Photo1 for the news of raja

ଓଡ଼ିଆ ସଂସ୍କୃତିର ନିଦର୍ଶନ : ଆଗରପଡ଼ା ଅଂଚଳର ରଜ ମହୋତ୍ସବ

ଆଗରପଡ଼ା  : ଆଧୁନିକ ସଭ୍ୟତାର ଦ୍ୱାହିଦେଇ ଉତ୍କଳର ମହାନ ସଂସ୍କୃତି ପରମ୍ପରାକୁ ଉତ୍କଳୀୟ ମାନେ ଭୁଲିଯାଇ ପାଶ୍ଚାତ୍ୟ ମୁଖୀ ହେଉଥିବା ବେଳେ ଆଗରପଡ଼ା ଓ ତା’ ଆଖପାଖ ଅଂଚଳବାସୀ କିନ୍ତୁ ଭୁଲି ପାରିନାହାନ୍ତି ସେହି ମହାନ ସଂସ୍କୃତି ଓ ପରମ୍ପରାକୁ । ତା’ର ଜ୍ୱଳନ୍ତ ଉଦାହରଣ ଓଡ଼ିଆ ମାନଙ୍କ ରଜ ପର୍ବ । ଅନ୍ୟାନ୍ୟ ଅଞ୍ଚଳରେ ଏହି ପର୍ବ ପର୍ବାଣୀ ଲୋପ ର ପାଦ ଦେଶରେ ପହଂଚିଥିବା ବେଳେ ଏଠାକାର ଅଂଚଳରେ ଏହି ପର୍ବ କିନ୍ତୁ ଅଧିକ […]

Read More Text.

ପୁଣି ଫେରିବ ମୌସୁମୀ ବର୍ଷା, ଜୁନ ୨୦ ଯାଏଁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଏଥର ରଜ ଫିକା ପଡ଼ିବ ! ପାଗ ବଦଳିଥିବାରୁ ମୌସୁମୀ ବର୍ଷାରେ ଓଡ଼ିଶା ଭିଜିବ। ଆସନ୍ତା ୧୮ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ରହିଛି ସମ୍ଭାବନା। ଉତ୍ତର-ଓଡ଼ିଶା ଓ ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଅଛି, ଯାହା ମୌସୁମୀ ବର୍ଷାକୁ ଅଧିକ ସକ୍ରିୟ କରିବା ପାଇଁ ବଳ ଯୋଗାଇପାରେ। ଆଗାମୀ ୭ ଦିନ ପାଇଁ ରାଜ୍ୟରେ ଲାଗିରହିବ ବର୍ଷା। ଅସହ୍ୟ ଗରମ ଓ ଗୁଳୁଗୁଳି ଭିତରେ ରାଜ୍ୟର ଅନେକ ଜିଲ୍ଲାରେ ହେବ […]

Read More Text.
Hq720

ଇରାନ ସେନା ମୁଖ୍ୟ, କମାଣ୍ଡରଙ୍କ ସହିତ ୨ ବୈଜ୍ଞାନିକଙ୍କ ମୃତ୍ୟୁ: ଭୟଙ୍କର ପରିଣାମ ଭୋଗିବାକୁ ଇସ୍ରାଏଲକୁ ଖାମନେଇଙ୍କ ଚେତାବନୀ

ତେହେରାନ : ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଇରାନର ବଡ଼ କ୍ଷତି ଘଟିଛି। ଇରାନର ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରି ଇସ୍ରାଏଲ ଆକ୍ରମଣ କରିଥିବାବେଳେ ଏଥିରେ ଇରାନ ରିଭୋଲ୍ୟୁସନାରି ଗାର୍ଡ ମୁଖ୍ୟ ଜେନେରାଲ ବଘେରି ଏବଂ କମାଣ୍ଡର ଇନ ଚିଫ ହୋସେନ ସଲାମିଙ୍କ ମୃତ୍ୟୁ ଘଟିଛି। ଏହା ସହିତ ପରମାଣୁ ଅସ୍ତ୍ର ବିକାଶ ତଥା ଗବେଷଣା କେନ୍ଦ୍ର ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିବା ଯୋଗୁ ୨ ଜଣ ବୈଜ୍ଞାନିକଙ୍କ ପ୍ରାଣହାନୀ ଘଟିଛି। ଏହା ଛଡ଼ା ବିଭିନ୍ନ ସ୍ଥାନରେ […]

Read More Text.

