖ କରିଛି, ‘ଏସବୁ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଆରମ୍ଭ ହୋଇଥିଲା। ମନରେ କୌଣସି କ୍ରୋଧ ନଥିଲା, କ’ଣ ହାସଲ କରିବୁ, କ’ଣ ଲାଭ କରିବୁ ସେ […]

Read More Text.
Jy

ଆଇଏସ୍ଆଇର ତିନିଜଣ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ ଜ୍ୟୋତି

ନୂଆଦିଲ୍ଲୀ: ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମରେ ବିପୁଳ ଲୋକପ୍ରିୟତା ହାସଲ କରିଥିବା ଜ୍ୟୋତି ମାଲହୋତ୍ରା ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବଂ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ଦେଶର ସମ୍ବେଦନଶୀଳ ସୂଚନା ପ୍ରଦାନ କରିଥିବା ଅଭିଯୋଗରେ ହରିୟାଣାର ଜ୍ୟୋତି ଏବଂ ଅନ୍ୟ ୬ ଜଣଙ୍କୁ ପୁଲିସ ଗିରଫ କରିଛି। ତଦନ୍ତରୁ ଜଣାପଡ଼ିଛି ଜ୍ୟୋତି ତିନିଜଣ ଆଇଏସ୍ଆଇ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଥିବା ସହିତ ଏହି ତିନି ଜଣଙ୍କ ସହିତ ସେ ଖୁବ […]

Read More Text.
2 1747551098959

ଗଛରୁ CRPF ଯବାନଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ବଲାଙ୍ଗିର: ଗଛରେ ଝୁଲିଛି CRPF ଯବାନଙ୍କ ମୃତଦେହ । ଘରକୁ ଛୁଟିରେ ଆସିଥିବା ବେଳେ ଘଟିଲା ଅଘଟଣ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଗାଁର ଦୁଲ୍ଲଭ ଭୋଇଙ୍କ ପୁଅ ଭକ୍ତରାମ ଭୋଇଙ୍କର ମୃତଦେହ ଉଦ୍ଧାର । ଭକ୍ତରାମ ଝାରଖଣ୍ଡରେ କାର୍ଯ୍ୟରତ ଥିଲେ । ଗତ ୧୬ ତାରିଖରେ ନିଜ କାର୍ଯ୍ୟସ୍ଥଳୀକୁ ବାହାରିଥିବା ବେଳେ କେହିଜଣେ ଫୋନକରି ଡ଼ାକିବାରୁ ସେ ଚାଲିଯାଇଥିଲେ । କିନ୍ତୁ ଆଉ ଘରକୁ ଫେରିନଥିଲେ […]

Read More Text.
Sanjay

ଗସ୍ତ ନାମରେ ସରକାର ଟୁର୍-ଟ୍ରାଭେଲ୍ କମ୍ପାନି ଖୋଲିଲେ: ପ୍ରତିନିଧି ଦଳ ନେଇ ସଞ୍ଜୟଙ୍କ କଟାକ୍ଷ

ମୁମ୍ବାଇ: ଅପରେସନ ସିନ୍ଦୂର ଉପରେ ଭାରତର ଚିନ୍ତାଧାରାକୁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ନିକଟରେ ପ୍ରଭାବଶାଳୀ ଭାବରେ ପହଞ୍ଚାଇବାକୁ ଭାରତ ସରକାର ଶନିବାର ଦିନ ସଂକଳ୍ପ ନେଇଛନ୍ତି। ଏନେଇ ଭାରତୀୟ ଜନତା ପାର୍ଟି ପ୍ରତିନିଧିମଣ୍ଡଳର ୭ଟି ଟିମ୍ ଗଠନ କରିଥିଲା। ​​ଯେଉଁମାନେ ସୀମାପାର ଆତଙ୍କବାଦ ଏବଂ ଅପରେସନ ସିନ୍ଦୁର ବିରୁଦ୍ଧରେ ଭାରତର ନିରନ୍ତର ଲଢ଼େଇ ପ୍ରଦର୍ଶନ କରିବା ପାଇଁ ପ୍ରମୁଖ ଅଂଶୀଦାର ଦେଶଗୁଡ଼ିକୁ ଗସ୍ତ କରିବେ। ଏହି ଟିମ୍‌ଗୁଡ଼ିକର ଅଧ୍ୟକ୍ଷ ଭାବରେ କଂଗ୍ରେସର ଶଶି ଥରୁରଙ୍କୁ ନିଯୁକ୍ତ କରାଯାଇଛି। ଏହା […]

