ଭାରତ ହେଲା ବିଶ୍ଵର ୪ର୍ଥ ବୃହତ୍‌ ଅର୍ଥନୀତି

ଜାପାନକୁ ପଛରେ ପକାଇ ଭାରତ ବିଶ୍ଵର ୪ର୍ଥ ବୃହତ୍‌ ଅର୍ଥନୀତିରେ ପରିଣତ ହୋଇଛି। ଶନିବାର ନୀତି ଆୟୋଗ ସିଇଓ ବି.ବି.ଆର. ସୁବ୍ରମଣ୍ୟମ ଏହି ସୂଚନା ଦେଇଛନ୍ତି। ସେ ନୀତି ଆୟୋଗ ପରିଚାଳନା ପରିଷଦର ୧୦ମ ବୈଠକ ପରେ କହିଥିଲେ ଯେ, ବିଶ୍ଵର ଅର୍ଥନୈତିକ ମାହୋଲ ଭାରତ ପାଇଁ ଅନୁକୂଳ ରହିଛି। ମୁଁ ଏହା କହିବା ସମୟରେ ଭାରତ ଦୁନିଆର ୪ର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇସାରିଛି। ଆଜି ଆମର ଅର୍ଥ ବ୍ୟବସ୍ଥା ୪ ଟ୍ରିଲିଅନ ଡଲାରରେ ପହଞ୍ଚିଛି। […]

Read More Text.

କୁସୁମି ବ୍ଳକ ସମ୍ମୁଖରେ ମୟୂରଭଞ୍ଜ ଜିଲ୍ଲା ଦିଵ୍ଯାଙ୍ଗ ସଂଘ ତରଫରୁ ବିଭିନ୍ନ ଦାବି ନେଇ ଧାରଣା

ବାରିପଦା: କୁସୁମୀ ବ୍ଲକରେ ଜିଲ୍ଲା ଦିବ୍ୟାଙ୍ଗ ମହାସଂଘ ସଭାପତି ଅରୁଣ କୁମାର ବେହେରାଙ୍କ ନେତୃତ୍ବରେ ଶତାଧିକ ଦିବ୍ୟାଙ୍ଗ ଓ ଭତ୍ତାଧାରୀ ବୃଦ୍ଧା ଏକ ବିଶାଳ ରାଲି କରି ବ୍ଲକ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଥିଲେ  ଦିବା ୧୦ ଘଟିକାରୁ ଦିନ ୧୨:୩୦ ଘଟିକା ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟରେ ଧାରଣାରେ ବସିବା ସହିତ ସରକାରଙ୍କ ପାତର ଅନ୍ତର ନୀତି ପାଇଁ ସରକାରଙ୍କ ବିରୁଦ୍ଧରେ ଗର୍ଜିଥିଲେ ଶତାଧିକ ଆଦିବାସୀ ବୃଦ୍ଧା, ଦିବ୍ୟାଙ୍ଗ ଭତ୍ତାଧାରୀ ।ଏବେର […]

Read More Text.
Wrer

ଅବସରପ୍ରାପ୍ତ କାନାରା ବ୍ୟାଙ୍କ କର୍ମଚାରୀ ହରିହର ସିଂହଙ୍କ ଦେହାନ୍ତ

ବାରିପଦା : ଶାମାଖୁଂଟା ବ୍ଲକ ଅନ୍ତର୍ଗତ ଶାଳବଣୀ ମୌଜାର ଅବସରପ୍ରାପ୍ତ କାନାରା ବ୍ୟାଙ୍କ କର୍ମଚାରୀ ହରିହର ସିଂହ (୭୫) ପିଆରଏମ ୍ ମେଡିକାଲ କଲେଜ ଓ ହସ ୍‌ପିଟାଲରେ ଆଜି ଭୋର ୪ ଘଟିକାରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ଧରି ପକ୍ଷାଘାତ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କର ସହଧର୍ମିଣୀ ଆନନ୍ଦ ମଣୀ ସିଂ, ଝିଅ ଗାୟତ୍ରି ସିଂ , ହିମପ୍ରଭା ସିଂ ,ବିଦ୍ୟୁତ […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବ୍ୟବସାୟ ପ୍ରଶାସନ ବିଭାଗର ଜାତୀୟ ଆଲୋଚନାଚକ୍ର

ବାରିପଦା  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ବ୍ୟବସାୟ ପ୍ରଶାସନ ବିଭାଗ ଦ୍ଵାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ରର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । “ବ୍ୟବସାୟ ଏବଂ ପରିଚାଳନାର ଉଦୀୟମାନ ପରିଦୃଶ୍ୟ: ଭବିଷ୍ୟତର ରଣନୀତି” ଶୀର୍ଷକ ଏହି ଆଲୋଚନାଚକ୍ରକୁ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଣପୋଷକ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଭବିଷ୍ୟତର ବ୍ୟବସାୟିକ ଆହ୍ୱାନ ଗୁଡ଼ିକର ମୁକାବିଲା […]

Read More Text.
Img 20250524 wa0165

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୮ମ ଦିନର ଖେଳ; ସେଣ୍ଟ ଏନିଜ ସ୍କୁଲ ୪ ଉଇକେଟରେ ବିଜୟୀ

ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୮ମ ଦିନର ଖେଳରେ ସେଣ୍ଟ ଏନିଜ କନଭେଣ୍ଟ ସ୍କୁଲ ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ଏଫ କୁ ୪ ଉଇକେଟରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଟିମ- ଏଫ ୧୭. ୪  ଓଭରରେ ସମସ୍ତ ଉଇକେଟ ହରାଇ ୮୨ ରନ ସଂଗ୍ରହ କରିଥିଲେ I […]

