ବ୍ୟାଘ୍ର ଦିବସ ଅବସରରେ ବାଘଙ୍କ ସୁରକ୍ଷା ଚିନ୍ତା ; ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର : ଆଜି ବିଶ୍ବ ବ୍ୟାଘ୍ର ଦିବସ। ବ୍ୟାଘ୍ର ଦିବସ ଅବସରରେ ବାଘଙ୍କ ସୁରକ୍ଷା ଓ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ବିଭିନ୍ନ ସ୍ଥାନରେ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଏମିତି ସୁଯୋଗକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କେମିତି ବା ହାତ ଛଡ଼ା କରିବ। ମଙ୍ଗଳବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନର କାନନ ଛକରେ ବ୍ୟାଘ୍ର ଦିବସ ଧୁମଧାମ୍ ରେ ପାଳନ କରାଯାଇଛି। ପ୍ରାଣୀ ଉଦ୍ୟାନ ଜନ୍ତୁ ବିଭାଗର ଏସିଏଫ ଡ. ରୁଦ୍ର ପ୍ରାସାଦ ରଥ ବ୍ୟାଘ୍ର […]
Read More Text.