ବାଇକ୍‌ ଆରୋହୀ ତିନି ଯୁବକଙ୍କୁ ଚାପି ଦେଲା ଟ୍ରକ୍‌

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ଅଧିନ ଶୁଅକାଟି ଫାଣ୍ତି ଅନ୍ତର୍ଗତ ଠାକୁରଡିହି ବୁଲାଣି ଛକ ନିକଟରେ ଆଜି ଅପରାହ୍ନ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବିଭୁ ବାରିକ (୧୫), ବାଦଲ ନାଏକ (୨୨) ଓ ସନତ ନାଏକ (୨୧)। ବିଭୁ ବାରିକ, ବାଦଲ ନାଏକ ଓ ସନତ ନାଏକ ଶୁଆକାଟି ପଟୁ କେନ୍ଦୁଝର ଅଭିମୁଖେ ଯାଉଥିଲେ। ବିପରୀତ ଦିଗରୁ […]

Read More Text.
Resize

ବାପାଙ୍କୁ କ’ଣ କଥା ଦେଇଥିଲେ ଏୟାର ଇଣ୍ଡିଆ ବିମାନର ପାଇଲଟ, ଯାହା ରହିଗଲା ଅଧା

ନୂଆଦିଲ୍ଲୀ  : ଗୁରୁବାର (ଜୁନ ୧୨, ୨୦୨୫) ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ମୋଟ ୨୪୨ ଜଣ ଥିଲେ, ଯେଉଁଥିରେ ଦୁଇଜଣ ପାଇଲଟ ଏବଂ କ୍ରୁ ସଦସ୍ୟ ଥିଲେ, ଯେଉଁଥିରୁ କେବଳ ଜଣେ ବଞ୍ଚି ଯାଇଥିଲେ ଏବଂ ବାକି ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ବିମାନର ପାଇଲଟ ଥିଲେ ସୁମିତ ସବରୱାଲ, ଯାହାଙ୍କର ୮୨୦୦ ଘଣ୍ଟା ଉଡ଼ାଣ ଅଭିଜ୍ଞତା […]

Read More Text.
Z

ଗୁଳି-ବନ୍ଧୁକ କାରବାର ବେଳେ ଚଢ଼ଉ: ଜଣେ ଓଡ଼ିଆ ସମେତ ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ବୁଲୁଛି ସ୍ବୟଂଚାଳିତ ପିସ୍ତଲ, ରିଭଲଭର। ବାହାର ରାଜ୍ୟରୁ ମାରଣାସ୍ତ୍ର ଆଣି ଭୁବନେଶ୍ୱରରେ ଚୋରି, ଡକାୟତି, ରାହଜାନୀ, ଲୁଟ ଭଳି ଅପରାଧ ଏବଂ ହିଂସା ସୃଷ୍ଟି କରିବାକୁ ଚାଲିଛି ଯୋଜନା। ତେବେ ଅପରାଧ ପାଇଁ ବ୍ୟବହାର ହେବାକୁ ଥିବା ଏକ ବଡ଼ଧରଣର ମାରଣାସ୍ତ୍ର ବିକ୍ରି ଯୋଜନାକୁ ଭୁବନେଶ୍ବର କମିସନରେଟ ପୁଲିସ ବିଫଳ କରିଛି। ଜଟଣୀର ଏକ ନିଦ୍ଦିଷ୍ଟ ସ୍ଥାନରେ ବନ୍ଧୁକ ବିକ୍ରି ବେଳେ ଏୟାର ଫିଲ୍ଡ ଥାନା ପକ୍ଷରୁ ଅତର୍କିତ ଭାବେ ଚଢ଼ଉ କରାଯାଇ ଜଣେ […]

