Photo1 for the news of kapali

ଦଳ ଭର୍ତ୍ତି କପାଳୀ ନଦୀରେ କୃତ୍ରିମ ବନ୍ୟା ଆଶଙ୍କା

ଆଗରପଡ଼ା:କପାଳୀ ଏକ ନଦୀର ମାନ୍ୟତା ପାଇ ନଥିଲେ ମଧ୍ୟ ଅଷ୍ଟବାଙ୍କ ସଦୃଶ ପ୍ରବାହିତ ଏହି ନଦୀରେ କଳମ ଜାତୀୟ ଦଳ ଭର୍ଭି ହୋଇଛି । ଫଳରେ ଉପର ମୁଣ୍ଡରେ ବର୍ଷା ହେଲେ ଜଳ ନିଷ୍କାସନ ହୋଇ ନପାରି ରାସ୍ତା ସହ ଚାଷ ଜମି ଜଳମଗ୍ନ ହେଉଛି । ଏହାର ସଂସ୍କାର ପାଇଁ ଦୀର୍ଘଦିନହେବ ଦାବି ହେଉଥିଲେ ହେଁ ତାହା ଅଦ୍ୟାବଧି ଅଧାପନ୍ତରିଆ ଭାବେ ପଡ଼ିରହିଛି । କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ ବନ୍ତଳା ଗ୍ରାମରୁ ଏହି ନଦୀ […]

Read More Text.
E

ଆଗରପଡ଼ାରେ ହେରାପଂଚମୀ

ଆଗରପଡ଼ା :ସ୍ଥାନୀୟ ମାଉସୀମା ମନ୍ଦିରରେ ପବିତ୍ର ହେରାପଂଚମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରେ ଶ୍ରୀଲକ୍ଷ୍ମୀଙ୍କୁ ଏକୁଟିଆ ଛାଡ଼ି ଭାଇଭଉଣୀଙ୍କ ସହ ରଥଯାତ୍ରାରେ ମାଉସୀମା ଘରକୁ ଆସିଥିଲେ ।ଏହି କଥାକୁ ରୋଷ କରି ଶ୍ରୀଲକ୍ଷ୍ମୀ ଆସି ରଥ ଭାଙ୍ଗିବା ପରମ୍ପରା ରହିଛି । ତେଣୁ ଏଠାରେ ଥିବା ଶ୍ରୀମନ୍ଦିରରୁ ଶ୍ରୀଲକ୍ଷ୍ମୀଙ୍କୁ ମାଉସୀମା ମନ୍ଦିରକୁ ନିଆ ଯାଇଥିଲା ଓ ରଥ ମଧ୍ୟ ଭଙ୍ଗା ଯାଇଥିଲା । ଶ୍ରୀମନ୍ଦିର ପକ୍ଷରୁ ଠାକୁର ରାଜା ତଥା ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ […]

Read More Text.
11

ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର

 ସ୍ୱର୍ଗତା ରେଣୁକା ଦାସଙ୍କ ଦ୍ଵାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କେନ୍ଦ୍ରାପଡା (ବିକାଶ ବେହେରା, ଓଏନଏନ) :  ରାଜ୍ୟର ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ମହାପାତ୍ର ଆଜି ସାନବେତରା ଗସ୍ତ କରି ଶ୍ରୀଯୁକ୍ତ ବାବୁଲି ଦାସଙ୍କ ଧର୍ମପତ୍ନୀ ସ୍ୱର୍ଗତା ରେଣୁକା ଦାସଙ୍କ ଦ୍ଵାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଶ୍ରୀ ମହାପାତ୍ର ସିଧାସଳଖ ଶ୍ରୀଯୁକ୍ତ ଦାସଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ଗଭୀର ସମବେଦନା ଜ୍ଞାପନ କରିଥିଲେ। ଏହି ଅବସରରେ ଶ୍ରୀ ମହାପାତ୍ର […]

Read More Text.
Xx

ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ: ଅଧିକାରୀ କହିଲେ- ଆଇନ ମୋତେ ନ୍ୟାୟ ଦେବ

