Photo for the news of agarpara barapada road

ଆଗରପଡ଼ା-ବରପଦା ପୂର୍ତ୍ତବିଭାଗ କଂକ୍ରିଟ ରାସ୍ତା ଫାଟି ଦୁଇ ଫାଳ

ଆଗରପଡ଼ା :ଆଗରପଡ଼ା-ବନ୍ତ ଓ ଆଗରପଡ଼ା-ବରପଦା ରାସ୍ତା ନିର୍ମାଣ କାର୍ଯ୍ୟ ଅନୁମୋଦିତ ହୋଇଥିବା ବେଳେ ଏହାର ନିର୍ମଣ କାର୍ଯ୍ୟରେ ବିଳମ୍ବ ପ୍ରସଙ୍ଗକୁ ନେଇ ଗତ ମାର୍ଚ୍ଚ ମାସରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ବିଧାନସଭାରେ ପ୍ରଶ୍ନ ଉଠାଇବା ସହ ଏହାର କାର୍ଯ୍ୟକ୍ଷମକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଚାହିଁଥିଲେ । ଉକ୍ତ ପ୍ରସଙ୍ଗକୁ ଇତି ମଧ୍ୟରେ ୨ମାସ ବିତିବାକୁ ବସିଥିବା ବେଳେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଉକ୍ତ ରାସ୍ତା ଦିନକୁ ଦିନ ବିଗିଡ଼ିବା ସହ […]

Read More Text.
Vote

ସ୍ଥଗିତ ରହିଲା ପଞ୍ଚାୟତ ଉପନିର୍ବାଚନ

ଭୁବନେଶ୍ବର: ସ୍ଥଗିତ ରହିଲା ପଞ୍ଚାୟତ ଉପନିର୍ବାଚନ। ମୌସୁମୀ ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରହିଥିବା ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ସନ୍ତୋଷ କୁମାର ଦାଶ । ଆସନ୍ତା ଜୁନ୍ ୨୩ ତାରିଖରେ ହୋଇଥାଆନ୍ତା ପଞ୍ଚାୟତ ଉପନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ କମିସନ ତରଫରୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦ ଜିଲ୍ଲାର ୪୩ ସରପଞ୍ଚ, ୨୧ ଜିଲ୍ଲାର ୪୦ ପଞ୍ଚାୟତ ସମିତି ଓ ୨୨ ଜିଲ୍ଲାର ୨୭୨ ୱାର୍ଡ ସଭ୍ୟ ପାଇଁ […]

Read More Text.
Fd

ମୋଦୀଙ୍କ ଫଟୋ ଥିବା ନେକଲେସ ପିନ୍ଧି ଚର୍ଚ୍ଚାରେ ଅଭିନେତ୍ରୀ

ମୁମ୍ବାଇ: ପ୍ରତିବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଫ୍ୟାସନ ସହିତ ଜଡ଼ିତ କିଛି ନୂଆ ଜିନିଷକୁ ଉପସ୍ଥାପନ କରାଯାଇଥାଏ। ଚଳିତବର୍ଷ ଅଭିନେତ୍ରୀ ରୁଚି ଗୁଜ୍ଜର ପିନ୍ଧିଥିବା ନେକଲେସ  ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅଭିନେତ୍ରୀ ତଥା ମଡେଲ ରୁଚି ଗୁଜ୍ଜର ୨୦୨୫ ମସିହାରେ କାନ୍ସରେ ଡେବ୍ୟୁ କରିଥିଲେ। ଏଥିରେ ସେ ଭାରତୀୟ କଳାକୃତିକୁ ପ୍ରଦର୍ଶନ କରୁଥିବା ଏକ ବୋଲ୍ଡ ଗୋଲ୍ଡ ଲେହେଙ୍ଗା ପିନ୍ଧିଥିଲେ। ଏଥିସହିତ ରୁଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଥିବା ଏକ ଆକର୍ଷଣୀୟ ପେଣ୍ଡେଣ୍ଟ ହାର […]