Read More Text.
Sankabhaban

ବିଜେଡିର ପିଏସି ବୈଠକ: ଜାତୀୟ ସୁରକ୍ଷା, ରାଜ୍ୟ ରାଜନୀତି, ଶିଳ୍ପ ବିକାଶ ନେଇ ଆଲୋଚନା

ଭୁବନେଶ୍ବର: ଅନୁଷ୍ଠିତ ହୋଇଯାଇଛି ବିଜେଡିର ରାଜନୈତିକ ବ୍ୟାପାର କମିଟି(ପିଏସି) ବୈଠକ । ଶନିବାର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାତୀୟ ସୁରକ୍ଷା, ରାଜ୍ୟ ରାଜନୈତିକ ପରିସ୍ଥିତି ଓ ଦଳର ସାଙ୍ଗଠନିକ ବ୍ୟାପାର ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ଏଥିସହିତ ରାଜ୍ୟରେ ୨୦୧୫ ରୁ ୨୦୨୪ ମଧ୍ୟରେ ବିଜୁ ଜନତା ଦଳ ସରକାର ସମୟରେ ଶିଳ୍ପ ବିକାଶ କ୍ଷେତ୍ରରେ ଘଟିଥିବା ଉଲ୍ଲେଖନୀୟ ସଫଳତା […]

Read More Text.
J1yjjfjubhqayc6dkyxe

କର୍ଣ୍ଣେଲ ସୋଫିଆଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହେଲେ ପ୍ରଫେସର

ନୂଆଦିଲ୍ଲୀ: କର୍ଣ୍ଣେଲ ସୋଫିଆଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ହେତୁ ଅଶୋକା ବିଶ୍ୱବିଦ୍ୟାଳୟର ପ୍ରଫେସର ଅଲି ଖାନ ମହମୁଦାବାଦଙ୍କୁ ଗିରଫ କରାଯାଇଛି। ଗିରଫ ଅଲି ଖାନ ମହମୁଦାବାଦ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଭାବେ କାମ କରନ୍ତି । ପହଲଗାମ ଆକ୍ରମଣ ପରେ ଭାରତୀୟ ସେନା ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ ଯାଇ ଅପରେସନ ସିନ୍ଦୂର ଜରିଆରେ ପ୍ରତିଶୋଧ ନେଇଥିଲା। ଅପରେସନ ସିନ୍ଦୂର ପରେ ପ୍ରଫେସର ଅଲି ଖାନ ମହିଳା ଅଧିକାରୀମାନଙ୍କୁ ପ୍ରେସ ବ୍ରିଫିଂ ପାଇଁ ପଠାଇବା ଏକ […]

Read More Text.
Love 5r

ଚର୍ଚ୍ଚାରେ ଓଡ଼ିଆ ଟ୍ରାଭେଲର ବ୍ଲଗର ଲବ ହାଁସଦା, ସାଂଘାତିକ ଅଭିଯୋଗ ଆଣିଲେ ଲବଙ୍କ ପତ୍ନୀ

ଚର୍ଚ୍ଚାରେ ଓଡ଼ିଆ ଟ୍ରାଭେଲର ବ୍ଲଗର ଲବ ହାଁସଦା ।  ତାଙ୍କ ପ୍ରେମିକା ଜୀବନ ହାରିବା ପରେ ଲବଙ୍କ ବିବାଦ ବଢି ଯାଇଛି ।  ଏହାରି ଭିତରେ ମୁହଁ ଖୋଲିଛନ୍ତି ଲବ ହାଁସଦାଙ୍କ ବଡ଼ ଭଉଣୀ ଆଶା ମୁର୍ମୁ । ସେ କହିଛନ୍ତି ସେ ବିଷୟରେ ମୁଁ କିଛି କହି ପାରିବି ନାହିଁ । ମୋ ଭାଇ ଦେଶ ବାହାରେ ଅଛି ।  ଯିଏ ଜୀବନ ହାରିଲେ ସେ ଦେଶ ଭିତରେ ଥିଲେ. ସେ ହିଁ କହିପାରିବ।  ତଦନ୍ତ […]

Read More Text.
Lok

୧୭ ସାଂସଦଙ୍କୁ ‘ସଂସଦ ରତ୍ନ ୨୦୨୫’: ମହାରାଷ୍ଟ୍ରରୁ ସର୍ବାଧିକ

ନୂଆଦିଲ୍ଲୀ: ଚଳିତ ବର୍ଷର ସଂସଦ ରତ୍ନ ପୁରସ୍କାର ୨୦୨୫ ଦେଶର ୧୭ ଜଣ ସାଂସଦଙ୍କ ପାଇଁ ଘୋଷଣା କରାଯାଇଛି। ଚଳିତ ବର୍ଷ ସାରା ଦେଶରୁ ୧୭ ଜଣ ସାଂସଦଙ୍କୁ ଚୟନ କରାଯାଇଛି। ସେମାନ ମଧ୍ୟରୁ ମହାରାଷ୍ଟ୍ରର ୭ ଜଣ ସାଂସଦ ଏହି ପୁରସ୍କାର ପାଇବେ। ଚଳିତ ବର୍ଷ ମହାରାଷ୍ଟ୍ର ସଂସଦ ରତ୍ନ ପୁରସ୍କାର ପାଇଥିବା ସୁପ୍ରିୟା ସୁଲେ ଏବଂ ଶ୍ରୀରଙ୍ଗ ବରଣେଙ୍କ ସମେତ ୭ ଜଣ ମହାରାଷ୍ଟ୍ରର ସାଂସଦ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏହି ପୁରସ୍କାର […]

Read More Text.