Image 1652604810 750x430

ଚଳଚଞ୍ଚଳ ରଥଖଳା: ୧୬ ଚକ ନିର୍ମାଣ ଶେଷ

ପୁରୀ : ତିନି ରଥର ୪୨ଟି ଚକ ମଧ୍ୟରୁ ଶୁକ୍ରବାର ସୁଦ୍ଧା ୧୬ଟି ଚକ ନିର୍ମାଣ ଶେଷ ହୋଇଛି। ତୁମ୍ବଗୁଡ଼ିକରେ ଅର ଏବଂ ପହି ସଂଯୋଗ କରାଯାଉଛି। ମହାରଣା ସେବକମାନେ ତିନି ରଥ ପାଇଁ ୨୧ଟି ଅଖ ପ୍ରସ୍ତୁତ କରୁଛନ୍ତି। ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ୫ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବାବେଳେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୬ଟି ଚକ ନିର୍ମାଣ କରାଯାଇଛି। ଏଥିସହ ତିନି ରଥର ୪ଟି […]

Read More Text.
Maha

ଡାଇନିଂ ଟେବୁଲରେ ମହାପ୍ରସାଦଦ ସେବନ ନ କରିବାକୁ ନିବେଦନ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଡାଇନିଂ ଟେବୁଲରେ ମହାପ୍ରସାଦଦ ସେବନ ନ କରିବାକୁ ନିବେଦନ କରାଯାଇଛି। ଡାଇନିଂ ଟେବୁଲରେ ମହାପ୍ରସାଦ ସେବନର ଭିଡିଓ ଭାଇରାଲ ହେବା ପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରି କୁହାଯାଇଛି ଯେ ମହାପ୍ରଭୁଙ୍କ ଦିବ୍ୟ ପ୍ରସାଦ ଅନ୍ନବ୍ରହ୍ମ ରୂପେ ପୂଜିତ। ଭୂମିରେ ବସି ମହାପ୍ରସାଦ ସେବନର ବିଧି ଅନାଦି କାଳରୁ ରହିଆସିଛି। ତେଣୁ ଡାଇନିଂ ଟେବୁଲରେ ବସି ମହାପ୍ରସାଦ ସେବନ ନ କରିବାକୁ ନିଦେଦନ କରାଯାଉଛି। ହୋଟେଲଗୁଡ଼ିକ ମଧ୍ୟ […]

Read More Text.
Industries minister 750x430

ଯାଜପୁରରେ ବଡ଼ ନିବେଶ କରିବ ଟାଟା, ମିଳିବ ୩୫ ହଜାର ନିଯୁକ୍ତି

ଭୁବନେଶ୍ୱର: ମେ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାଜପୁରରେ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଆଉ ୪ଟି ପ୍ରକଳ୍ପର ଉଦଘାଟନ କରିବେ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଶନିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୧.୧୪ ଲକ୍ଷ କୋଟି ଟଙ୍କାର ଏହି ପ୍ରକଳ୍ପଗୁଡ଼ିକ ୩୪,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସାହାଯ୍ୟ କରିବ। ଏଥିରେ ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ ସମୟରେ ସ୍ୱାକ୍ଷରିତ ବୁଝାମଣାପତ୍ର ଅନ୍ତର୍ଭୁକ୍ତ। ଯେଉଁଥିରେ ଜିଲ୍ଲାରେ […]

Read More Text.
Owa

କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରାମର୍ଶ ଦେଲେ ସାଂସଦ ଅସଉଦ୍ଦିନ ଓଓ୍ବେସୀ

କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରାମର୍ଶ ଦେଇଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଉଦ୍ଦିନ ଓଓ୍ବେସୀ। କାଶ୍ମୀରବାସୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ କଥା ଚିନ୍ତା କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ଓଓ୍ବେସୀ କହିଛନ୍ତି, ପହଲଗାଓଁ ଆକ୍ରମଣ ପରେ କାଶ୍ମୀରବାସୀ ଆତଙ୍କବାଦ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ପାକିସ୍ତାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ମୋଦୀ, ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରି ପାକିସ୍ତାନ ବିରୋଧରେ […]

