ବାରିପଦା ସହରର ଅନନ୍ୟ “ଆମେ ୮୦” ର ଜଳସେବା ଶୁଭାରମ୍ଭ
ବାରିପଦା – ବାରିପଦା ସହରର ଅନନ୍ୟ ଜଳସେବା ର ଶୁଭାରମ୍ଭ ବାରିପଦା ନଗରପାଳ ଶ୍ରୀ କୃଷ୍ନାନନ୍ଦ ମହାନ୍ତି ଓ ଉପନଗରପାଳ ଶ୍ରୀମତୀ ସୀମା ଦାସ ଙ୍କ ଦ୍ଵାରା ବାରିପଦାର ବିଭିନ୍ନ ୱାର୍ଡ ର କାଉନସିଲର, ବରିଷ୍ଠ ସାମ୍ବାଦିକ, ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ଆମେ ୮୦ ର ସଦସ୍ୟ ମାନଙ୍କ ଉପସ୍ଥିତି ରେ କରାଯାଇଅଛି।ଏହି ଜଳସେବା ୮୦ ମ୍ୟାଟ୍ରିକୁଲେସନ ବ୍ୟାଚ୍ ର ବନ୍ଧୁ ମାନଙ୍କ ଦ୍ଵାରା ଦୀର୍ଘ ୧୨ ବର୍ଷ ଧରି ଚାଲି ଆସୁଅଛି। ବାରିପଦା ସହରର […]
Read More Text.