ପାକିସ୍ତାନର ୧.୫ ଲକ୍ଷରୁ ଅଧିକ ଶ୍ରମିକଙ୍କୁ ଚାକିରି ଦେବ ବେଲାରୁଷ୍

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି, ବେଲାରୁଷ୍ ପ୍ରାୟ ୧.୫ ଲକ୍ଷ ପାକିସ୍ତାନୀଙ୍କୁ ଚାକିରି ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏହାକୁ ପାକିସ୍ତାନବାସୀଙ୍କ ପାଇଁ ଏକ ଉପହାର ବୋଲି କହିଛନ୍ତି। ପାକିସ୍ତାନ କହିଛି ଯେ, ବେଲାରୁଷ୍‌ର ପ୍ରସ୍ତାବ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ସମ୍ପର୍କର ପ୍ରତୀକ, ଯାହା ବାଣିଜ୍ୟ, କୃଷି, ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ ଭଳି କ୍ଷେତ୍ରରେ ବିସ୍ତାରିତ ହେଉଛି। ରିପୋର୍ଟ ଅନୁସାରେ, ମିନସ୍କରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ […]

Read More Text.

ପଶ୍ଚିମବଙ୍ଗରେ ଲାଗୁ ହେବନାହିଁ ୱାକଫ ଆଇନ: ମମତା ବାନାର୍ଜୀ

କୋଲକାତା : ୱାକଫ ଆଇନ ବିରୋଧରେ ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ହିଂସାତ୍ମକ ପ୍ରତିବାଦ କରାଯାଉଛି । ମୁର୍ଶିଦାବାଦ, ହୁଗଲି, ୨୪ ପ୍ରଗଣା ଏବଂ ମାଲଦା ଜିଲ୍ଲାରେ ପୋଲିସ ଗାଡ଼ି ପୋଡ଼ି ଦିଆଯାଇଥିଲା। ଟ୍ରେନ୍ ଏବଂ ରାସ୍ତା ଅବରୋଧ କରାଯାଇଥିଲା ଏବଂ ପୋଡ଼ାଜଳା ଭଳି ଘଟଣା ଘଟିଥିଲା । ହିଂସା ଘଟଣା ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକଙ୍କୁ ନିବେଦନ କରି କହିଛନ୍ତି, “ଆମେ ଏହି ଆଇନର ସପକ୍ଷରେ […]

Read More Text.

ବାଲି ମାଫିଆଙ୍କ ଦୌରାତ୍ମ୍ୟର ଅନ୍ତ କେବେ? ସାଳନ୍ଦୀ ନଦୀ ଗର୍ଭରେ ଲୀନ ହୋଇଯିବ ନଦୀପଠାରେ ଥିବା ଗାଁ !!!

ଆଗରପଡ଼ା :ବାରମ୍ବାର ଖବର ପ୍ରକାଶ ସତ୍ତ୍ୱେ ବିଭାଗୀୟ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ବାଲି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢି ଚାଲିଛି । କିଛି ଦିନ ତଳେ ମାଫିଆ ମାନେ ବେଫିକର ହୋଇ ଦିନ ଦ୍ୱୀପ୍ରହରରେ ବେସରକାରୀଭାବେ ନଦୀ କୂଳରେ ମେସିନ ଲଗାଇ ବାଲି ଖନନ କରି ଟ୍ରାକ୍ଟର ବାଟେ ବୋହିନେଇଥିବାର ଦେଖିବାକୁ ମିଳୁଥିଲା । ଏହାର ପ୍ରତିବାଦ କଲେ ଧମକ ମଧ୍ୟ ମିଳୁଥିବାର ଅଭିଯୋଗ ମଧ୍ୟ ହେଉଥିଲା । […]

Read More Text.