ଭୁବନେଶ୍ବର: ମୋ ବିରୋଧରେ ସ୍ୱଚ୍ଛ ସାଥୀ ଆଣିଥିବା ଅଭିଯୋଗ ଭିତ୍ତିହୀନ। ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ମୋତେ ଓ ମୋର ବ୍ୟକ୍ତିତ୍ଵକୁ ଲୋକ ଜାଣିଛନ୍ତି। ବହୁ ଲୋକ ମିଥ୍ୟା ଅଭିଯୋଗ ଆଣିବେ। କିନ୍ତୁ ଆଇନ ତା ବାଟରେ କାମ କରିବ। ଭୁବନେଶ୍ବର ମହାନଗର ନିମଗ (ବିଏମ୍‌ସି)ର ଅତିରିକ୍ତ କମିସନର ରତ୍ନାକର ସାହୁ ଏହା କହିଛନ୍ତି। ସେ କହିଛନ୍ତି ଯେ ସୋମବାର ଗ୍ରିଭାନ୍ସ ଥିବାରୁ କାର୍ଯ୍ୟାଳୟରେ ମୁଁ ଗ୍ରୀଭାନ୍ସ ଟେକ୍‌ଅଫ୍‌ କରୁଥିଲି। କମିସନର ନଥିବାରୁ ମୁଁ ଦାୟିତ୍ୱ ତୁଲାଉଥିଲି। କାମ […]

Read More Text.
Delhi rain

ପାଣିପାଗ: ଆହୁରି ୫ ଦିନ ଜାରି ରହିବ ବର୍ଷା, ଏସ୍‌ଆରସି ପକ୍ଷରୁ ପରାମର୍ଶ ଜାରି

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେଲା ବର୍ଷା ଜାରି ଅଛି। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ ବୁଧବାର ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ‌ଏନେଇ ସ୍ବତନ୍ତ୍ର ରିଲିଫ କମିସନର(ଏସ୍ଆରସି)ଙ୍କ ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ଏସ୍‌ଆରସି ପକ୍ଷରୁ କୁହାଯାଇଛି ଯେ, ଯେଉଁ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ […]

Read More Text.

ସମ୍ବିଧାନ ବଞ୍ଚାଅ ସମାବେଶ: ପ୍ରସ୍ତୁତି ଜାରି; ଓଡ଼ିଶା ଆସିବେ ରାହୁଲଙ୍କ ସହ ଖଡ୍‌ଗେ

ଭୁବନେଶ୍ବର: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତସୂଚୀରେ ପରିବର୍ତ୍ତନ ହୋଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ ନାହିଁ। ଓଡ଼ିଶାକୁ ତାଙ୍କର ଗସ୍ତ ଆସନ୍ତା ୧୧ ତାରିଖରେ ହେବ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଓ ଏଆଇସିସି […]

Read More Text.
Rcb stampede 750x430

ବେଙ୍ଗାଲୁରୁ ଦଳାଚକଟା ଘଟଣା – ସରକାରଙ୍କ ନିଲମ୍ବନ ଆଦେଶ ରଦ୍ଦ କଲେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍

ବେଙ୍ଗାଲୁରୁ : ଗତ ଜୁନ ମାସରେ ବେଙ୍ଗାଲୁରୁରେ ହୋଇଥିବା ଦଳାଚକଟା ଘଟଣାରେ ବରିଷ୍ଠ ଆଇପିଏସ୍ ଅଧିକାରୀ ବିକାଶ କୁମାରଙ୍କ ବିରୋଧରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ ଆଜି କର୍ଣ୍ଣାଟକ ସରକାରଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କରିଛନ୍ତି। ବିଚାରପତି ସନ୍ତୋଷ ମେହରା ଏବଂ ବିଚାରପତି ଆର.କେ. ଶ୍ରୀବାସ୍ତବଙ୍କ ନେତୃତ୍ୱାଧୀନ ଟ୍ରିବ୍ୟୁନାଲ୍ ଖଣ୍ଡପୀଠ କହିଛନ୍ତି ଯେ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟାପ୍ତ ଏବଂ ଯଥେଷ୍ଟ ପ୍ରମାଣ ଉପରେ ଆଧାରିତ ନୁହେଁ। ଦଳାଚକଟା ଘଟଣାରେ ନିଲମ୍ବିତ ହୋଇଥିବା ପାଞ୍ଚ ଜଣ ଅଧିକାରୀଙ୍କ ମଧ୍ୟରେ ଶ୍ରୀ କୁମାର […]

