ପୁଣି ଯାତ୍ରା ପାର୍ଟି ମାଲିକଙ୍କ ନାଁରେ ଆସିଲା ଅଭିଯୋଗ
ଆଳି: ପିଛା ଛାଡ଼ୁନି ବିବାଦ । ଯାତ୍ରା ବିବାଦକୁ ନେଇ ପୁଣି ଆସିଲା ବଡ଼ ଖବର । ସତରେ ଯାତ୍ରା ପାର୍ଟି ପିଛା ଛାଡ଼ୁନି ବିବାଦ । ପୁଣି ଯାତ୍ରା ପାର୍ଟି ମାଲିକଙ୍କ ନାଁରେ ଆସିଛି ଗୁରୁତର ଅଭିଯୋଗ । ଚୁକ୍ତି ଖିଲାପକରି ଯାତ୍ରା ପରିବେଷଣ କରିନଥିବା ବେଳେ ଅଗ୍ରୀମ ୩ଲକ୍ଷ ଟଙ୍କା ଫେରସ୍ତ କରୁନାହାନ୍ତି ଯାତ୍ରା ବାଘା ଯତୀନ ଲୋକନାଟ୍ୟର ମାଲିକ । ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ଜିଲ୍ଲା ନିଆଳ ସାର୍ବଜନୀନ ଦୁର୍ଗାପୂଜା ଯାତ୍ରା […]
Read More Text.