IMG 20260717 WA0242

ରଥ ଆଗରେ ହିମାଦ୍ରିତନୟା ଓ ସାଥୀଙ୍କ ଓଡିଶୀ ନୃତ୍ୟ ପ୍ରଦର୍ଶନ  

ବାରିପଦା  : ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ହିମାଦ୍ରୀ ତନୟା ଓ ତାଙ୍କ ସାଥୀ ନୃତ୍ୟଶିଳ୍ପୀମାନେ ରଥ ଆଗରେ ଓଡିଶୀ ନୃତ୍ୟ ପ୍ରଦର୍ଶନ କରି ଏହି ନିଆରା ପରମ୍ପରାକୁ ବଜାୟ ରଖିଛନ୍ତି l  ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୧୭ ମସିହା ପୂର୍ବରୁ ବାରିପଦା ରଥ ଆଗରେ ଓଡିଶୀ ନୃତ୍ୟ ପରମ୍ପରା ନ ଥିବା ବେଳେ ପ୍ରଥମେ ହିମାଦ୍ରୀ ତନୟା ଚୌଧୁରୀ ବାରିପଦା ରଥ ଆଗରେ ଏକାକୀ ନୃତ୍ୟ କରି ଏ […]

Read More Text.
IMG 20260717 WA0180

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଟଣା, ବଦଦାଣ୍ଡରେ ଭକ୍ତଙ୍କର ମହାମିଳନ

ବାରିପଦା : ପ୍ରଥା ଅନୁଯାୟୀ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରେ ପହଣ୍ଡି ପର ଦୁଇଦିନ ରଥଟଣା ହୋଇଥାଏ l ଗତକାଲି ର ପହଣ୍ଡି ବିଜେପରେ ତିନିଠାକୁର ରଥାରୁଢ ହୋଇଥିଲେ l ଆଜି ଥିଲା ରଥଟଣାର ପ୍ରଥମ ଦିବସ l ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ସମୟ ଅନୁଯାୟୀ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା l ବଡ଼ଦାଣ୍ଡ ହୋଇଥିଲା ଲୋକାରଣ୍ୟ l ଭକ୍ତଙ୍କର ମହାମିଳନ ଦେଖିବାକୁ ମିକିଥିଲା l ଶଙ୍ଖ, ହୁଳୁହୁଳି, ହିରିବୋଲ, ଜୟ ଜଗନ୍ନାଥ ଧ୍ୱନୀରେ ବଡ଼ଦାଣ୍ଡ […]

Read More Text.
Pm modi

ଗଡ଼ିଲା ଦେଶର ପ୍ରଥମ ସ୍ବଦେଶୀ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହରିୟାଣାର ଜିନ୍ଦ ଏବଂ ସୋନିପତ ମଧ୍ୟରେ ନିଜର ପ୍ରଥମ ଯାତ୍ରା ଆରମ୍ଭ କରିଛି ଦେଶର ପ୍ରଥମ ସ୍ୱଦେଶୀ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହାକୁ ଏକ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି । ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ ନିର୍ମିତ ଏହି […]

Read More Text.
Neet 750x430

ପ୍ରକାଶ ପାଇଲା NEET UG 2026 ଫଳ : ଦେଶରେ ୧୧.୨୧ ଲକ୍ଷ ପରୀକ୍ଷାର୍ଥୀ ସଫଳ, ପୁଅଙ୍କୁ ପଛରେ ଛାଡିଲେ ଝିଅ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଗୁରୁବାର NEET UG 2026 ପୁନଃପରୀକ୍ଷାର ଫଳାଫଳ ପ୍ରକାଶ କରିଛି। ଚଳିତ ବର୍ଷ ୧୧.୨୧ ଲକ୍ଷ ପରୀକ୍ଷାର୍ଥୀ ଯୋଗ୍ୟତା ହାସଲ କରିଛନ୍ତି। ଏହି ଯୋଗ୍ୟ ପ୍ରାର୍ଥୀମାନେ MBBS, BDS, AYUSH ଏବଂ ଅନ୍ୟାନ୍ୟ ସ୍ନାତକସ୍ତରୀୟ ମେଡିକାଲ କୋର୍ସରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହେବେ। ପ୍ରାର୍ଥୀମାନେ neet.nta.nic.in ୱେବସାଇଟକୁ ଯାଇ ନିଜ ରେଜଲ୍ଟ ଡାଉନଲୋଡ୍ କରିପାରିବେ। ଚଳିତ ବର୍ଷ ପ୍ରାୟ ୨୦ ଲକ୍ଷ ପରୀକ୍ଷାର୍ଥୀ ଜୁନ୍ ୨୧ ତାରିଖରେ ହୋଇଥିବା […]

