ଏଣିକି ପ୍ରତ୍ୟେକ ଯାନବାହାନ ଯାଞ୍ଚ କରିପାରିବେ ଥାନା ପୋଲିସ, ବସ୍ ମାଲିକ ସଂଘ ଓ ଟ୍ରକ୍ ମାଲିକ ସଂଘ ପକ୍ଷରୁ ବିରୋଧ
ଭୁବନେଶ୍ୱର : ଏଣିକି ପ୍ରତ୍ୟେକ ଯାନବାହାନ ଯାଞ୍ଚ କରିପାରିବେ ଥାନା ପୋଲିସ। ଏମିତି ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଗତ ମେ ମାସ ୩୦ ତାରିଖରେ ଚିଠି ମାଧ୍ୟମରେ ଦେଇଛି ପରିବହନ ବିଭାଗ। ଏହି ପ୍ରସ୍ତାବକୁ ଆଜି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଓ ଟ୍ରକ୍ ମାଲିକ ସଂଘ ପକ୍ଷରୁ ବିରୋଧ କରାଯାଇଛି। କଟକରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବା ପାଇଁ ଖୋଲା ଖୋଲି ଚେତାବନୀ ଦେଇଛନ୍ତି ଉଭୟ ସଂଘ । […]
Read More Text.