Read More Text.
Dedff9v9pzyjgbvrwiv7

ବିସ୍କୁଟ କମ୍ପାନିରେ ଭୟାବହ ଅଗ୍ନିକାଣ୍ଡ: ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସଂପତ୍ତି ନଷ୍ଟ

କଟକ: ଜଗତପୁର ନୂତନ ଶିଳ୍ପାଞ୍ଚଳରେ ଥିବା ଏକ ବିସ୍କୁଟ କମ୍ପାନିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ସଂପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି। ବିସ୍କୁଟ କମ୍ପାନିର ମାଲିକ ଦୁର୍ଗାମାଧବ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୯ଟାରେ ସର୍ଟସର୍କିଟ୍ ଯୋଗୁ କେତେକ ମୂଲ୍ୟବାନ ଯନ୍ତ୍ରପାତି ଜଳିଯାଇଛି। ଏହାଛଡ଼ା ବିସ୍କୁଟ ପ୍ରସ୍ତୁତି ଲାଗି ଆବଶ୍ୟକୀୟ କଞ୍ଚାମାଲ ବି ପୋଡ଼ିଯାଇଛିl କାରଖାନା ମାଲିକ ଦୁର୍ଗା ମାଧବ ପାଣିଗ୍ରାହୀ ନିଆଁ ଲିଭାଇବା ସମୟରେ ଆହତ […]

Read More Text.
Screenshot 2025 05 17 153328 750

ବରିଷ୍ଠ ବିଜେଡି ନେତାଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର: ଘର ବାହୁଡ଼ିବେ କି ଭୂପିନ୍ଦର ସିଂ? କଂଗ୍ରେସ ଆଡ଼କୁ ଢଳୁଛନ୍ତି କି ବରିଷ୍ଠ ବିଜେଡି ନେତା? ବିଜେଡି ନେତାଙ୍କ ଆଇପିଏଲ୍ ଉଦାହରଣକୁ ନେଇ ରାଜ୍ୟ ରାଜନୀତିରେ ଜୋର ଧରିଲା ଚର୍ଚ୍ଚା। ଏବେ ଭୂପିନ୍ଦର ସିଂଙ୍କ ଆସିଲା ବିସ୍ଫରକ ବୟାନ। ସେ କହିଛନ୍ତି, ଏବେ ଆଇପିଏଲ ଚାଲିଛି। ଭଲ ପ୍ଲେୟାରକୁ ସମସ୍ତେ ନେବାକୁ ଚାହିଁବେ। ମୁଁ ଗୋଟେ ଭଲ ପ୍ଲେୟାର, ମୋ ପାଖେ ଲୋକ ସମର୍ଥନ ଅଛି। ଏବେ ମତେ କଂଗ୍ରେସରୁ ଅଫର୍ ଆସିଲାଣି। ୨୦୨୪ ନିର୍ବାଚନ […]

Read More Text.
7 mps 750x430

ଆତଙ୍କବାଦ ବିରୋଧୀ ବାର୍ତ୍ତା ନେଇ ବିଦେଶ ଯିବେ ୭ ସାଂସଦ

ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୂର ପରେ କେନ୍ଦ୍ର ସରକାର ସମସ୍ତ ପ୍ରମୁଖ ସହଭାଗୀ ରାଷ୍ଟ୍ରକୁ ସର୍ବଦଳୀୟ ପ୍ରତିନିଧି ଦଳ ପଠାଇବେ। ଏହି ପ୍ରତିନିଧି ଦଳରେ ବିଭିନ୍ନ ରାଜନୈତିକ ଦଳର ସାଂସଦମାନେ ରହିବେ। ଏହି ଦଳକୁ ଭାରତର ଆନୁଷ୍ଠାନିକ ଆଭିମୁଖ୍ୟ “ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା” ବାର୍ତ୍ତା ଦେବା ଏବଂ ସରକାର ଏହି ପ୍ରସଙ୍ଗରେ ଏକ “ଜାତୀୟ ସହମତି” ବୋଲି କହି ବିଶ୍ୱର ପ୍ରମୁଖ ଦେଶଗୁଡିକ ନିକଟରେ ଉପସ୍ଥାପନ କରିବାକୁ ଦାୟିତ୍ୱ ଦିଆଯାଇଛି। ଏହି କୂଟନୈତିକ […]

