କେନ୍ଦ୍ରୀୟ ବଜେଟ “୨୦୨୬“ମହିଳା ସମାବେଶ
ବାରିପଦା : ଭାରତୀୟ ଜନତା ମହିଳାମୋର୍ଚ୍ଚା, ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ରାଷ୍ଟ୍ରୀୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଭାନତି ଶ୍ରୀନିବାସନ ଆକ୍କା ଙ୍କ ନିର୍ଦେଶ କ୍ରମେ ପଶ୍ଚିମ ମୟୁରଭଞ୍ଜ ଜ଼ିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ସୋନାଲି ବିଜୟଲଷ୍ମୀ ମହାନ୍ତ ଙ୍କ ନେତୃତ୍ୱ ରେ କେନ୍ଦ୍ରୀୟ ବଜେଟ ୨୦୨୬ ମହିଳା ସମାବେଶ ବାରିପଦା ଷ୍ଟାଡିୟମ ର ସମ୍ମିଳନୀ କକ୍ଷ ରେ ଆଜି ଅନୁଷ୍ଠିତ ହୋଇଯାଇଛି | ଏହି ସମାବେଶ ରେ ରାଜ୍ୟସଭାନେତ୍ରୀ ଡ଼କ୍ଟର ଐଶ୍ୱରିୟା ବିଶ୍ୱାଳ ଙ୍କ ସହିତ ମୟୂରଭଞ୍ଜ ସାଂସଦ ନବଚରଣ […]
Read More Text.