କାମରେ ଆସୁନି ଶବ ଦାହ ଗୃହ, ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ପରିସର

ଆଗରପଡ଼ା:ସଙ୍କୁଚିତ ସ୍ଥାନ ଓ ସୁସ୍ଥ ପରିବେଶ ପାଇଁ ଜନସଂଖ୍ୟାର ଘନତାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ପଂଚାୟତରେ ଏକଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ଗୋଟିଏ କିମ୍ବା ଦୁଇଟି ଶବ ଦାହ କେନ୍ଦ୍ର ନିର୍ମାଣ କରାଯାଇଛି । ମୃତ ବ୍ୟକ୍ତିର ଶବ ଦାହ ପାଇଁ ମୃତକଙ୍କ ପରିବାରକୁ ହରିଶ୍ଛନ୍ଦ୍ର ଯୋଜନାରେ ତିନି ହଜାର ଟଙ୍କା ପ୍ରଦାନ କରାଯାଉଛି । ଉକ୍ତ ଶବ ଦାହ ଗୃହର ପରିବେଶକୁ ସୁନ୍ଦର ପାଇଁ ଫୁଲ ଗଛ ଲଗାଯିବାର ବ୍ୟବସ୍ଥା ହୋଇଛି । […]

Read More Text.

ନିର୍ବାଚନ ସମୟରେ ନେତାଙ୍କ ମନେପଡ଼େ ଜୟସିଙ୍ଗପୁର ଗାଁ, ସ୍ୱାଧିନତାର ୭୭ ବର୍ଷ ପରେ ବି ସ୍ଥାୟୀ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ

ଆଗରପଡ଼ା :ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଗାଁର ବିକାଶ କରିବାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଓ ଜନନେତାଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ସ୍ୱାଧିନତାର ୭୭ ବର୍ଷ ପରେବି ଜିଲ୍ଲାର ଅନେକ ଗାଁରେ ବିକାଶତ ଦୂରର କଥା ମୌଳିକ ସୁବିଧା ମଧ୍ୟ ଅପହଞ୍ଚ ରହିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତ ଅନ୍ତର୍ଗତ ଜୟସିଙ୍ଗପୁର ଗାଁ ଠାରେ । ଏଠି ଗମନାଗମନ, […]

Read More Text.

ହନୁମାନଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବାର୍ଷିକ ଉତ୍ସବ

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ନାରାୟଣପୁର ଛକରେ ହନୁମାନଙ୍କ ମନ୍ଦିରର ନୂତନ ପ୍ରତିଷ୍ଠା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ଥାନରେ ଦୀର୍ଘବର୍ଷ ଧରି ହନୁମାନଙ୍କ ପ୍ରତିମୂର୍ତ୍ତି ପୂଜା ପାଉଥିବା ବେଳେ ଖରା,ଶୀତ ଓ ବର୍ଷାରୁ ପ୍ରତିମୂର୍ତ୍ତିକୁ ରକ୍ଷାକରିବା ପାଇଁ ନୂତନ ମନ୍ଦିର ନିର୍ମାଣ କରାଯାଇଛି । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ନିକଟସ୍ଥ ଥାନାପତି ଗ୍ରାମ୍ୟ ପୁଷ୍କରିଣୀରୁ ୧୦୮ ଗୋଟି କଳସ ଘଟଉତ୍ତୋଳନ କରାଯାଇ […]

Read More Text.

ଖୁଲମଖୁଲ୍ଲା ଚାଲିଛି ପଲିଥିନ ବ୍ୟବହାର, ପ୍ଲାଷ୍ଟିକମୁକ୍ତ ପରିବେଶ ଯୋଜନା ବାଟବଣା

ଆଗରପଡ଼ା :ପରିବେଶ ପ୍ରଦୂଷଣ ହେବାର କାରଣ ଅନେକ ଥିବା ବେଳେ ପଲିଥିନ ଏକ ମୁଖ୍ୟ କାରଣ ସାଜିଥିବାରୁ ମାନ୍ୟବର ହାଇକୋର୍ଟ ୨୦୦୨ ମସିହାରେ ପଲିଥିନ ବ୍ୟବହାର କୁ ବିରୋଧ କରି ଏହା ବିରୁଦ୍ଧରେ କଡ଼ା କଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ରାଜ୍ୟ ସରକାର ଜିଲ୍ଳା ପ୍ରଶାସନକୁ ଏହାର ବ୍ୟବହାର ପାଇଁ ନିଷେଧାଜ୍ଞା ଜାରି ମଧ୍ୟ କରିଛନ୍ତି । ତତ୍ ସହିତ ବିଭିନ୍ନ ଗଣମାଧ୍ୟମରେ ଏହାର ବ୍ୟବହାର ନକରିବା […]

Read More Text.

