ମଣିଷ ପାଇଁ ବିପଦ ବାର୍ଡ ଫ୍ଲୁ ଭୂତାଣୁର ମ୍ୟୁଟେସନ୍: ଆଇଆଇଏସ୍ସି
ବେଙ୍ଗାଲୁରୁ: ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସ୍ସି)ର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଏଚ୍୫ଏନ୍୧ (ବାର୍ଡ ଫ୍ଲୁ) ଭୂତାଣୁ ନିର୍ଦ୍ଦିଷ୍ଟ ମ୍ୟୁଟେସନ୍ କାରଣରୁ ମଣିଷ ପାଇଁ ସମ୍ଭାବ୍ୟ ବିପଦ ହୋଇପାରେ। ଆଇଆଇଏସ୍ସିର ବାୟୋକେମିଷ୍ଟ୍ରି ବିଭାଗର ସହକାରୀ ପ୍ରଫେସର କେଶବର୍ଦ୍ଧନ ସାନୁଲାଙ୍କ ନେତୃତ୍ୱରେ ଗବେଷକମାନେ ଆବିଷ୍କାର କରିଛନ୍ତି ଯେ, ବର୍ତ୍ତମାନ ପ୍ରସାରିତ ୨.୩.୪.୪ବି ଭୂତାଣୁର ଜିନୋମ୍ରେ ନିର୍ଦ୍ଦିଷ୍ଟ ମ୍ୟୁଟେସନ ହୋଇଛି ଯାହା ମାନବଦେହକୁ ନିଜର ବୃଦ୍ଧି ପାଇଁ ଅନୁକୂଳ କରିପାରେ। ବାୟୋକେମେଷ୍ଟ୍ରି ବିଭାଗର ପ୍ରୋଜେକ୍ଟ ଆସୋସିଏଟ ତଥା ଅଧ୍ୟୟନର ପ୍ରଥମ […]
Read More Text.