ହାତୀ ଆକ୍ରମଣରେ ଯୁବକ ଗୁରୁତର
ବାରିପଦା: ବୁଧବାର ବିଜାତଳା ବ୍ଲକ ଅନ୍ତର୍ଗତ ଯୁଡିଆ ଗ୍ରାମର ବାବୁଲାଲ ପାତ୍ର (୩୧)ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ବାବୁଲାଲ ପାତ୍ର ରାତି ୧୦ ଟା ପାଖାପାଖି ସମୟରେ ଘରୁ ଖାଇପିଇ ନିଜ ଗାଁ ପାଖ ପୋଖରୀ ପାଖକୁ ଯାଇଥିଲା । ସେଠାରେ ଫୋନରେ କଥା ହେଉଥିବାବେଳେ ଏକ ହାତୀ ହଠାତ୍ ସାମନା ପଟୁ ଆସି ଶୁଣ୍ଢରେ ବାବୁଲାଲ କୁ ଧରି କଚାଡି ଦେଇଥିଲା ।ଏହି ସମୟରେ ବାବୁଲାଲ ମରିଗଲି ମରିଗଲି ଵୋଲି […]
Read More Text.