କୋଟିଏ ଟଙ୍କାର ଗୁଆ ଜବତ; ୧୪ ଜଣ ଅଟକ, ମାଛଧରା ବୋଟ ଜବତ

ପାରାଦୀପ: ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପକ୍ଷରୁ ପାରାଦୀପ ସମୁଦ୍ରରୁ ବିପୁଳ ପରିମାଣର ଗୁଆ ଜବତ କରାଯାଇଛି। ବାଂଲାଦେଶ ସହ ଜଡିତ ଭାରତର ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ସନ୍ଦେହଜନକ ଭାବରେ ଗତି କରୁଥିବା ଏକ ମାଛଧରା ଡଙ୍ଗା ଅଟକାଇଥିଲେ ଡ୍ୟୁଟିରେ ଥିବା ଏକ ତଟରକ୍ଷୀ ବାହିନୀ ଜାହାଜ ଏବଂ ICGS Varad। ICGS Varadର ଏକ ବୋର୍ଡିଂ ଦଳ ‘ଏଫବି ମା ବାସନ୍ତୀ’ ନାମକ ମାଛ ଧରିବା ଡଙ୍ଗାରେ ଧରିଥିଲେ। ତଲାସୀ ସମୟରେ ଜାହାଜରୁ […]

Read More Text.

ବିହାରରେ କାଳବୈଶାଖୀର ତାଣ୍ଡବ, ଗଲାଣି ୧୦୨ ଜଣଙ୍କ ଜୀବନ

ବିହାର : ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ।  ଏଯାଏ ଗଲାଣି ୧୦୨ ଜଣଙ୍କ ଜୀବନ ।  ବିହାରରେ ସବୁଠାରୁ ଅଧିକ ଦେଖିବାକୁ ମିଳିଛି ପ୍ରକୃତିର ପ୍ରଭାବ ।  ଭୀଷଣ ବର୍ଷା ଏବଂ ବ୍ରଜପାତ ଯୋଗୁଁ ଗତ ୨୪ ଘଣ୍ଟାରେ ୮୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ନାଳନ୍ଦା, ସିୱାନ୍, ସରଣ, ଭୋଜପୁର, ଗୟା, ଦାରବଙ୍ଗା, ଜାମୁଇ ଏବଂ ସାହାରା ସମେତ ପ୍ରଭାବିତ ହୋଇଛି ୨୦ ଟି ଜିଲ୍ଲା ।  ନାଳନ୍ଦାରୁ ପ୍ରାଣ […]

Read More Text.

କଫ ସିରଫ୍ ଓ ୩୦ କେଜି ଗଞ୍ଜେଇ ସହ ୩ ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କା ଥାନା ପୋଲିସକୁ ସଫଳତା । ୩୦ କେଜି ଗଞ୍ଜେଇ, କଫ ସିରଫ ବିଭିନ୍ନ ପ୍ରକାର ନିଶା ବଟିକା ଜବତ କରିଛି । ଏହି ଘଟଣାରେ ଦୁଇ ଜଣ ମହିଳାଙ୍କ ସହ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଏନେଇ ଏକ ସାମ୍ବାଦିକ ସମ୍ମଳନୀ ଜରିଆରେ ସୂଚନା ଦେଇଛନ୍ତି ନୂଆପଡ଼ା ଏସପି ରାଘେବିନ୍ଦ୍ର ଗୁଣ୍ଡାଳା ରେଡ୍ଡୀ । ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇ […]

Read More Text.