ଜିଲ୍ଲା ସ୍ତରୀୟ ନାରଦ ଜୟନ୍ତୀ ପାଳିତ , ସାମ୍ବାଦିକ ମାନେ ସରକାର ଏବଂ ଲୋକଙ୍କର ପଥ ପ୍ରଦର୍ଶକ
ବାରିପଦା: ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାମ୍ବାଦିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି. ସମ୍ବିଧାନର ତିନୋଟି ପ୍ରମୁଖ ସ୍ତମ୍ଭ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟ ପାଳିକାର ତଦାରଖ ପାଇଁ ରହିଥିବା ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ହିଁ ସରକାର ଏବଂ ଲୋକଙ୍କ ମଧ୍ୟରେ ସେତୁବନ୍ଧ ସ୍ଥାପନ ପୂର୍ବକ ଉଭୟଙ୍କୁ ଗିଗଦର୍ଶନ ଦେଇଥାଏ. ଆଦ୍ୟଗୁରୁ ନାରଦ ମୁନି ହିନ୍ଦୁ ଧର୍ମ ଏବଂ ଭାରତୀୟ ପୁରାଣରେ ଏକ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱ. ମାନବ,ଦାନବ ଓ ଦେବତାଙ୍କ ମଧ୍ୟରେ ଭାବ ବିନିମୟର ସୂତ୍ରଧର ଭାବରେ […]
Read More Text.