ପ୍ରଶାସନ ପକ୍ଷରୁ ସହରରେ ଜବରଦଖଲ ଉଚ୍ଛେଦ
ବାରିପଦା : ମୟୂରଭଂଜ ଜିଲ୍ଲାର ଦିତୀୟ ବୃହତ୍ତମ ରାଇରଙ୍ଗପୁର ସହରର ଜନସଂଖ୍ୟା ହୁ ହୁ ବୃଦ୍ଧି ପାଉଛି ।ସରକାର ମଧ୍ୟ ଆଇନଶୃଙ୍ଖଳା,ଟ୍ରାଫିକ,ଅପରଧ ନିୟନ୍ତ୍ରଣ ପାଇଁ ରାଇରଙ୍ଗପୁର ପୋଲିସ ଜିଲ୍ଲା ଘୋଷଣା କରିଛନ୍ତି । ଜନସଂଖ୍ୟା ବୃଦ୍ଧି ସହ ରୋଟିରୋଜି ଏବଂ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ରାସ୍ତାକଡ ପାର୍ଶ୍ବରେ ଛୋଟ ଛୋଟ ଦୋକାନ କରି ଚଳୁଛନ୍ତି । ରାଇରଙ୍ଗପୁର ସହରରେ ବାଇପାସ୍ ନ ଥିବାରୁ ସହରର ମଧ୍ଯ ଦେଇ ଜାତୀୟ ରାଜପଥ ୨୨୦ ନମ୍ବର ଯାଇଛି ।ତଦସହ ଦୁଇଟି […]
Read More Text.