Read More Text.
ର୍ଜ

ସଂରକ୍ଷଣ ଦାବିରେ ଆସନ୍ତା ୨୧ ତାରିଖରେ ଧାରଣା ଦେବ ବିଜେଡି

ଭୁବନେଶ୍ୱର: ରାଜ୍ୟର ଏସ୍‌ଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ୧୧.୨୫ ପ୍ରତିଶତ ସିଟ୍‌ ସଂରକ୍ଷଣ ଘୋଷଣାକୁ ବିଜେଡି ଧୋକା ଓ ପ୍ରବଞ୍ଚନା ବୋଲି କହିଛି। ଏସ୍‌ଇବିସି ବା ଓବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ସମସ୍ତ ଶିକ୍ଷାନୁଷ୍ଠାନରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବିରେ ଦଳ ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛି। ଏହି ଦାବି ନେଇ ଆସନ୍ତା ୨୧ ତାରିଖରେ ରାଜଭବନ ସମ୍ମୁଖରେ ବିଜେଡି ପକ୍ଷରୁ ଗଣଧାରଣା ଦିଆଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଓବିସି ସେଲ୍‌ […]

Read More Text.
Ask

ଭିଜିଲାନ୍ସ ଜାଲରେ ବାସୁଦେବପୁର ଜେଇ ଅଶୋକ ଦାସ

ଭଦ୍ରକ: ଭିଜିଲାନ୍ସ ଜାଲରେ ବାସୁଦେବପୁର ଜେଇ ଅଶୋକ ଦାସ। ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ। ନିୟୁଇଣ୍ଡିଆ ସାହି ସ୍ଥିତ ଭଡ଼ା ଘରେ ଠିକାଦାରଙ୍କଠୁ ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଜେଇ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ରାସ୍ତା ବିଲ ପାଇଁ ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭଦ୍ରକ ଓ ବାଲେଶ୍ୱରର ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲେ।

Read More Text.
Hwwvnc8pneivf5tg6uwn

ଭାରତରେ ଆକ୍ରମଣ ପାଇଁ ତୁର୍କୀ ରାଷ୍ଟ୍ରପତିଙ୍କ ଜ୍ୱାଇଁଙ୍କ କମ୍ପାନୀରୁ ଆସିଥିଲା ଡ୍ରୋନ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଅପରେସନ ସିନ୍ଦୁର ପରେ, ଭାରତ ସରକାର ଜାତୀୟ ସୁରକ୍ଷା ସ୍ୱାର୍ଥକୁ ଧ୍ୟାନରେ ରଖି ତୁର୍କୀର ଏକ କମ୍ପାନୀର ବିମାନ ସୁରକ୍ଷା କ୍ଲିୟରାନ୍ସକୁ ତୁରନ୍ତ ପ୍ରଭାବରେ ବାତିଲ କରିଛନ୍ତି। ଏହି ନିଷ୍ପତ୍ତି ପଛରେ କମ୍ପାନୀର କଥିତ ରାଜନୈତିକ ସମ୍ପର୍କ, ବିଶେଷକରି ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନଙ୍କ ଝିଅ ସୁମେୟେ ଏର୍ଡୋଗାନଙ୍କ ସହ ସମ୍ପର୍କକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ତଥାପି, କମ୍ପାନୀ ଏହି ଅଭିଯୋଗଗୁଡ଼ିକୁ ପ୍ରତ୍ୟାଖ୍ୟାନ […]

Read More Text.