Read More Text.
Students celebrate and cheer after the declaration of CBSE Class 12 board results

୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା

ଭୁବନେଶ୍ବର: ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ୪ ଲକ୍ଷ ୨୯ ହଜାର ୨୧୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୮୨ ହଜାର ୮୩୫ ଜଣ ନାମ ଲେଖାଇଛନ୍ତି। ଏବେ ୨ ଲକ୍ଷ ୧୮ ହଜାର ୨୬୪ ଆସନ ଖାଲି ରହିଛି। ଆସନ୍ତା ୨୩ରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବା ସହ ସେହିଦିନଠାରୁ ଏକାଦଶ ଶ୍ରେଣୀ […]

Read More Text.
Screenshot 2026 07 17

ସରିଲା ରଥଟଣା; ଶରଧାବାଲିରେ ଲାଗିଲା ୩ ରଥ; ଆସନ୍ତାକାଲି ଆଡ଼ପ ବିଜେ

ପୁରୀ:ଶ୍ରୀକ୍ଷେତ୍ର ପୁରୀରେ ତିନି ରଥ ଶରଧାବାଲିରେ ପହଞ୍ଚିଛନ୍ତି । ଲୀଳାମୟ ଜଗନ୍ନାଥ, ଭାବବତ୍ସଳ ଭାବଗ୍ରାହୀ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନବେଦୀ ଛାଡି ବଡଦାଣ୍ଡକୁ ଓହ୍ଲାଇଛନ୍ତି। ତାଙ୍କ ଚକାନୟନକୁ ଦେଖି ଭକ୍ତ କୃତ କୃତ ହେଉଛନ୍ତି। ଘଣ୍ଟ,ହରିବୋଲ ଓ ହୁଳହୁଳିରେ ବଡଦାଣ୍ଡ କମ୍ପୁଛି। ଗତକାଲି (ଗୁରୁବାର) ପ୍ରଥମ ଦିନରେ ତିନି ରଥ ଟଣା ଆରମ୍ଭ ହୋଇଥିଲା । କିଛି ବାଟ ଯିବା ପରେ ତିନିଟି ଯାକ ରଥ ବଡ଼ଦାଣ୍ଡରେ ଅଟକି ରହିଥିଲେ । ଆଜି ଦ୍ବିତୀୟ ଦିନରେ […]

Read More Text.
IMG 20260716 WA0251

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପହଣ୍ଡି ବିଜେ ପରେ ରଥାରୁଢ ହେଲେ ତିନି ଠାକୁର

ବାରିପଦା : ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପହଣ୍ଡି ବିଜେ ପରେ ରଥାରୁଢ ହେଲେ ତିନିଠାକୁର l ପ୍ରଥା ଅନୁଯାୟୀ ବାରିପଦା ରଥଯାତ୍ରା ର ପ୍ରଥମ ଦିନ ପହଣ୍ଡି ତା ପର ଦୁଇ ଦିନଧରି ରଥ ଟଣା ହୋଇଥାଏ l ପ୍ରଶାସନ ପକ୍ଷରୁ ନିର୍ଦ୍ଧାରୀତ ସମୟ ଅନୁସାରେ ଅପରାହ୍ନ ରେ ପ୍ରଥମ ଦିନ ବଡ଼ଠାକୁର ପ୍ରଭୁ ବଳଭଦ୍ର ଙ୍କ ରଥ ଜଗନ୍ନାଥ ମନ୍ଦିର ପାଖରୁ ଭକ୍ତମାନଙ୍କ ଗହଣରେ ଆସି ମାଉସୀମା ମନ୍ଦିର ପାଖରେ ପହିଞ୍ଚିଥାଏ l ପରେ […]

