୬୦ ରୁ ଉର୍ଦ୍ଧ୍ବ ଜବରଦଖଲ ଉଛେଦ କ୍ଷତିଗ୍ରସ୍ତ ପରିବାରଙ୍କୁ ନ୍ୟାୟ,କ୍ଷୟକ୍ଷତିପୂରଣ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜରାସ୍ତାରେ କଂଗ୍ରେସ ଦଳ; ମୁଣ୍ଡ ନୁଆଇଁଲା ପ୍ରଶାସନ
ବାରିପଦା- ବାମନଘାଟି ଉପଖଣ୍ଡ କୁ ବିକାଶ ଏବଂ ଓଡ଼ିଶାର ଏକ ଅଗ୍ରଣୀ ସହର ତଥା ଅନନ୍ୟ ବିକଶିତ ସହର ନିର୍ମାଣ ପାଇଁ ଗତ ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିବା ଡବଲ ଇଞ୍ଜିନ ସରକାର ଏବେ ଅଣ୍ଟା ଭିଡିଛି । ଏଥିପାଇଁ ବିଭିନ୍ନ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଅର୍ଥ ଅନୁମୋଦନ କରିଛନ୍ତି ।ଦାଣ୍ଡବୋଷର ଉଡାନ ଯୋଜନା,ଵାଇଦାପଶୀ ଷ୍ଟାଡିୟମ , ଆଦିବାସୀ ରିସର୍ଚ୍ଚ ସେଣ୍ଟର,ହେରିଟେଜ ହୋମ,ସାର୍କିଟ ହାଉସ, ବାଇପାସ୍ ନିର୍ମାଣ,ସୁପରହସ୍ପିଟାଲ ,ଆଇଟିଆଇ,ଫାଣ୍ଡି, ଫୁଡ୍ ପ୍ରୋସେସିଂ ପ୍ଳାଣ୍ଟ , ଅତ୍ୟାଧୁନିକ ରାଇରଙ୍ଗପୁର […]
Read More Text.