ଭବାନୀପାଟଣା ଜେଲରେ ରାତି କାଟିଲେ ଆଇଏଏସ ଅଫିସର ଧୀମନ ଚକମା
ଭୁବନେଶ୍ୱର: ୨୦୨୧ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ଧିମନ ଚକମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ଗିରଫ ହେବା ପରେ ଆଇଏଏସ ବାବୁଙ୍କ ନୂଆ ଠିକଣା ପଲଟିଛି ଭବାନୀପାଟଣା ଜେଲ। ଏହି ଜେଲରେ ରାତି କାଟିଛନ୍ତି ଆଇଏଏସ ଅଧିକାରୀ ଧୀମନ ଚକମା। ରାତିରେ ଖାଇଛନ୍ତି ରୁଟି ସନ୍ତୁଳା ଏବଂ ତଳେ ଶୋଇଛନ୍ତି। ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ୧୦ଲକ୍ଷ ଟଙ୍କାର ଲାଞ୍ଚ ମାମଲାରେ ଗତକାଲି ଗରିଫ କରିଥିଲା ଭିଜିଲାନ୍ସ। ଜାମିନ ନାମଞ୍ଜୁର […]
Read More Text.