Jyoti malhotra told family about delhi trip 1119620565

ଜ୍ୟୋତି ମଲହୋତ୍ରାଙ୍କ ସମସ୍ତ ଫଟୋକୁ ଘର କାନ୍ଥରୁ ହଟାଇଦେଲେ ପରିବାର ଲୋକେ

ଚଣ୍ଡିଗଡ: ନିଜ ଘରୁ ଜ୍ୟୋତିଙ୍କୁ ଝଟକା । ଘରୁ କଢାଗଲା ଜ୍ୟୋତିଙ୍କ ଫଟୋ । କାନ୍ଥରେ ଲାଗିଥିବା ସବୁ ଫଟୋକୁ ହଟାଇଦେଲେ ପରିବାର ଲୋକେ । ନିଜ ରୁମ ସହ ଘରର ବିଭିନ୍ନ ସ୍ଥାନରେ ଲାଗିଥିବା ଜ୍ୟୋତି ମଲହୋତ୍ରାଙ୍କ ଫଟୋକୁ ହଟାଇ ଦିଆଯାଇଛି । ଜ୍ୟୋତି ଦେଶ ବିଦେଶ ବୁଲି ଯେଉଁ ସବୁ ଫଟୋ ଉଠାଇଥିଲେ ତାର ଯେଉଁ ସବୁ ଫ୍ରେମ୍ ଘରେ ଲଗାଯାଇଥିଲା ଇତିମଧ୍ୟରେ ସେସବୁ କାଢି ଦିଆଯାଇଛି । ଏଥିସହ ୟୁଟ୍ୟୁବରୁ ମିଳିଥିବା ଗୋଲ୍ଡ, […]

Read More Text.
Chandabali

ଅଣଓଡ଼ିଆ ଠିକାଦାରଙ୍କ ହାତରେ ପାନୀୟଜଳ ପ୍ରକଳ୍ପ: ଅଧାରେ ଆଣ୍ଠେଇଛି ଯୋଜନା

ଭୁବନେଶ୍ବର: ରାଜ୍ୟରେ ପାନୀୟଜଳ ସଙ୍କଟ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଅନ୍ୟପକ୍ଷରେ ଶହଶହ ‌କୋଟି ଟଙ୍କାର ବୃହତ୍ ପାନୀୟଜଳ ପ୍ରକଳ୍ପ ବର୍ଷବର୍ଷ ହେଲା ଅଧାରେ ଆଣ୍ଠେଇଛି। ସବୁଠୁ ବଡ଼ କଥା ହେଲା, ଅଣଓଡ଼ିଆ ଠିକାଦାରଙ୍କ ମର୍ଜିରେ ପାନୀୟଜଳ ପ୍ରକଳ୍ପ ଚାଲିଛି। ସୀମିତ ସମୟ ମଧ୍ୟରେ ଉନ୍ନତମାନର ପ୍ରକଳ୍ପ କରିବା ପାଇଁ ଏକଦା ପ୍ରକଳ୍ପ ମୂଲ୍ୟଠାରୁ ଅଧିକ ମୂଲ୍ୟରେ‌ ଟେଣ୍ଡର କରାଯାଇ ଅଣଓଡ଼ିଆ ଠିକାଦାରଙ୍କ ହାତକୁ ନିର୍ମାଣ କାମ ଟେକି ଦିଆଯାଇଥିଲା। ଏବେ କିନ୍ତୁ ତୃଣମୂଳସ୍ତରରେ ପ୍ରକଳ୍ପଗୁଡ଼ିକର […]

Read More Text.
Vn7jdkqeun8bpzvwuxvm

ଆର୍‌ଜିଏଚ୍‌ର ନକଲି ଡାକ୍ତରଙ୍କୁ ଆଜୀବନ ଜେଲ୍‌

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରୁ ଗିରଫ ନକଲି ଡାକ୍ତର ମାମଲାର ରାୟ ଆଜି ପ୍ରକାଶ ପାଇଛି। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶର୍ମିଷ୍ଠା ପାଢ଼ୀ ଅଭିଯୁକ୍ତ ନକଲି ଡାକ୍ତର ପଦ୍ମନାଭମୁଖୀ କାରୁଆ (୫୩)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍‌ ସହ ଜରିମାନା କରିଛନ୍ତି। ରୋଗୀଙ୍କ ଜୀବନ ସହ ଖେଳୁଥିବା ନକଲି ଡାକ୍ତରଙ୍କ ପ୍ରତି ଦଣ୍ଡବିଧାନକୁ ସବୁ ମହଲରେ ସ୍ବାଗତ କରାଯାଇଛି। ଝାଡ଼ଖଣ୍ଡ ସିଂହଭୂମ ଜିଲ୍ଲା ଟିଆସରା ଅଞ୍ଚଳର ପଦ୍ମନାଭମୁଖୀ କାରୁଆ (୫୩) ଝାଡ଼ଖଣ୍ଡର […]

