ଆମେରିକା ଆକ୍ରମଣ ପରେ କ୍ରୋଧିତ ଇରାନ, ଇସ୍ରାଏଲ ଉପରେ ୩୦ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କଲା
ଜେରୁଜେଲମ: ରବିବାର ସକାଳେ ଯାହା ଭୟ ଥିଲା ତାହା ଘଟିଛି। ଆମେରିକା ରବିବାର ଭାରତୀୟ ସମୟ ଭୋର୍ ସାଢ଼େ ୪ଟାରେ ଇରାନର ତିନୋଟି ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିଛି। ଏହା ପରେ ଇରାନ ମଧ୍ୟ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରି ବଡ଼ ଧରଣର ଧ୍ୱଂସ କରିଛି। ଇସ୍ରାଏଲର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଇରାନରୁ ଇସ୍ରାଏଲ ଆଡ଼କୁ ଅତି କମରେ ୩୦ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଆଇହିଏଫ ଟେଲିଗ୍ରାମରେ କହିଛି, ଇସ୍ରାଏଲ ରାଜ୍ୟ […]
Read More Text.