Sures

ପେଟପାଟଣା ପାଇଁ ଆସୁଥିବା ବାହାର ରାଜ୍ୟର ଲୋକଙ୍କ ପାଇଁ ଓଡ଼ିଶା କେବେବି ଏକ ଅସୁରକ୍ଷିତ ସ୍ଥାନ ନୁହେଁ: ସୁରେଶ ପୂଜାରୀ

ଭୁବନେଶ୍ୱର : ଓଡ଼ିଶା ବିରୋଧରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସାଂସଦ ୟୁସୁଫ ପଠାନଙ୍କ ସାଂଘାତିକ ଅଭିଯୋଗ ।  ପଶ୍ଚିମବଙ୍ଗରୁ ବିଶେଷକରି ବରମହମପୁର, ମୁର୍ସିଦାବାଦ ଓ ସଂଲଗ୍ନ ବର୍ତ୍ତୀ ଜିଲ୍ଲାରୁ କାମ କରିବାକୁ ଓଡ଼ିଶା ଯାଉଥିବା ଶ୍ରମିକଙ୍କ ଉପରେ ଆକ୍ରମଣ ହେଉଥିବା ସେ ଅଭିଯୋଗ କରିଛନ୍ତି । କାର୍ଯ୍ୟକ୍ଷେତ୍ର ଛାଡ଼ି ପଳାଇବା ପାଇଁ ସେମାନଙ୍କୁ ଧମକ ଦିଆଯିବା ସହ ଆକ୍ରମଣ କରାଯାଉଛି ।  ଏହି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହସ୍ତକ୍ଷେପ ଲୋଡ଼ି ୟୁସୁଫ ପଠାନ ତାଙ୍କୁ ଚିଠି […]

Read More Text.
Screenshot 2025 05 04 104720 750

ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଆଉ ଏକ ଏତଲା

ପୁରୀ: ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଆଉ ଏକ ଏତଲା। ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦକୁ ନେଇ ସିଂହଦ୍ବାର ଥାନାରେ ଏତଲା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଏତଲା ହୋଇଛି। ଜଗନ୍ନାଥ ସେନା ପକ୍ଷରୁ ଥାନାରେ ଏତଲା ହେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଗତକାଲି ଅନଲାଇନରେ ଏତଲା ଦେଇଥିଲେ ଆର୍‌ଟିଆଇ କର୍ମୀ ଜୟନ୍ତ ଦାସ। ଆଜି ଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି […]

Read More Text.
Chen

ପାକିସ୍ତାନକୁ ଚେନାବ ନଦୀ ପାଣି ବନ୍ଦ କଲା ଭାରତ

ପହଲଗାଓଁ ଆକ୍ରମଣ ପରେ ପାକିସ୍ତାନକୁ କୂଟନୈତିକ ସ୍ତରରେ ଆଉ ଏକ ବଡ଼ ଝଟକା ଦେଇଛି ଭାରତ। ସିନ୍ଧୁ ନଦୀ ଜଳ ଚୁକ୍ତିକୁ ଭାରତ ରଦ୍ଦ କରିବା ପରେ ଏବେ ଚେନାବ ନଦୀ ଜଳକୁ ବନ୍ଦ କରିଦେଇଛି। ଚେନାବ ନଦୀର ବଗଲିହାର ଡ୍ୟାମରୁ ପାକିସ୍ତାନକୁ ଯାଉଥିବା ପାଣିକୁ ଭାରତ ଅଟକାଇଦେଇଛି। ଏହା ସହିତ କିଶନଗଙ୍ଗା ଡ୍ୟାମରୁ ବି ପାକିସ୍ତାନକୁ ଜଳ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ଯୋଜନା ଚାଲିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଜାମ୍ମୁର […]