Read More Text.
Odisha cm mohan majhi

୧୧ ଜିଲ୍ଲାରେ ୩୮୭୮ କୋଟିର ୧୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୧୭ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟରେ ୩୮୭୮.୮୬ କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି। ୧୧ଟି ଜିଲ୍ଲାରେ ୧୭ଟି ପ୍ରକଳ୍ପ ନିର୍ମାଣ ହେବ। ଫଳରେ ୧୦ ହଜାର ୫୮୪ ନିଯୁକ୍ତି ସୃଷ୍ଟି ହେବ। ପ୍ଲାଷ୍ଟିକ, ଟେକ୍ସଟାଇଲ, ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ ହେବ। ରାଜ୍ୟରେ ବେକାରୀ ସଂଖ୍ୟା ବଢିବାରେ ଲାଗିଛି। ଆବଶ୍ୟକତା ଅନୁସାରେ କଳକାରଖାନା ଓ […]

Read More Text.
Drill 750x430

ପୁରୀ ରେଳ ଷ୍ଟେସନରେ ମକ୍ ଡ୍ରିଲ୍

ପୁରୀ : ପୁରୀ ରେଳ ଷ୍ଟେସନର ମକ୍ ଡ୍ରିଲ୍। ରଥ ଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଯାତ୍ରୀ ପୁରୀ ଆସିବାକୁ ଥିବାରୁ ଯଦି ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଏହାକୁ କିଭଳି ମୁକାବିଲା କରିହେବ ସେ ନେଇ ଓଡ଼ିଶା ପୁଲିସ ଓ ରେଲୱେ ସୁରକ୍ଷା ବାହିନୀ ଏହି ମକ୍ ଡ୍ରିଲ କରିଛନ୍ତି। ଓଡ଼ିଶା ପୁଲିସର ୩ ଜଣ କର୍ମଚାରୀ ଆତଙ୍କବାଦୀ ସାଜି ପୁରୀ ରେଳ ଷ୍ଟେସନରେ ରେଲୱେ ସୁରକ୍ଷା ବାହିନୀକୁ ଆକ୍ରମଣ କରି ଷ୍ଟେସନରେ ପ୍ରବେଶ […]

Read More Text.
Untitled 1 1 750x430

ଆମ ରାଜନୈତିକ ପ୍ରଶିକ୍ଷଣର ପ୍ରଥମ ଶିକ୍ଷା – ନାରୀଙ୍କୁ ସମ୍ମାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା କଟକର ବାଲିଯାତ୍ରା ପଡ଼ିଆ ଠାରେ ଆଜି ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶ ଆୟୋଜିତ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତି ଯେ, ନାରୀଙ୍କୁ ସମ୍ମାନ ପ୍ରଦାନ କରିବା ଆମ ରାଜନୈତିକ ପ୍ରଶିକ୍ଷଣର ପ୍ରଥମ ଶିକ୍ଷା। ଏହି ସମାବେଶର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଓଡିଶାର ନାରୀ ଶକ୍ତିକୁ […]

Read More Text.
Untitled 1 copy

ଯାଜପୁରରେ ବ୍ୟାପୁଛି ଡାଇରିଆ: ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଯାଜପୁର: ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡାଇରିଆ ନିୟନ୍ତ୍ରଣକୁ ଆସୁ ନାହିଁ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାରେ ଡାଇରିଆ ବ୍ୟାପୁଥିବାରୁ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ଯେ, ଜୁନ ୧୪ରୁ ୧୬ ତାରିଖ ଯାଏଁ ତିନିଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ […]

Read More Text.