ମହାନଦୀରେ ବୁଡି ତିନି ଯୁବକ ନିଖୋଜ
କଟକ : ମହାନଦୀରେ ଅଘଟଣ । ମହାନଦୀରେ ବୁଡି ତିନି ଜଣ ଯୁବକ ନିଖୋଜ ହୋଇଥିବା ଜଣାଯାଇଛି । ଜଗତପୁର ସାତବାଟିଆ ଅଞ୍ଚଳରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ତିନି ଯୁବକ କଲେଜ ଛାତ୍ର ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି । ସେମାନେ ନୂଆବଜାର ଅଞ୍ଚଳର । ଚାଉଳିଆଗଞ୍ଜ ଅଗ୍ନିଶମର ଦୁଇଟି ଟିମ ସର୍ଚ୍ଚ ଅପେରେସନ ନିୟୋଜିତ ଅଛନ୍ତି । ରାତି ସମୟରେ ସର୍ଚ୍ଚ ଅପରେସନ […]
Read More Text.