Read More Text.
Jy

ୟୁଟ୍ୟୁବରଙ୍କୁ ଅସ୍ତ୍ର କରିଥିଲା ପାକିସ୍ତାନ, ଭାରତୀୟ ଏଜେଣ୍ଟଙ୍କୁ ଧରାଉଥିଲେ ଜ୍ୟୋତି

ନୂଆଦିଲ୍ଲୀ : ନାମ ଯେମିତି କାମ ତା’ର ବୀପରିତ। ଦେଶକୁ ଜ୍ୟୋତି ଦେଖାଇବା ପରିବର୍ତ୍ତେ ଅନ୍ଧାରରେ ରଖିଥିଲେ। ଶତ୍ରକୁ ଗୁପ୍ତ ସୂଚନା ଦେଇ ଦେଶ ସହ ବିଶ୍ବାସଘାତ କରିଥିଲେ। ଭାରତର ସୁରକ୍ଷାକୁ ବିପଦରେ ପକାଇ ଟଙ୍କା ଏବଂ ବିଳାଶପୂର୍ଣ୍ଣ ଜୀବନଯାପନ ପାଇଁ ପାକିସ୍ତାନର ଗୁପ୍ତଚର ସାଜିଥିଲେ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା। ଆଉ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ପାକିସ୍ତାନ ତାଙ୍କୁ ଭାରତ ବିରୋଧରେ ପ୍ରୟୋଗ କରୁଥିଲା। ଭାରତୀୟ ଅଣ୍ଡରକଭର ଏଜେଣ୍ଟଙ୍କୁ ଚିହ୍ନଟ କରିବାରେ ବ୍ୟବହାର କରୁଥିଲା। ୫ ଦିନ […]

Read More Text.
Srewa

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ, ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ। CHSE କାର୍ଯ୍ୟାଳୟରେ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ। କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ପ୍ରକାଶ ପାଇଛି। ଏଥିସହିତ ଧନ୍ଦାମୂଳକ ପରୀକ୍ଷା ରେଜଲଟ ମଧ୍ୟ ପ୍ରକାଶ ପାଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି। ସିଏଚସିଇ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ପରୀକ୍ଷା ଫଳ ପୁସ୍ତିକା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉନ୍ମୋଚନ କରିଛନ୍ତି। […]

Read More Text.
Isro chairman

ଭୁବନେଶ୍ବରରେ ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍

ଭୁବନେଶ୍ବର: ଭୁବନେଶ୍ବରରେ ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍ ।  ଆଜି ସକାଳେ ସେଣ୍ଟ୍ରାଲ ଟୁଲରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ବା CTTC ପରିଦର୍ଶନ କରିଛନ୍ତି ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ବା ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍ ।  ଏ ଅବସରରେ ସେ ଅପରେସନ ସିନ୍ଦୂରରେ ନିର୍ଦ୍ଦିଷ୍ଟ ଭାବେ ଇସ୍ରୋର ଭୂମିକା ଥିଲା ତାହା ଜଣାଇ ନଥିଲେ ମଧ୍ୟ ଏବେ ଇସ୍ରୋର ୫୬ ସାଟେଲାଇଟ ଅପରେସନାଲ ଅଛି। ଯାହା ମଧ୍ୟରୁ ଅନେକ ଦେଶର ସୁରକ୍ଷା ପାଇଁ […]

Read More Text.
Sta

ଜୟପୁର ଏୟାରପୋର୍ଟରେ ସୁରକ୍ଷାକର୍ମୀଙ୍କ ଗଳା କାଟିଦେଲେ ଷ୍ଟେସନ ମ୍ୟାନେଜର

ଜୟପୁର: ଜୟପୁର ଏୟାରପୋର୍ଟରେ ଘଟିଯାଇଛି ଅଭାବନୀୟ ଘଟଣା । ଧାରୁଆ ଅସ୍ତ୍ରରେ ସୁରକ୍ଷାକର୍ମୀଙ୍କ ଗଳା କାଟିଦେଲେ ଷ୍ଟେସନ ମ୍ୟାନେଜର । ଯାତ୍ରୀଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ସୂଚନାଯୋଗ୍ୟ ଯେ, ଜୟପୁର ଏୟାରପୋର୍ଟରେ ହାବିଲଦାର ରାଜେଶ କୁମାର ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଷ୍ଟେସନ ମ୍ୟାନେଜର ଚନ୍ଦୁ ବେହେରା । ଆହତ ହାବିଲଦାରଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁରକ୍ଷା ଯାଞ୍ଚକୁ ନେଇ ହାବିଲଦାରଙ୍କ ଉପରେ ଷ୍ଟେସନ ମ୍ୟାନେଜର ଆକ୍ରମଣ କରିଥିବା ନେଇ ଅଭିଯୋ ହୋଇଛି । ଘଟଣା ପରେ ସଦର ଥାନାରେ ଷ୍ଟେସନ ମ୍ୟାନେଜର ଅଟକ ଅଛନ୍ତି । ଏହି ଘଟଣା ପରେ ଏୟାରପୋର୍ଟରେ ଯାତ୍ରୀଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ ।

