ରୋଗକୁ ଆମନ୍ତ୍ରଣ; ବଜାରରେ ମିଳୁଛି ନିମ୍ନମାନର ମୃଦୁ ପାନୀୟ ଓ ବୋତଲ ପାଣି

ଆଗରପଡ଼ା :ବର୍ତ୍ତମାନ ଦିନକୁ ଦିନ ଗ୍ରୀଷ୍ମର ପ୍ରଭାବ ବଢିବାରେ ଲାଗିଛି । ଆଗକୁ ଏହାର ପ୍ରଭାବ ଆହୁରି ବଢିବ । ପୂର୍ବାହ୍ନ ୧୦ଟା ପରେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିବ । ଏହିଭଳି ପରିସ୍ଥିତିରେ ବିଭିନ୍ନ କାର୍ଯ୍ୟରେ ବାହାରକୁ ଯାଉଥିବା ଲୋକେ ଶୋଷ ମେଣ୍ଟାଇବାକୁ ବିଭିନ୍ନ ବୋତଲ ପାଣି ଓ ମୃଦୁ ପାନୀୟ ଉପରେ ନିର୍ଭର କରିବେ । ଏହାକୁ ଆଖିଆଗରେ ରଖି କିଛି ଭଲ କମ୍ପାନୀର ପାଣି ବୋତଲ ଅଧିକ ଦରରେ ବିକ୍ରି ହେଉଥିବା ବେଳେ […]

Read More Text.

କାଗେଜି ଲେମ୍ବୁ ଦରକୁ ନେଇ ଚିନ୍ତାରେ ଗ୍ରାହକ

ଆଗରପଡ଼ା :ଭଦ୍ରକ ଜିଲ୍ଲାରେ କାଗେଜି ଲେମ୍ବୁ ଦର ଆକାଶଛୁଆଁ ହୋଇଛି । ଏହାର ପ୍ରଭାବ ବନ୍ତ ବ୍ଲକରେ ଦେଖିବାକୁ ମିଳିଛି । ଯାହାକି ଗ୍ରାହକଙ୍କ ଚିନ୍ତାର କାରଣ ପାଲଟିଛି । ଏବେ ବଜାରରେ ଗୋଟିଏ ଲେମ୍ବୁ ୫ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ବନ୍ତ ବ୍ଲକ ଏକ କୃଷି ପ୍ରାଧାନ୍ୟ ଅଂଚଳ ହୋଇଥିଲେ ସୁଦ୍ଧା ଚଳିତ ବର୍ଷ ଅଦିନିଆ ବର୍ଷାର ପ୍ରଭାବ ଚାଷ କ୍ଷେତ୍ରରେ ପଡ଼ିଥିବାରୁ ଲେମ୍ବୁର ଉତ୍ପାଦନ ଆବଶ୍ୟକତାଠାରୁ ଯଥେଷ୍ଟ କମ୍ ହୋଇଛି । […]

Read More Text.

ଭୂମିହୀନ ଦର୍ଶାଇ ସରକାରୀ ଜମି ହଡ଼ପ, ସୂଚନା ଅଧିକାର କର୍ମୀଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ

ଆଗରପଡ଼ା :ଜନୈକ ବ୍ୟକ୍ତିଙ୍କ ନିଜସ୍ୱ ଜାଗା ଥିବାବେଳେ ସେ ନିଜକୁ ଭୂମିହୀନ ଦର୍ଶାଇ ସରକାରୀ ଜମିକୁ ବେନିୟମ ଭାବେ ହଡ଼ପ କରିଥିବା ନେଇ ଭଦ୍ରକ ଜିଲ୍ଲାପାଳଙ୍କ ଠାରେ ଜନୈକ ସୂଚନା ଅଧିକାର କର୍ମୀ ଅଭିଯୋଗ ଆଣିଥିବା ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ ଗତ ବର୍ଷ ୨୦୨୧ ଅପ୍ରେଲ ୩ ତାରିଖରେ ବନ୍ତ ତହସିଲଦାର ଇନ୍ଦିରା ସାହୁଙ୍କ ନିକଟରେ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ଗୋପିନାଥପୁର ଗ୍ରାମର ଜୟକୃଷ୍ଣ ଦାଶଙ୍କ ପୁତ୍ର ଗୋପିନାଥ ଦାଶ ଯିଏକି ୨୦୦୮ ମସିହାରୁ ବନ୍ତ […]

Read More Text.