Read More Text.
Pic 1 1751364686

ନିଯୁକ୍ତି-ସଂଯୁକ୍ତ ପ୍ରୋତ୍ସାହନ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ସମସ୍ତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ଏବଂ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ନିଯୁକ୍ତି-ସଂଯୁକ୍ତ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁରୀ ଦେଇଛି। ଏହାର ବିଶେଷ ଲକ୍ଷ୍ୟ ଉତ୍ପାଦନ କ୍ଷେତ୍ର ଉପରେ ରହିଛି। ଆଜି ନୂଆଦିଲ୍ଲୀରେ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଏହି ଯୋଜନା ଅଧୀନରେ ପ୍ରଥମ ଥର ପାଇଁ କର୍ମଚାରୀମାନେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଏକ ମାସର […]

Read More Text.
Narendra modi blog 750x430

ଜନ ଆନ୍ଦୋଳନ ପାଲଟିଛି ଡିଜିଟାଲ ଇଣ୍ଡିଆ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଡିଜିଟାଲ ଇଣ୍ଡିଆ ଏକ ଜନ ଆନ୍ଦୋଳନ ପାଲଟିଛି ଏବଂ ଏକ ଆତ୍ମନିର୍ଭର ଭାରତ ଗଠନ ଓ ଭାରତକୁ ବିଶ୍ୱର ଏକ ବିଶ୍ୱସ୍ତ ନବସୃଜନ ଅଂଶୀଦାର କରିବାରେ କେନ୍ଦ୍ରବିନ୍ଦୁ ପାଲଟିଛି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ଦଶ ବର୍ଷ ପୂର୍ତ୍ତି ଅବସରରେ ଏକ ବ୍ଲଗରେ, ସେ କହିଛନ୍ତି ଯେ ଭାରତ ଡିଜିଟାଲ ଶାସନରୁ ବିଶ୍ୱ ଡିଜିଟାଲ ନେତୃତ୍ୱ ଆଡକୁ ଗତି କରୁଛି। ଶ୍ରୀ ମୋଦୀ ଲେଖିଛନ୍ତି ଯେ ଦଶନ୍ଧି ଧରି […]

Read More Text.
Guw4 q wuaafwmd

ଆଇଆଇଟି ବମ୍ବେରେ ପରିଚୟ ଲୁଚାଇ ୧୪ ଦିନ ରହିଲେ ନକଲି ଛାତ୍ର

ମୁମ୍ବାଇ: ନିଜକୁ ଆଇଆଇଟି ବମ୍ବେର ଛାତ୍ର ବୋଲି ଉପସ୍ଥାପନ କରି କଲେଜ କ୍ୟାମ୍ପସ୍‌ରେ ରହିଥିବା ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଗତ ସପ୍ତାହରେ ଗିରଫ କରାଯାଇଥିଲା। ଏବେ ତାଙ୍କୁ ଜେରା କରିବାରୁ ନୂଆ ନୂଆ ତଥ୍ୟ ସବୁ ହସ୍ତଗତ ହେବାରେ ଲାଗିଛି। ଛାତ୍ର ରୂପଧାରୀ ନକଲି ଯୁବକ ଜଣକ ହେଉଛନ୍ତି ବିଲାଲ ଅହମଦ ତେଲି। ଘଟଣା ସଂପର୍କରେ ଜୁନ ୨୬ ତାରିଖରେ ଜାଣିବାକୁ ମିଳିଲା। ବିଲାଲଙ୍କୁ ସୋଫାରେ ଶୋଇଥିବାର ଦେଖି ଆଇଆଇଟି-ବମ୍ବେର ଜଣେ କର୍ମଚାରୀଙ୍କ ମନରେ ସନ୍ଦେହ […]

Read More Text.