Read More Text.
Rew

ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପ୍ତ ହେବ ସିପିଇସି, ତ୍ରିପାକ୍ଷିକ ଆଲୋଚନା କଲା ଚୀନ

ଚୀନ ପାକିସ୍ତାନ ଅର୍ଥନୈତିକ କରିଡର(ସିପିଇସି) ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପ୍ତ ହେବ। ଏଥିପାଇଁ ଆଫଗାନିସ୍ତାନ ସହମତି ଜଣାଇଛି। ପାକିସ୍ତାନ ଏବଂ ଆଫଗାନିସ୍ତାନ ସହିତ ଚୀନ ତ୍ରିପାକ୍ଷିକ ଆଲୋଚନା କରିଛି। ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ତଥା ବିଦେଶ ମନ୍ତ୍ରୀ ଇଶାକ ଦାର, ଚୀନ ବିଦେଶ ମନ୍ତ୍ରୀ ଓ୍ବାଙ୍ଗ ୟି ଏବଂ ଆଫଗାନିସ୍ତାନର କାର୍ଯ୍ୟକାରୀ ବିଦେଶ ମନ୍ତ୍ରୀ ଅମିର ଖାନ ମୁତ୍ତାକୀ ଏ ନେଇ ମିଳିତ ଭାବେ ଘୋଷଣା କରିଛନ୍ତି। ଇଶାକ ଦାର ୩ ଦିନିଆ ବେଜିଂ ଗସ୍ତରେ ଅଛନ୍ତି। ଅପରେସନ ‘ସିନ୍ଦୂର’ […]

Read More Text.
Mixcollage 21 may 2025 01 26 pm

ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକଙ୍କ ଘରୁ ୮.୩୭ ଲକ୍ଷ ଟଙ୍କା, ୩୯୦ ଗ୍ରାମ ସୁନା ଅଳଙ୍କାର ଜବତ

ଭୁବନେଶ୍ୱର: ଓଡିଶା ଭିଜିଲାନ୍ସ ଅଧିକାରୀମାନେ ରାଉରକେଲା ବନ ବିଭାଗ ଅନ୍ତର୍ଗତ ବିସ୍ରାର ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକଙ୍କ ଘରେ ଉପରେ ଚଢାଉ କରି ବୁଧବାର ଦିନ ୮.୩୭ ଲକ୍ଷ ଟଙ୍କା ଏବଂ ୩୯୦ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛନ୍ତି। ସରକାରୀ କାର୍ଯ୍ୟରେ ବ୍ୟବହୃତ ଗାଡ଼ିର ବିଲ୍ କରାଇଦେବା ନେଇ ମାଲିକଙ୍କୁ ୧୮,୦୦୦ ଟଙ୍କା ଲାଞ୍ଚ ଦାବି କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଏହାର ଗୋଟିଏ ଦିନ ପରେ ତାଙ୍କର ଘର ସମେତ ବିଭିନ୍ନ […]

Read More Text.
Bjb college

ପ୍ରକାଶ ପାଇଲା ବିଜେବି +3 ରେଜଲ୍ଟ

ଭୁବନେଶ୍ବର: ପ୍ରକାଶ ପାଇଲା ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ୟୁଜି ଫାଇନାଲ ବର୍ଷ ପରୀକ୍ଷା ଫଳ। କଳାରେ ପାସ ହାର ୯୫.୫୫ ପ୍ରତିଶତ ରହିଥିବାବେଳେ ବିଜ୍ଞାନରେ ୯୬.୧୩ % ଓ ବାଣିଜ୍ୟରେ ୯୪.୬୦ ପ୍ରତିଶତ ପାସ ହାର ରହିଛି। ସୂଚନା ଅନୁଯାୟୀ, ବିଭାଗ ଟପ୍ପର ଭାବେ ବିଜ୍ଞାନର ମୋନାଲି ସାମଲ, ବାଣିଜ୍ୟରେ ବିଜୟାଲକ୍ଷ୍ମୀ ମକାଡାମ୍ ଓ କଳାରେ ଯୋଗେଶ୍ବର ଦାସ ରହିଛନ୍ତି।

Read More Text.