Read More Text.
Cm 616x330

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ୱର : ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ । ଭୁବନେଶ୍ୱର ୟୁନିଟ୍ ୫ ସ୍ଥିତ ପ୍ରକୋଷ୍ଠରେ ଶୁଣାଣି ବନ୍ଦ ରହିବ ।  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି । ମ୍ୟୁଖମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୨ ଦିନର କାଳ ବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିଛି ।  ଦିନର ତାପମାତ୍ରା ୩୫ ଡିଗ୍ରୀ ପାର୍ କରିଛି ।  ଦିନରେ ଲୋକମାନେ ଘରୁ ବାହାରକୁ […]

Read More Text.
Screenshot 2025 05 03 192941

ଖାନ୍‌ନଗର ବ୍ରିଜ ଅଘଟଣ: ୧୫ ଦିନ ଭିତରେ ରିପୋର୍ଟ ଦେବ ୩ ଜଣିଆ କମିଟି

କଟକ: ଖାନ୍‌ନଗରରେ ବ୍ରିଜ୍ ନିର୍ମାଣ ସମୟରେ ଗତକାଲି ଘଟିଥିବା ଅଘଟଣରେ ୩ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହି ଘଟଣାରେ ୩ ଜଣିଆ ବୈଷୟିକ କମିଟି ଗଠନ କରାଯାଇଛି। ୧୫ ଦିନ ମଧ୍ୟରେ କମିଟି ତଦନ୍ତ କରି ରିପୋର୍ଟ ଦେବ । ଆଜିଠାରୁ ତଦନ୍ତ ଆରମ୍ଭ ହେବ । ସେହିପରି ମୃତକଙ୍କ […]

Read More Text.
Wrwer

ମଞ୍ଜୁ ନାଏକଙ୍କ ପାଇଁ ସ୍ବର ଉଠାଇଲା ହୋ ଗାଲାଙ୍ଗ; ତୁରନ୍ତ ଘରଡିହ ଯୋଗାଇ ଦିଅ, ନଚେତ୍ ଆନ୍ଦୋଳନ 

ବାରିପଦା- କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ରାଇରଙ୍ଗପୁର ସହର ଅଁଳାଡ଼ୁବା, ୧୦ ନଂ ୱାର୍ଡ଼(କୋହୁସାହି)ର ଆଦିବାସୀ କୋହ୍ଲ ଜାତିର ଝିଅ ମଞ୍ଜୁ ନାଏକଙ୍କ ଘରଡିହ ଖଣ୍ଡେ ନାହିଁ l ମାତ୍ର  ମଞ୍ଜୁ ନାଏକ ଜଣେ ଭଲ ବିଦ୍ୟାର୍ଥୀ l  ଯୁକ୍ତ ତିନି ବିଜ୍ଞାନ ପାସ କରିଛନ୍ତି l ମୟୂରଭଞ୍ଜ ଜିଲ୍ଲାରୁ ମନ୍ତ୍ରୀ ହୋଇଥିବା ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ, ରାଇରଙ୍ଗପୁର ବିଧାୟକ କଲେନ୍ ନାଏକ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ମୟୁରଭଂଜ ଜିଲ୍ଲାପାଳ […]

Read More Text.
Img 20250502 wa0112

ବିଜାତଳା ବ୍ଲକରେ ପଂଚାୟତ ସମିତି ବୈଠକ ଅନୁଷ୍ଠାନ

ବାରିପଦା – ବିଜାତଳା ସମିତି  କାର୍ଯ୍ୟାଳୟ ବରଗଡ ସଭା ଗୃହରେ ବ୍ଲକ ଅଧ୍ୟକ୍ଷା ରାଣୀ ମୁର୍ମୁ ଙ୍କ ଅଧ୍ୟକ୍ଷତାରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଡ଼ିଓ ବଂଶୀଧର ଖୋସଲା ଙ୍କ ସମେତ ମୁଖ୍ୟ ଅତିଥି ମୟୁରଭଞ୍ଜ ସାଂସଦ ନବଚରଣ ମାଝୀ, ସମ୍ମାନିତ ଅତିଥି ସlରସକଣା  ବିଧାୟକ ଭlଦବ ହାଁସଦା, ରାଜ୍ୟ ସଭା ସାଂସଦ ପ୍ରତିନିଧି ସରୋଜ ମହାନ୍ତ ଙ୍କ ଉପସ୍ଥିତିରେ ବ୍ଲକ ଶିକ୍ଷାଧିକାରୀ ନେପଲ ମୁଣ୍ଡା ବ୍ଲକ ର ଶିକ୍ଷା ଦାନ, ତଥା […]

Read More Text.

