ୁରୖ େନମ୍ନଦ 750x430

ବିଜେପି ନେତା ପ୍ରେମିକା ସହ ମିଶି ସ୍ତ୍ରୀଙ୍କ ଜୀବନ ନେଲେ, କାନ୍ଦିଲେ କୁମ୍ଭୀର କାନ୍ଦଣା….

ଆଜମେର: ପ୍ରେମିକା ସହ ମିଶି ପତ୍ନୀଙ୍କୁ ହତ୍ୟା କଲେ ବିଜେପି ନେତା । ପ୍ରେମିକାଙ୍କ ସହ ବନ୍ଧାହେଲେ । ରାଜସ୍ଥାନ ଆଜମେରର କିଶନଗଡ଼ରେ ବିଜେପିର ଜଣେ ନେତା ତାଙ୍କ ପତ୍ନୀଙ୍କୁ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି । ଏହି ମାମଲାରେ ପୋଲିସ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ବିଜେପି ନେତା ରୋହିତ ସାଇନିଙ୍କ ପ୍ରେମିକା ଋତୁ ସାଇନିଙ୍କୁ ମଧ୍ୟ ଗିରଫ କରିଛି। ପୋଲିସ ପଚରାଉଚରା ସମୟରେ ଏହା ମଧ୍ୟ ଜଣାପଡ଼ିଥିଲା ଯେ ଋତୁ ତାଙ୍କ ସ୍ୱାମୀଙ୍କୁ ସଞ୍ଜୁଙ୍କଠାରୁ […]

Read More Text.
Jammu kashmir 1

ଜମ୍ମୁ କାଶ୍ମୀରର କଠୱାରେ ବାଦଲଫଟା ବର୍ଷା, ୪ ମୃତ ୬ ଆହତ

ଜମ୍ମୁ : କିସ୍ତୱାର ପରେ କଠୱାରେ ବାଦଲଫଟା ବର୍ଷା । ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି । ରାଜବାଗ ଅଞ୍ଚଳରେ ଏକ ଦୁର୍ଗମ ଘାଟି ଅଞ୍ଚଳରେ ବାଦଲଫଟା ବର୍ଷା ହୋଇଛି । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି । ଯାହାର ସୂଚନା ରବିବାର ଦିନ ଅଧିକାରୀ ଦେଇଛନ୍ତି । ସୂଚନାନୁଯାୟୀ, ପ୍ରବଳ ବର୍ଷା କାରଣରୁ ରାଜପଥ କ୍ଷତିଗ୍ରସ୍ତ ହୋଇଛି । ପୋଲିସ […]

Read More Text.
Shubhanshu shukla

ମହାକାଶରେ ଉଡିଲା ତ୍ରିରଙ୍ଗା, ଦିଲ୍ଲୀରେ ପହଞ୍ଚିବା ପରେ ଶୁଭାଂଶୁ ଶୁକ୍ଳାଙ୍କୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ : କାଶରେ ଉଡିଲା ତ୍ରିରଙ୍ଗା ପତାକା । ମହାକାଶରେ ପତାକା ଉତ୍ତୋଳନ କରି ଜନ୍ମଭୂମିରେ ପାଦ ରଖିଛନ୍ତି ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା । ବିଳମ୍ବିତ ରାତିରେ ତାଙ୍କ ବିମାନ ଆଇଜିଆଇ ଏୟାରପୋର୍ଟରେ ଆସି ପହଞ୍ଚିଥିଲା । ତାଙ୍କର ଭବ୍ୟ ସ୍ବାଗତ ପାଇଁ ଏୟାରପୋର୍ଟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପରିବାର ସଦସ୍ୟଙ୍କ ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତ ଥିଲେ । ସୂଚନାନୁଯାୟୀ, ଶୁଭାଂଶୁ ଶୁକ୍ଳାଙ୍କୁ ଭବ୍ୟ ସ୍ବାଗତ ଜଣାଇବା ପାଇଁ ଏୟାରପୋର୍ଟରେ ଦିଲ୍ଲୀ […]