୭ବର୍ଷ ପରେବି କାଗଜ କଲମରେ ସୀମିତ ନିୟମ, ପିଲାଙ୍କ ଓଜନରୁ ବଳିପଡ଼ୁଛି ବ୍ୟାଗର ଓଜନ

ଆଗରପଡ଼ା :କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଣାଳୟ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଗ ଓଜନ ଉପରେ କଟକଣା କରାଯାଇଛି । ଉକ୍ତ ନିର୍ଦ୍ଦେଶକୁ ଇତି ମଧ୍ୟରେ ୭ବର୍ଷ ପୂରିବା ସହ ରାଜ୍ୟରେ ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଆଉ ଏକ ନୂତନ ଶିକ୍ଷା ବର୍ଷ । କିିନ୍ତୁ ନିର୍ଦ୍ଦେଶନାମା କେବଳ କାଗଜ କଲମରେ ସୀୀମିତ ରହିଯାଇଛି । ନା ବିଭାଗୀୟ ଅଧିକାରୀ ନା ସ୍କୁଲ କର୍ତ୍ତୃପକ୍ଷ କେହିବି ଉକ୍ତ ନିୟମକୁ […]

Read More Text.

ବିଦେଶକୁ ପଠାଯିବ ଓଡ଼ିଶା ଆମ୍ବ

ଭୁବନେଶ୍ବର: ଓଡ଼ିଶା ବିଦେଶକୁ ଆମ୍ବ ପଠାଇବ। ଏନେଇ ସୋମବାର ଲୋକସେବା ଭବନରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ୧୫ବର୍ଷ ପାଇଁ ଏମଓୟୁ ସ୍ବାକ୍ଷରିତ ହୋଇଛି । ରାଜ୍ୟ ସରକାରଙ୍କ ସହିତ କୁଇନ ପାତ୍ର ଓ ପ୍ରଧାନ ଏନଜିଓ ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି। ଢେଙ୍କାନାଳର ଆମ୍ବ ମିଠା ଆମ୍ବ। ସେହି ଆମ୍ବର ଚାହିଦା ବିଦେଶରେ ରହିଥିବାରୁ ତାକୁ ରପ୍ତାନି କରାଯିବା ନେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ […]

Read More Text.

ପ୍ରଭୁ ଜଗନ୍ନାଥଙ୍କ ଆଦିପୀଠ ନୀଳମାଧଵ ପୀଠର ଅବହେଳା ନେଇ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୟାଗଡ଼ କଣ୍ଟିଲୋ ସ୍ଥିତ ନୀଳମାଧଵ ଗସ୍ତରେ ଯାଇ ବିଶ୍ୱାବସୁ ସମାଜ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଷ୍ଟ୍ରପତି ଏହି ଗସ୍ତକୁ ଏକ ସୁଯୋଗ ଭାବେ ବର୍ଣ୍ଣନା କରିଛନ୍ତି। ରାଷ୍ଟ୍ରପତି ପ୍ରଭୁ ଜଗନ୍ନାଥଙ୍କ ଆଦିପୀଠ କୁହାଯାଉଥିବା କଣ୍ଟିଲୋ ନୀଳମାଧଵ ପୀଠର ବିକାଶ ହୋଇନଥିବା ବିଷୟ ପ୍ରକାଶ କରି କ୍ଷୋଭ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀଳମାଧଵ ପୀଠର ବିକାଶ ଲାଗି ଅର୍ଥର ଅଭାବ ରହିବ ନାହିଁ ବୋଲି କହିବା […]

Read More Text.

ଉପଭୋକ୍ତାଙ୍କୁ ଆଶ୍ବସ୍ତି: ସ୍ମାର୍ଟ ମିଟର ଭଡାରେ ରିହାତି,ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ

ଭୁବନେଶ୍ବର: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ, ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ସୋମବାର ରାଜ୍ୟର ବିଦ୍ୟୁତ୍ ଗ୍ରାହକମାନଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଅନେକ ଗ୍ରାହକ ଅନୁକୂଳ ପଦକ୍ଷେପ ଘୋଷଣା କରିଛି। ସଦ୍ୟତମ ଘୋଷଣା ଅନୁଯାୟୀ, ୨ କିଲୋୱାଟ ପର୍ଯ୍ୟନ୍ତ ସଂଯୁକ୍ତ ଲୋଡ୍ ସହିତ ସ୍ମାର୍ଟ ମିଟର ବ୍ୟବହାର କରୁଥିବା ଉପଭୋକ୍ତାମାନେ ଏବେ ମାସିକ ମିଟର ଭଡା ଦେବାରୁ ମୁକ୍ତ ହେବେ। ଏହି ପଦକ୍ଷେପ ଦ୍ୱାରା ବହୁ ସଂଖ୍ୟକ ଘରୋଇ ଉପଭୋକ୍ତା ଉପକୃତ ହେବେ। […]

Read More Text.