ଚେକ ବାଉନ୍ସ ମାମଲାରେ ଅଭିଯୁକ୍ତ କୁ କାରାଦଣ୍ଡ ସମେତ ଅର୍ଥ ଦଣ୍ଡାଦେଶ

ବାରିପଦା –  ଆଜି ଏକ ଚେକ ବାଉନ୍ସ ମାମଲାର ବିଚାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ବାରିପଦା (ପ୍ରଥମ) ନିମ୍ନ     ଅଡାଲତ ତଥା ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ମାଜିଷ୍ଟେଟ ପ୍ରଦାନ କରିଥିବା ଅଭିଯୁକ୍ତ ବିରୋଧରେ ରାୟ କୁ କାଏମ ରଖିଛନ୍ତି l ମାମଲାର ବିବରାଣୀ ରୁ ପ୍ରକାଶ ଯେ ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ କଣ୍ଟିସାହି ଅଞ୍ଚଳର ଅଜୟ କୁମାର ପାତ୍ର କଣ୍ଟିସାହି ଲ୍ୟାମ୍ପ ରୁ ଏକଲକ୍ଷ ଟଙ୍କା ରୁଣ ନେଇଥିଲେ […]

Read More Text.
Img 20250503 wa0194

ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବାରିପଦା:  ସ୍ଥାନୀୟ ବାରୁଣୀ ରୋଡସ୍ଥିତ ମୟୁରଭଞ୍ଜ କେମିଷ୍ଟ ଭବନରେ ଉତ୍କଳ କେମିଷ୍ଟ ପରିବାରର ଚିର ନମସ୍ୟ ସ୍ବର୍ଗତ ଚୌଧୁରୀ ପ୍ରବୀର କୁମାର ଦାସଙ୍କ ନବମ ଶ୍ରାଦ୍ଧ ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର ହୋଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ସମ୍ମାନିତ ଅତିଥି ସମାଜସେବୀ ଅମର କୁମାର ସେଠି, ସର୍ବଭାରତୀୟ କେମିଷ୍ଟ ସଂଘର କାର୍ଯ୍ୟକାରିଣୀ ସଦସ୍ୟ ସରୋଜ କୁମାର ସାହୁ, ucdaର ପୂର୍ବତନ ସଭାପତି ସୁଢଳ ବିହାରୀ ମହାନ୍ତି ଓ଼ କେନ୍ଦ୍ରୀୟ […]

Read More Text.
Img 20250503 wa0188

ମୟୁରଭଞ୍ଜ ଜିଲ୍ଲାପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ଜିଲ୍ଲାପରିଷଦ ଅଧିନସ୍ଥ ବିଭିନ୍ନ ବିଭାଗୀୟ ଜନ କଲ୍ୟାଣ ଯୋଜନା ସମ୍ପର୍କ ରେ ବିଶଦ ଆଲୋଚନା ବାରିପଦା: ମୟୁରଭଞ୍ଜ ଜିଲ୍ଲା ପରିଷଦ ର ୮ମ ବୈଠକ ଆଜି ପୂର୍ବାହ୍ନ ରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି | ବୈଠକରେ ମାନ୍ୟବର ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗ, ଡ଼ କୃଷ୍ଣ ଚନ୍ଦ୍ର ମହାପାତ୍ର, ମାନ୍ୟବର ରାଜ୍ୟସଭା […]

Read More Text.