Read More Text.
Ratha e1784220427765 300x188

ବର୍ଷା ଭିଜା ବଡ଼ଦାଣ୍ଡରେ ଭକ୍ତିର ମହାମିଳନ: ଶ୍ରୀକ୍ଷେତ୍ରରେ ଗଡ଼ିଲା ତିନି ରଥ, ଜନସମୁଦ୍ର ପାଲଟିଲା ପୁରୀ

ପୁରୀ: ରଥରେ ପଥରେ ଜଗନ୍ନାଥ। ବର୍ଷକ ସେହି ଅପେକ୍ଷାର ଅନ୍ତ ଘଟାଇ ରତ୍ନବେଦୀ ଛାଡ଼ି ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ଝିପିଝିପି ବର୍ଷା ସତ୍ତ୍ୱେ ଭକ୍ତି ଓ ଉତ୍ସାହର ଉଚ୍ଛ୍ୱାସରେ ଉଛୁଳି ପଡ଼ିଛି ସମଗ୍ର ଶ୍ରୀକ୍ଷେତ୍ର। ‘ଜୟ ଜଗନ୍ନାଥ’ ଓ ‘ହରିବୋଲ’ ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରୀର ଐତିହାସିକ ବଡ଼ଦାଣ୍ଡ। ବର୍ଷାର ପ୍ରତ୍ୟେକ ବୁନ୍ଦା ସହ ଆଧ୍ୟାତ୍ମିକ ଉତ୍ସାହରେ ଭିଜିଛି ପୁରୀ, ଯେଉଁଠି ବର୍ଷା ପାଣିରେ ମିଶିଯାଇଛି ଭକ୍ତର ଆଖିରୁ ଝରି ପଡ଼ୁଥିବା ଭକ୍ତିର […]

Read More Text.
4890 e1784215759624 300x163

ଇରାନକୁ ଟ୍ରମ୍ପଙ୍କ ଧମକ ; ଶାନ୍ତି କଥାବାର୍ତ୍ତା ନହେଲେ ଆମେରିକା କରିବ ବଡ଼ ଆକ୍ରମଣ

ୱାଶିଂଟନ : ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପ୍ରସ୍ତାବ ଦେଇଛନ୍ତି। ବୁଧବାର ଟ୍ରମ୍ପ କହିଛନ୍ତି ଯେ ଆଗାମୀ ତିନି ଦିନ ମଧ୍ୟରେ ଇରାନ ଶାନ୍ତି କଥାବାର୍ତ୍ତା ପାଇଁ ଆଗକୁ ନ ଆସିଲେ ଏହା ଉପରେ ବଡ ଆକ୍ରମଣ ହେବ। ବୁଧବାର ଟ୍ରମ୍ପ ଇରାନ ବିରୋଧୀ ଯୁଦ୍ଧ ପ୍ରସଙ୍ଗରେ ହ୍ବାଇଟ୍ ହାଉସ୍‌ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇରାନ ଯଦି ଶାନ୍ତି ଆଲୋଚନା […]

Read More Text.
Bay of bengal

ମିଆଁମାର ଉପକୂଳ ନିକଟରେ ଅଘଟଣ: ବଙ୍ଗୋପସାଗରରେ ଦୁଇ ଡଙ୍ଗା ବୁଡ଼ି ୫୦୦ରୁ ଅଧିକ ଯାତ୍ରୀ ନିଖୋଜ

କୋଲକତା : ବଙ୍ଗୋପସାଗରରେ ମିଆଁମାର ଉପକୂଳ ନିକଟରେ ବଡ ଅଘଟଣ । ମଝି ସମୁଦ୍ରରେ ବୁଡିଗଲା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ଯାଉଥିବା ଦୁଇଟି ଡଙ୍ଗା । ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି । ଘଟଣାକୁ ନେଇ ଜାତିସଂଘର ଇଣ୍ଟରନ୍ୟାସନାଲ୍ ଅର୍ଗାନାଇଜେସନ୍ ଫର୍ ମାଇଗ୍ରେସନ୍ ଓ ୟୁଏନଏଚସିଆର୍ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ଖବର ମୁତାବକ, ଜୁନ ଶେଷ ସପ୍ତାହରେ ମିଆଁମାରର ସଂଘର୍ଷପ୍ରବଣ ରାଖାଇନ୍ ରାଜ୍ୟରୁ ଦୁଇଟି ଡଙ୍ଗା ଯାତ୍ରା ଆରମ୍ଭ କରିଥିଲା […]

Read More Text.