କ୍ରିକେଟ ମ୍ୟାଚ ବେଳେ ତାମିମ ଇକବାଲଙ୍କୁ ହୃଦଘାତ

ଢାକା ପ୍ରିମିୟର ଲିଗ(ଡିପିଏଲ) ମ୍ୟାଚ ସମୟରେ ବାଂଲାଦେଶୀ ଖେଳାଳି ତାମିମ ଇକବାଲ ହୃଦଘାତର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଲାଇଫ ସପୋର୍ଟ ବ୍ୟବସ୍ଥା ମଧ୍ୟରେ ରଖି ଚିକିତ୍ସା କରାଯାଉଛି। ସୂଚନା ଅନୁସାରେ, ଡିପିଏଲରେ ମହମ୍ମଦାନ ସ୍ପୋର୍ଟିଂ କ୍ଲବ ଏବଂ ଶିନେପୁକୁର କ୍ରିକେଟ କ୍ଲବ ମଧ୍ୟରେ ମ୍ୟାଚ ଚାଲିଥିଲା। ଏହି ମ୍ୟାଚ ଚାଲିଥିବାବେଳେ ତାମିମ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଫାଜିଲାତୁନ୍ନେସା ଡାକ୍ତରଖାନାରେ […]

Read More Text.

ଯେଉଁ ଗାଁକୁ ଗଲେ ବି ପ୍ରଧାନମନ୍ତ୍ରୀ ଆବାସ ଘର ଦେଖିବାକୁ ପାଇଲିନି: ମନ୍ତ୍ରୀ

ଭୁବନେଶ୍ଵର: ମୟୂରଭଞ୍ଜରେ କ୍ଷୟକ୍ଷତି ଆକଳନକୁ ନେଇ ରୋଚକ ତଥ୍ୟ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଷ ପୂଜାରୀ । ଯେଉଁ ଗାଁକୁ ଗଲେ ବି ଦେଖିବାକୁ ପାଇଲେନି ଗୋଟେ ହେଲେ ବି ପ୍ରଧାନମନ୍ତ୍ରୀ ଆବାସ ଘର । ଯଦି ସରକାରୀ ଆବାସ ଘର ନିର୍ମାଣ ହୋଇଥାନ୍ତା ତାହେଲେ ଏତେ ପରିମାଣର କ୍ଷତି ହୋଇ ନ ଥାନ୍ତା । ତେଣୁ କିପରି ଭାବେ ଆବାସ ବଣ୍ଟନ ହୋଇଥିଲା ଏଥିରୁ ସ୍ପଷ୍ଟ ଜଣା ପଡୁଛି ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ । […]

Read More Text.

ଚାଲିପାରୁନି ବିଧାନସଭା, ବିରୋଧୀଙ୍କୁ ଆଲୋଚନା ପାଇଁ ଆହ୍ବାନ କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର : ଚାଲିପାରୁନି ବିଧାନସଭା । ବିରୋଧୀଙ୍କ ପ୍ରବଳ ହଟ୍ଟଗାଳ ।  ବାରମ୍ବାର ଗୃହ ମୁଲତବୀ ।  ବିଧାନସଭା ଅଚଳାବସ୍ଥା ନେଇ ବିରୋଧୀଙ୍କୁ ଦାୟୀ କଲା ବିଜେପି ।  ବିରୋଧୀଙ୍କ ହୋହଲ୍ଲା ଯୋଗୁ ବିଧାନସଭା ଚାଲିପାରୁନି ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ବିରୋଧୀ ଲକ୍ଷ୍ମଣ ରେଖା ଉଲଙ୍ଘନ କରୁଛନ୍ତି । କଂଗ୍ରେସର ଏଭଳି ଆଚରଣକୁ ଓଡ଼ିଶାବାସୀ କ୍ଷମା ଦେବେନି । ବାଚସ୍ପତିଙ୍କ ପୋଡ଼ିୟମରେ ଚଢ଼ି ଘଣ୍ଟି ବଜାଇବା ଅଶୋଭନୀୟ। ଘଣ୍ଟି ଓ ଗିନି ବଜାଇବା ସ୍ଥାନ […]

Read More Text.