Read More Text.
Ro

ଚକ୍ରାପାଢ଼ୀ-ଇଟୁଆ ରାସ୍ତା ବିପର୍ଯ୍ୟସ୍ତ, ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି

ଆଗରପଡ଼ା : ଗମନାଗମନର ସୁବିଧା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ବର୍ଷାଧିକ କାଳ ପରେ ମଧ୍ୟ ରାସ୍ତା ମରାମତି ହୋଇ ପାରୁନଥିବାରୁ ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିବା ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ଚକ୍ରାପାଢୀ ଠାରୁ ଇଟୁଆକୁ ଲମ୍ବିଥିବା ୫୦୦ ମିଟର ରାସ୍ତାରେ ଏହିପରି ଦୃଷ୍ଠାନ୍ତ ଦେଖିବାକୁ ମିଳିଛି । ଚାରିଗାଁ […]

Read More Text.
Vig

ଖଣି ଦୁର୍ନୀତିର ଖୋଳତାଡ ପାଇଁ ଗଠନ ହେଲା ୮ ଜଣିଆ SIT

କଟକ: ବେଆଇନ ଖଣି ଖନନର ତଦନ୍ତ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶାଳୟ ଗଠନ କଲା ସ୍ଵତନ୍ତ୍ର ତଦନ୍ତକାରୀ ଟିମ(ଏସଆଇଟି)। ଏହି ଏସଆଇଟି ବେଆଇନ ଖଣି ଖନନ ନେଇ ତଦନ୍ତ ଆରମ୍ଭ କରିଥିବା ଭିଜିଲାନ୍ସ ସେଲ୍ ଏସପି ଏମ ରାଧାକ୍ରିଷ୍ଣ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଷ୍ଟିଲ ଏଵଂ ଖଣି ବିଭାଗର ପରାମର୍ଶ କ୍ରମେ ଏହି ଏସ୍ ଆଇ ଟି ଗଠନ କରାଯାଇଛି। ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଓ ହେମଗିରି ଅଞ୍ଚଳରେ ବେଆଇନ ଖଣି କାରବାର ସମ୍ପର୍କରେ ତଦନ୍ତ […]

Read More Text.
Covid 1748090740552 174809074096

ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ କୋଭିଡ୍‌ ସମୀକ୍ଷା ବୈଠକ

ନୂଆଦିଲ୍ଲୀ : ଦେଶରେ ଲଗାତାର କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ଆସନ୍ତା ୨୮ ତାରିଖରେ କୋଭିଡ୍‌ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିବ । ଏହି ବୈଠକରେ ସମସ୍ତ ରାଜ୍ୟ ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଲୋଚନା କରିବେ । କୋଭିଡ୍‌, ନିପା, ଇନ୍‌ଫ୍ଲୁଏଞ୍ଜା ପରି ଭୂତାଣୁ ନେଇ ସମୀକ୍ଷା ହେବ । ସେହିପରି ମୁମ୍ବାଇରେ ଏହାର ଆରମ୍ଭ ହୋଇଥିବା ବେଳେ ମୋଟ ମାମଲା […]

Read More Text.
Rev

ଜୁନ ୪ରୁ ରାଜସ୍ବ ବିଭାଗର ସମ୍ମିଳନୀ: ଯୋଗଦେବେ ବିଭାଗୀୟ ଅଧିକାରୀ

ଭୁବନେଶ୍ବର: ରାଜସ୍ୱ ବିଭାଗ ନିଜ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କ ବାର୍ଷିକ କାର୍ଯ୍ୟର ସମୀକ୍ଷା କରିବାକୁ ଯାଉଛି। ରାଜସ୍ବ ସେବା ପ୍ରଦାନରେ ସଫଳତା ହାସଲ କରିଥିବା ଜିଲ୍ଲା ଓ ତହସିଲ ପୁରସ୍କୃତ ହେବେ। ଭୁବନେଶ୍ବରରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରସ୍କୃତ କରିବେ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ପ୍ରଶାସନିକ ବ୍ୟବସ୍ଥାକୁ ଲୋକାଭିମୁଖି କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଜନସାଧାରଣ ଯେପରି ରାଜସ୍ବ […]

Read More Text.
1 5 750x430

ମହିଳାଙ୍କୁ ସାବିତ୍ରୀ ଭାର ବାଣ୍ଟିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଗୋପାଳପୁର: ବାପା ଘରୁ ଅମାବାସ୍ୟା ଭାର କେବେ ଆସିବ ସେଥିପାଇଁ ଝିଅ ମାନେ ଅପେକ୍ଷା କରିଥାନ୍ତି। ଭାଇ ନେଇ ଭଉଣୀ ପାଖରେ ପହଞ୍ଚାଇ ଦିଏ ସେହି ଭାର। ଭଉଣୀଙ୍କୁ ଭାଇ ଦିଏ ଅମାବାସ୍ୟା ଭାର। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଗୋପାଳପୁର ନିର୍ବାଚନ ମଣ୍ଡଳୀରେ। ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଗୋଳନ୍ଥରା ସ୍ଥିତ ଇଶାଣେଶ୍ବର ମନ୍ଦିର ପରିସରରେ ସୁଭଦ୍ରା ପାଇଁ ସାବିତ୍ରୀ କାର୍ଯ୍ୟକ୍ରମ ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ […]

Read More Text.