ମାନବିକତା ଦେଖାଇଲେ ପୋଲିସ ବାବୁ: କାନ୍ଧରେ ନେଇ ମହିଳାଙ୍କ ଶବସତ୍କାର କଲେ
ବାଲେଶ୍ୱର: ମୃତଦେହକୁ କାନ୍ଧେଇ ନେଇ ଯାଉଛନ୍ତି ପୋଲିସ । ମୃତ୍ୟୁ ସମୟରେ ପରିବାର ଲୋକେ ଚାରି କାନ୍ଧ ଦିଅନ୍ତି ଏକଥା ଆମେ ସମସ୍ତେ ଜାଣିଛେ କିନ୍ତୁ ଏଠି ଦୃଶ୍ୟ ଟିକେ ଭିନ୍ନ । ଦେଖୁନାହାନ୍ତି କିଭଳି ପୋଲିସମାନେ ମିଶି ମୃତଦେହକୁ କାନ୍ଧେଇ ନେଇଯାଉଛନ୍ତି । ଆଉ ମହିଳାଙ୍କ ଶେଷକୃତ୍ୟ ମଧ୍ୟ କରିଛନ୍ତି । ହଁ ଆଜ୍ଞା, ପୋଲିସମାନେ ମୃତଦେହକୁ ଗାଁ ଲୋକଙ୍କ ସାହାଯ୍ୟରେ ନିଜେ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନେଇ ଶବଦାହ କରିଛନ୍ତି । ଏଭଳି ଏକ ଦୁଖଃଦ […]
Read More Text.