ମାତିଛନ୍ତି ଚନ୍ଦନ ଦସ୍ୟୁ; ଘରବାଡିରୁ କାଟିନେଲେ ଚନ୍ଦନ ଗଛ
ବାରିପଦା: ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ କିଛିଦିନ ହେଲା ଚୋର ଓ ଛିନତାଇଙ୍କ ଉପଦ୍ରବ ବୃଦ୍ଧି ପାଇଅଛି । ମାତ୍ର ପୋଲିସ ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁ ବର୍ତ୍ତମାନ ଛୀନତାଇ କମି ଯାଇଥିବାବେଳେ ଚୋରଙ୍କ ଚୋରି କରିବାର ତରିକା ବଦଳି ଯାଇଛି ।ଏବେ ଚୋର ଲୋକଙ୍କ ସମ୍ପତ୍ତି ଉପରେ ନଜର ନ ରଖି ଲୋକଙ୍କ ବାଡି ବଗିଚା ରେ ଥିବା ଚନ୍ଦନ ଗଛ ଉପରେ ଲୋଲୁପ ଦୃଷ୍ଟି ପଡ଼ିଛି ।ଚନ୍ଦନ କାଠ କିଲୋ ୮୦୦୦ ଟଙ୍କା ହୋଇଥିବାବେଳେ […]
Read More Text.