ଜନଗହଳି ରାସ୍ତାକୁ ଡିଆଁ ମାରିଲା ସିଂହ; ସାମ୍ନାରେ ମହିଳାଙ୍କୁ ଦେଖି କଲା ଆକ୍ରମଣ
ପାକିସ୍ତାନ: ପାକିସ୍ତାନର ଲାହୋରର ଜନଗହଳି ରାସ୍ତାରେ ସିଂହ ବୁଲୁଥିବାର ଏକ ଭୟାବହ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି, ଜନଗହଳି ରାସ୍ତାରେ ହଠାତ ଏକ ସିଂହ ପାଚେରୀ ଡେଇଁ ଆସୁଛି। କେହି କିଛି ବୁଝିବା ପୂର୍ବରୁ ଉକ୍ତ ରାସ୍ତା ଦେଇ ଯାଉଥିବା ଜଣେ ମହିଳାଙ୍କ ଉପରକୁ ସିଂହ ଆକ୍ରମଣ କରୁଛି। ଅନ୍ୟଲୋକମାନେ ସିଂହ କବଳରୁ ମହିଳାଙ୍କୁ ଉଦ୍ଧାର […]
Read More Text.