IMG 20260712 WA0128 (1)

ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ, ମୟୁରଭଞ୍ଜ ଶାଖାର ସାଙ୍ଗଠନିକ ବୈଠକ 

ବାରିପଦା : ସ୍ଥାନୀୟ ଭଂଜପୁର ସ୍ଥିତ ସଂସ୍ଥାର ସମ୍ମିଳନୀ କକ୍ଷରେ ରାଜ୍ୟ ଉପାଧ୍ୟକ୍ଷ ଅଜୟ କୁମାର ମିଶ୍ରଙ୍କ ଅଧ୍ୟାକ୍ଷତାରେ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ, ମୟୁରଭଞ୍ଜ ଜିଲ୍ଲା ଶାଖାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ସଭାପତି ମୁକ୍ତେଶ୍ଵର ଜୀଉ, ଉପସଭାପତି ହରିନାରାୟଣ ମିଶ୍ର, ସମ୍ପାଦକ ଆଲୋକ କୁମାର ରଣା ଓ ସୁନୀଲ କୁମାର ହୋତା ଏବଂ ଆଜୀବନ ସଦସ୍ୟ ସଜୟ କୁମାର ଷଡ଼ଙ୍ଗୀ, ଉଦୟ କୁମାର ଜେନା, ଭାନୁପ୍ରତାପ ଭଞ୍ଜଦେଓ, ଦିଲ୍ଲୀପ କୁମାର […]

Read More Text.
IMG 20260712 WA0127

ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ୍ ଏକାଡ଼େମୀ ପକ୍ଷରୁ ୩ ଦିନିଆ ଫୁଟବଲ ଦକ୍ଷତା ବୃଦ୍ଧି କର୍ମଶାଳା “ଆରମ୍ଭ” ଉଦଘାଟିତ 

ବାରିପଦା : ଟାଟା ଟ୍ରଷ୍ଟସ୍‌ର ଆନୁକୂଲ୍ୟରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ୍ ଏକାଡ଼େମୀ ଦ୍ୱାରା ଆୟୋଜିତ ୩ ଦିନିଆ ଫୁଟବଲ ଉପରେ ଦକ୍ଷତା ବିକାଶ କର୍ମଶାଳା ‘ଆରମ୍ଭ’ ବାରିପଦା ଷ୍ଟାଡ଼ିୟମରେ ଉଦ୍‌ଘାଟିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଜ୍ଞାନ, ତାଲିମ ଦକ୍ଷତା ଏବଂ ତୃଣମୂଳ ସ୍ତରର ନେତୃତ୍ୱ ମାଧ୍ୟମରେ ସାମୁହିକ କ୍ରୀଡ଼ାର ବିକାଶ ପାଇଁ ଏକ ମଜବୁତ ଭିତ୍ତିଭୂମି ପ୍ରସ୍ତୁତ କରିବା I ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ […]

Read More Text.
Dead Body Death 1068x712 (1)

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଗାଜିଆବାଦ୍‌:ଗାଜିଆବାଦ୍‌ରେ ଜଣେ ୭ ବର୍ଷର ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରାଯିବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ନାବାଳିକାର ମୃତଦେହ ଗାଜିଆବାଦ୍‌ ରାଜନଗର ନିକଟରେ ଥିବା ନିର୍ମାଣାଧୀନ କୋଠାରୁ ଶନିବାର ଭୋର୍‌ ସମୟରେ ମିଳିଥିଲା। ମୃତ ନାବାଳିକାର ପିତାମାତା ବିହାରରୁ ଆସି ଏଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସେମାନେ ସେହି ନିର୍ମାଣାଧୀନ କୋଠା ନିକଟରେ ଏକ ଝୁମ୍ପୁଡ଼ି କରି ରହୁଥିଲେ। ମୃତକଙ୍କ ପରିବାରର କହିବାନୁଯାୟୀ ତାଙ୍କ ଝିଅକୁ କେତେକ ଯୁବକ […]

Read More Text.
Iran

ପୁଣି ହର୍ମୁଜ ବନ୍ଦ କଲା ଇରାନ, ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ସ୍ଥିତି