Read More Text.
0

ସାମ୍ନାକୁ ଆସିଲା ଜ୍ୟୋତି, ପ୍ରିୟଙ୍କାଙ୍କ ପୁରୀ ହୋଟେଲର ଭିଡିଓ

ପୁରୀ,୨୦।୫:ପୁରୀ ବୁଲିବାକୁ ଆସିଥିବା ସମୟରେ ଏକ ହୋଟେଲ୍‌ରେ ରହୁଥିଲେ ପକ୍‌-ସ୍ପାଏ ଜ୍ୟୋତି ମାଲହୋତ୍ରା। ଏବେ ସାମ୍ନାକୁ ଆସିଲା ଭିଡିଓ। ହୋଟେଲରେ କଣ କରୁଥିଲେ ଜ୍ୟୋତି ତାହା ମଧ୍ୟ ଦେଖିବାକୁ ମିଳିଛି। ଜ୍ୟୋତି ଓ ପ୍ରୟଙ୍କା ଏକ ହୋଟେଲ୍‌ରେ ରହିଥିଲେ। ହୋଟେଲ୍‌ରେ ଶୋଇ କଥାବାର୍ତ୍ତା ହେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ଅନ୍ୟପକ୍ଷେ, ପାକ୍‌ ସ୍ପାଏ ଗିରଫ ଜ୍ୟୋତି ମାଲହୋତ୍ରାଙ୍କ ସହ ପୁରୀର ପ୍ରିୟଙ୍କା ସେନାପତିଙ୍କ ଲିଙ୍କ ପ୍ରସଙ୍ଗକୁ ନେଇ ବଡ଼ ଖବର ଦେଇଛନ୍ତି ପୁରୀ ଏସ୍‌ପି। ପୁରୀ […]

Read More Text.
Vigilance directorate

ଲେଫ୍ରିପଡ଼ାର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କୁ ୫୦ ହଜାର ଟଙ୍କା ଜରିମାନା ଓ ୨ ବର୍ଷ କାରାଦଣ୍ଡାଦେଶ

ସୁନ୍ଦରଗଡ଼: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଲେଫ୍ରିପଡ଼ାର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କୁ ୫୦ ହଜାର ଟଙ୍କା ଜରିମାନା ଓ ୨ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ନ୍ୟାୟାଳୟ। ତାଙ୍କୁ କଟକର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ‌ଏଭଳି ଦଣ୍ଡବିଧାନ କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ଭିଜିଲାନ୍ସ ତାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିବାପରେ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ଲେଫ୍ରିପଡ଼ାର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କର ପେନସନ୍ ବନ୍ଦ କରିବା ଲାଗି ପଦକ୍ଷେପ ନେବ ଭିଜିଲାନ୍ସ।

Read More Text.

ସୁଶାନ୍ତ ନାୟକ ହତ୍ୟା ମାମଲା: ୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ, ୨୫ ହଜାର ଜରିମାନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ବହୁଚର୍ଚ୍ଚିତ ସୁଶାନ୍ତ ନାୟକଙ୍କ ହତ୍ୟା ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌-୨ ରାୟ ଶୁଣାଇଛନ୍ତି। ମଙ୍ଗଳବାର କୋର୍ଟଙ୍କ ରାୟ ପ୍ରକାଶ ପାଇଛି। ଏହି ମାମଲା ସହିତ ସଂପୃକ୍ତ ପାଞ୍ଚ ଜଣ ଦୋଷୀଙ୍କୁ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏଥି ସହିତ କୋର୍ଟ ଦୋଷୀସାବ୍ୟସ୍ତଙ୍କୁ ୨୫ ହଜାର ଟଙ୍କାର ଜରିମାନା ଶୁଣାଇଛନ୍ତି। ଜରିମାନା ଏଡିଜେ-୨ ଅନାଦେୟ ୧ ବର୍ଷ ଅଧିକ ସଜା ମଧ୍ୟ ଶୁଣାଇଛନ୍ତି। ମାମଲାର ବିବରଣୀରୁ ଜଣାଯାଏ ଯେ, ସୁଶାନ୍ତ ନାୟକଙ୍କ ଝିଆରୀଙ୍କୁ […]