Read More Text.
11

ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ପକ୍ଷରୁ ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟରେ ଆଇନ୍ ସଚେତନତା କାର୍ଯ୍ୟକ୍ରମ

କଟକ : ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ କଟକ ଓ ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ଏକ ଆଇନ୍ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟ କ୍ରମ ରେ କଲେଜର ଅଧ୍ୟକ୍ଷା ଶ୍ରୀମତୀ ସୁନିତା ସଡଙ୍ଗୀ ଅତିଥୀ ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ଅତିଥୀମାନଙ୍କୁ ସ୍ଵାଗତ କରିଥିଲେ। ଉକ୍ତ କାର୍ଯ୍ୟ କ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣର ସଚିବ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ଜେନା, ଆଇନଜିଵୀ ବିଜୟ କୁମାର ପଣ୍ଡା, […]

Read More Text.
Img 20250815 wa0373

ଇଣ୍ଡିଆ ମେଣ୍ଟ ପକ୍ଷରୁ ବାରିପଦାରେ ୭୯ ତମ ସ୍ବାଧୀନତା ଦିବସ ପାଳିତ 

ବାରିପଦା :   ଆଜି ମିଳିତ ଭାବେ ଇଣ୍ଡିଆ ମେଣ୍ଟ, ମୟୁରଭଞ୍ଜ, ବାରିପଦା ପକ୍ଷରୁ ମୁଖ୍ୟ ବଜାରର ସେବା ସଂଘ ହଲ୍ ସମ୍ମୁଖରେ ୭୯ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ବାମପନ୍ଥୀ ନେତା ସାଥୀ ଜଗବନ୍ଧୁ ମିଶ୍ର ପତାକା ଉତ୍ତୋଳନ କରି କଷ୍ଟ ଲବ୍ଧ ସ୍ବାଧୀନତାର ଅମର ସହିଦ୍ ସଂଗ୍ରାମୀମାନଙ୍କ ସ୍ମୃତି ରୋମନ୍ଥନ କରିଥିଲେ। ସାଥୀ ରବି ଗୋସ୍ୱାମୀ ବକ୍ତବ୍ୟରେ ସ୍ବାଧୀନତାର ସୁଫଳ ପୁଞ୍ଜିବାଦୀ ବ୍ୟବସ୍ଥା ଦ୍ବାରା ସଂକ୍ରମିତ ହୋଇ ଭୟଙ୍କର ରୂପ ନେଉଥିଲା […]

Read More Text.
Zz

ବାମନଘାଟୀ ଉପଖଣ୍ଡସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ପାଳିତ

ବାରିପଦା  :  ମୟୂରଭଂଜ ଜିଲ୍ଲାର ସ୍ଥାନୀୟ ଷ୍ଟାଡିୟମ ପଡ଼ିଆରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ  ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସୌମ୍ଯ ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ  ପୌରାଞ୍ଚଳର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ସମ୍ମିଳିତ ଜାତୀୟ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ ।ଆଜିର ସ୍ଵାଧୀନତା ଦିବସ ଉପଲକ୍ଷେ ବାମନଘାଟୀ ଉପଖଣ୍ଡବାସୀଙ୍କୁ ଉଦବୋଧନ ଦେଇ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ମନେ […]

Read More Text.
Z

ଗର୍ଭବତୀ ମହିଳାଙ୍କ ଅପମୃତ୍ୟୁ, ଶଶୁର ଘର ଲୋକେ ଗ୍ରହଣ କଲେନି, ବାପଘର ଲୋକେ ଶ୍ମଶାନଘାଟରେ ଶବଦାହ କଲେ

ବାରିପଦା  :  ମୟୂରଭଂଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ଝରାଡିହି ଫାଣ୍ଡି ଅଂଚଳର ଜନୈକ ବିବାହିତା ମହିଳା ବିଷ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଝରାଡିହି ଫାଣ୍ଡି ଅଂଚଳର ସୁରଦା- ଯଶିପୁର ପଞ୍ଚାୟତର ବାଙ୍ଗି ଵାସ୍କେ (୧୯)  ଝରାଡିହି ଅଂଚଳର ରଙ୍ଗାମାଟିଆ ଗ୍ରାମର କୁଆଁର ହାଁସଦା ଙ୍କୁ ବିବାହ କରାଇଥିଲେ । ସେ ଦେଢ଼ ମାସର ଗର୍ଭବତୀ ଥିଲେ । କୌଣସି ନା କୌଣସି କାରଣରୁ ପାରିବାରିକ ମନୋମାଳିନ୍ଯ ଯୋଗୁଁ ମହିଳା ଜଣକ ମାନସିକ […]