ଆମେରିକା : ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ସ୍ଥିତି । ଇରାନ ବନ୍ଦ କଲା ହର୍ମୁଜ ପ୍ରଣାଳୀ ।  ଆମେରିକାର ଘନ ଘନ ଏୟାରଷ୍ଟ୍ରାଇକ୍ । ମଧ୍ୟପ୍ରାଚ୍ୟରେ ସ୍ଥିତି ପୁଣି ଥରେ ଗମ୍ଭୀର ରୂପ ଧାରଣ କରିଛି । ବିଶ୍ୱ ବାଣିଜ୍ୟର ପ୍ରମୁଖ ଜଳପଥ ହର୍ମୁଜ ପ୍ରଣାଳୀକୁ ଇରାନ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି । ଏହି ସାମରିକ ତିକ୍ତତା ମଧ୍ୟରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଚଳିତ ସପ୍ତାହରେ ଇରାନ ଉପରେ ତୃତୀୟ ପର୍ଯ୍ୟାୟ ବଡ଼ ଧରଣର ଏୟାରଷ୍ଟ୍ରାଇକ୍ […]

Read More Text.
Iskcon

ବିଶ୍ୱବ୍ୟାପୀ ରଥଯାତ୍ରାକୁ ନେଇ ଇସ୍କନର ସ୍ପଷ୍ଟୀକରଣ, ଜାରି ହେଲା ପ୍ରେସ୍ ବିବୃତ୍ତି

ଭୁବନେଶ୍ବର: ଶାସ୍ତ୍ର ସମ୍ମତ ଏବଂ ମହାପ୍ରଭୁଙ୍କ ପ୍ରକୃତ ଭାବଧାରାରେ ସୀମିତ । ବିଶ୍ୱବ୍ୟାପୀ ରଥଯାତ୍ରାକୁ ନେଇ ସ୍ପଷ୍ଟୀକରଣ ରଖିଲା ଇସ୍କନ । ବିଶ୍ୱର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ରଥଯାତ୍ରା ଉତ୍ସବକୁ ନେଇ ସୃଷ୍ଟି ହୋଇଥିବା ପ୍ରଶ୍ନ ଓ ଚର୍ଚ୍ଚା ଉପରେ ଆଜି ଆନ୍ତର୍ଜାତୀୟ କୃଷ୍ଣଭାବନାମୃତ ସଂଘ (ଇସ୍କନ) ପକ୍ଷରୁ ଏକ ପ୍ରେସ୍ ବିବୃତ୍ତି ଜାରି କରାଯାଇଛି । ସଙ୍ଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଇସ୍କନ ଦ୍ୱାରା ଆୟୋଜିତ ସମସ୍ତ ରଥଯାତ୍ରା ସମ୍ପୂର୍ଣ୍ଣ ଭାବେ ଶାସ୍ତ୍ର ଅନୁମୋଦିତ […]

Read More Text.
Screenshot 2026 07 12

ଉଦଳାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ରୁଟ୍‌ରେ ବସ ଚଳାଚଳ ବନ୍ଦ

ଉଦଳା: ଆଜଠାରୁ ଉଦଳାରୁ ସମସ୍ତ ରୁଟ୍‌କୁ ବସ ଚଳାଚଳ ବନ୍ଦ ରହିଛି। ଉଦଳାରୁ ଭୁବନେଶ୍ୱର ଚାଲୁଥିବା ଏକ ଯାତ୍ରୀବାହୀ ବସର କଣ୍ଡକ୍ଟର ରବୀନ୍ଦ୍ର ପରିଚ୍ଛାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ତେବେ ଅଭିଯୁକ୍ତମାନଙ୍କୁ ଗିରଫ କରା ଯାଉନଥିବାରୁ ଆଜି ଉଦଳା ମଟର କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ସଂଘର କହିବା ଅନୁଯାୟୀ, ଆକ୍ରମଣକାରୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ପର୍ଯ୍ୟନ୍ତ ବସ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ। […]