Read More Text.
Odisha govt 2

ବଦଳିଲା କ୍ୟାବିନେଟ ଢ଼ାଞ୍ଚା, ସଚିବଙ୍କ କ୍ଷମତା ସଙ୍କୁଚିତ

ଭୁବନେଶ୍ୱର,୨୦।୫: ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟ ଢ଼ାଞ୍ଚା। କ୍ୟାବିନେଟ ବୈଠକରେ ସଚିବଙ୍କ କ୍ଷମତା ସଙ୍କୁଚିତ  କରାଯାଇଛି। ମନ୍ତ୍ରୀଙ୍କ କ୍ଷମତା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଏ ନେଇ  ସବୁ ବିଭାଗକ ସଂସଦୀୟ ସଚି ଚିିଠି ଲେଖିଛନ୍ତି। ୫ ଦିନ ପୂର୍ବରୁ କ୍ୟାବିନେଟ୍‌ ବସିବା ତାରିଖ  ଚୂଡ଼ାନ୍ତ ହେବ। ୩ ଦିନ ପୂର୍ବରୁ କ୍ୟାବିନେଟ୍‌ର ସମସ୍ତ ପ୍ରସ୍ତାବମଧ୍ୟ ଚୂଡ଼ାନ୍ତ ହେବ। ଅନ୍ୟପକ୍ଷେ, ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ […]

Read More Text.
Download

ଉତ୍ତରାଖଣ୍ଡ ସରକାରଙ୍କ ବଡ଼ ନିଷ୍ପତ୍ତି; ମଦ୍ରାସା ପାଠ୍ୟକ୍ରମରେ ସାମିଲ ହେବ ଅପରେସନ ‘ସିନ୍ଦୂର’

ନୂଆଦିଲ୍ଲୀ: ଅପରେସନ ‘ସିନ୍ଦୂର’କୁ ନେଇ ଉତ୍ତରାଖଣ୍ଡ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟର ମଦ୍ରାସାଗୁଡ଼ିକର ପାଠ୍ୟକ୍ରମରେ ଅପରେସନ ‘ସିନ୍ଦୂର’କୁ ସାମିଲ କରାଯିବ। ଯେଉଁଥିରେ ଭାରତୀୟ ସେନାର ବୀରତା ଏବଂ ଦେଶ ପ୍ରତି ସମର୍ପଣର ପ୍ରେରଣାଦାୟକ କାହାଣୀ ସାମିଲ ରହିବ। ରାଜ୍ୟର ୪୫୧ ପଞ୍ଜୀକୃତ ମଦ୍ରାସାରେ ବର୍ତ୍ତମାନ ୫୦ ହଜାରରୁ ଅଧିକ ଛାତ୍ର ଅଧ୍ୟୟନ କରୁଛନ୍ତି। ଜାତୀୟତାବାଦ ଏବଂ ସେନାର ଗୌରବକୁ ଶିକ୍ଷା ସହିତ ଯୋଡ଼ିବା ଦିଗରେ ସରକାରଙ୍କର ଏହା ଏକ ମହତ୍ଵପୂର୍ଣ୍ଣ ପ୍ରୟାସ ବୋଲି କୁହାଯାଉଛି। […]

Read More Text.
Capture 42

୪-୫ ଦିନରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ

ଭୁବନେଶ୍ବର : ଆଉ ୪ରୁ ୫ ଦିନ ଭିତରେ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି । ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଆଡେ ମୁହାଁଇଛି । ପ୍ରାୟତଃ ଜୁନ୍ ମାସ ପ୍ରାରମ୍ଭରେ ମୌସୁମୀ କେରଳ ଛୁଇଁଥାଏ । କିନ୍ତୁ ଚଳିତ ବର୍ଷ ସମୟ ପୂର୍ବରୁ ମୌସୁମୀ କେରଳ ଛୁଇଁବା ଆକଳନ କରାଯାଉଛି । ବର୍ତ୍ତମାନ ମୌସୁମୀ କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା […]

Read More Text.

୧୯୬ ଔଷଧ ନମୁନା ଗୁଣବତ୍ତା ପରୀକ୍ଷାରେ ବିଫଳ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଦ୍ୱାରା କରାଯାଇଥିବା ଏକ ତଦନ୍ତରେ, ଏପ୍ରିଲ ମାସରେ ୧୯୬ଟି ଔଷଧ ନମୁନା ମାନକ ଗୁଣବତ୍ତା ଯୋଗ୍ୟ ନୁହେଁ ବୋଲି ଜଣାପଡିଥିଲା। ଏଥିରେ କେନ୍ଦ୍ରୀୟ ପରୀକ୍ଷାଗାରରେ ୬୦ଟି ଏବଂ ରାଜ୍ୟ ପରୀକ୍ଷାଗାରରେ ୧୩୬ଟି ଔଷଧର ନମୁନା ମିଳିଥିଲା। ମାନକ ଗୁଣବତ୍ତାର ନୁହେଁ (ଏନଏସକ୍ୟୁ) ଅର୍ଥ ହେଉଛି ଔଷଧ ନମୁନା ଗୋଟିଏ କିମ୍ବା ଦୁଇଟି ପାରାମିଟରରେ ବିଫଳ ହୋଇଛି। ପରୀକ୍ଷାରେ ବିଫଳ ହୋଇଥିବା ଏହି ନମୁନାଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ବ୍ୟାଚର […]

Read More Text.