Read More Text.
Img 20250815 wa0378

ହାତିଆ ପଞ୍ଚାୟତର ଉଲିଡିହି  ଗ୍ରାମ୍ୟ ରାସ୍ତା ମରଣଯନ୍ତା

ବାରିପଦା : ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ହାତିଆ ପଞ୍ଚାୟତର ହାତିଆ ର ଉଲିଡିହି ସାହି ଗ୍ରାମ୍ୟ ରାସ୍ତା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଛି | ବର୍ଷା ଯୋଗୁଁ ପକା ରାସ୍ତାଟି ଅତି ଖରାପ ହୋଇଥିବାରୁ  ଯାତାୟାତ ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ରାସନ, ଭତ୍ତା ଓ ଅନ୍ୟାନ୍ୟ କାମ ପାଇଁ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା କରୁଥିବାବେଳେ, ରାସ୍ତାର ଏପରି ଶୋଚନୀୟ ଅବସ୍ଥା ଲୋକମାନଙ୍କୁ ନାକେଦମ କରୁଛି |  ଲୋକମାନେ […]

Read More Text.
Whatsapp image 2025 08 15 at 9.41.55 pm

ପ୍ରତିଶ୍ରୁତି ପ୍ରତିଷ୍ଠାନର ଜିଲ୍ଲାସ୍ତରୀୟ ବହୁଭାଷୀ କବି ସମ୍ମିଳନୀ

ବାରିପଦା :  ସ୍ୱାଧୀନତାର ୭୯ତମ ବର୍ଷ ପାଳନ ଅବସରରେ ମୟୂରଭଞ୍ଜର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ପ୍ରତିଶ୍ରୁତି ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ (ସଦ୍‌ଭାବନା ସଭାଗୃହ) ଠାରେ ମୟୂରଭଞ୍ଜ ଏକ ସାରସ୍ୱତ ସମାରୋହ ଓ ବହୁଭାଷୀ କବି ସମ୍ମିଳନୀ ତଥା ଆଲୋଚନା ଚକ୍ର ପ୍ରତିଷ୍ଠାନର ସଭାପତି ଡା.ପାର୍ଥସାରଥୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଗୀତ ନିର୍ଦ୍ଦେଶିକା ସୁଶ୍ରୀ ଭାରତୀ ବେବର୍ତା, ଡ.ଦୟାସିନ୍ଧୁ ପରିଡାଙ୍କ ରଚିତ ଜଗନ୍ନାଥ ତତ୍ୱ ସମ୍ବଳିତ ପ୍ରାରମ୍ଭିକ ସଂଗୀତ ଗାନ କରିବା […]

Read More Text.
Img 20250816 wa0069

ବାରିପଦାଠାରେ ପାଳିତ ହେଲା ଜିଲ୍ଲାସ୍ତରୀୟ ୭୯ତମ  ସ୍ୱାଧୀନତା ଦିବସ-୨୦୨୫

ବାରିପଦା :  ଚଳିତ ବର୍ଷ ସମଗ୍ର ଭାରତବର୍ଷ ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ, ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ଏହି ପବିତ୍ର ଜାତୀୟ ଦିବସକୁ ହର୍ଷ ଓ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଥିଲା ।  ଉକ୍ତ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୫ ବାରିପଦା ସ୍ଥିତ ରିଜର୍ଭ ପୋଲିସ ପଡିଆରେ, ଜିଲ୍ଲା ପ୍ରଶାସନ ତରଫରୁ  ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା।  ଏହି ପବିତ୍ର ଦିବସର କାର୍ଯ୍ୟକ୍ରମରେ  ଓଡିଶା ସରକାରଙ୍କ ମାନ୍ୟବର […]

Read More Text.