Read More Text.
IMG 20260712 WA0020 750x420

ରଥଯାତ୍ରାରେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ: ୧୫ କମ୍ପାନୀ ଯବାନ ସମ୍ଭାଳିବେ ମହାପ୍ରଭୁଙ୍କ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆସନ୍ତା ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ମହାପର୍ବକୁ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଲାଗି ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କେବଳ ରାଜ୍ୟ ପୋଲିସ ନୁହେଁ, ବରଂ ଚଳିତ ବର୍ଷ ରଥଯାତ୍ରା ସମୟରେ ପୁରୀରେ ୧୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ମୁତୟନ କରାଯିବ ବୋଲି ପୋଲିସ ମହାନିର୍ଦ୍ଦେଶକ […]

Read More Text.
IMG 20260711 WA0248

୨ୟ ବାର୍ଷିକ ଜାତୀୟ ନାଟ୍ୟ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 

ବାରିପଦା : ସ୍ଥାନୀୟ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବାରିପଦାର ଅଗ୍ରଣୀ ନାଟ୍ୟସଂସ୍ଥା “ଆମେ ବାରିପଦା” ଆନୁକୂଲ୍ୟରେ ଆସନ୍ତା ଅଗଷ୍ଟ ମାସ ୧୮ ରୁ ୨୬ ତାରିଖ ମଧ୍ୟରେ ୯ ଦିନଧରି ହେବାକୁଥିବା ୨ୟ ବାର୍ଷିକ ଜାତୀୟ ନାଟ୍ୟ ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କୈଳାଶ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମହୋତ୍ସବର ଉପସଭାପତି ବରିଷ୍ଠ ସାମ୍ବାଦିକ ଡ଼ଃ ବିଜୟ କୁମାର ଅଗ୍ରୱାଲ, ବିଶିଷ୍ଟ […]

Read More Text.
IMG 20260711 WA0243

ଜାତୀୟସ୍ତରୀୟ ଖୋ-ଖୋ ପ୍ରତିଯୋଗିତାରେ ଭାଗ ନେବେ ବାରିପଦା କେନ୍ଦ୍ରୀୟ ବିଦ୍ୟାଳୟର ୪ ଖେଳାଳି 

ବାରିପଦା : ଚଣ୍ଡିଗଡ ସ୍ଥିତ ଭାଗୱାରା ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବାକୁ ଥିବା ୫୫ତମ ଆଞ୍ଚଳିକ ଖେଳକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଲକ୍ଷ୍ମୀପୋଷିର ୪ ଖେଳାଳି I ଏହି ପ୍ରତିଯୋଗିତାରେ ଅନୁଷ୍ଠିତ ହେବାକୁଥିବା ୧୭ ବର୍ଷରୁ କମ ଖୋ – ଖୋ ପ୍ରତିଯୋଗିତାରେ ୧୦ମ ଶ୍ରେଣୀର ଆୟୁଷ ମୁଣ୍ଡା, ୯ମ ଶ୍ରେଣୀର ଲବ ମୁର୍ମୁ, କୁଶ ମୁର୍ମୁ ଓ ଚନ୍ଦନ ମାର୍ଣ୍ଡି ଅଂଶଗ୍ରହଣ କରିବେ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ଏଲ […]

Read More Text.
IMG 20260710 WA0176

ଜିଲ୍ଲାସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ 

ବାରିପଦା : ସ୍ଥାନୀୟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ପରିସରରେ ରାଜ୍ୟ ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନ ତରଫରୁ ଜିଲ୍ଲାସ୍ତରୀୟ ପାଠଚକ୍ର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ଏହି ସମ୍ମିଳନୀରେ ଜିଲ୍ଲାର ୩୦ ଟି ଶିକ୍ଷାକେନ୍ଦ୍ର, ପାଠଚକ୍ର, ସାଧନାଳୟ ଓ ସମାଧି ମନ୍ଦିରର ପ୍ରତିନିଧି ଯୋଗଦେଇଥିଲେ I ରାଜ୍ୟ ନବଜୀବନ ଶିକ୍ଷା ସଂସଦର ସମ୍ପାଦକ ତଥା ପାଠଚକ୍ର ଆନ୍ଦୋଳନର ଅନ୍ୟତମ ସାରଥୀ ଶ୍ରୀପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦୁର୍ଗା ସ୍ତୋତ୍ର, ‘ମା’ […]

Read More Text.