ଗାଁରେ ବୁଲୁଛି ଅଜଣା ଜନ୍ତୁ, ଚିହ୍ନଟ କରି ସ୍ତାନାନ୍ତର କରିବା ପାଇଁ ଗ୍ରାମବାସୀଙ୍କ ଦାବି
କାମାକ୍ଷାନଗର : ଗାଁ ରେ ଖେଳିଯାଇଛି କୋକୁଆ ଭୟ । ସନ୍ଧ୍ୟା ହେଲେ ପଡ଼ୁଛି ତାଟି କବାଟ । କାହିଁକି ନା ଗାଁରେ ବୁଲୁଛି ଅଜଣାଜନ୍ତୁ । ଯିଏ ଦେଖୁଛି ସେ ହତବାକ ହୋଇ ରହିଯାଉଛି । ଏ ଜନ୍ତୁଟି କିଏ ବୋଲି ତାକୁ ଚିହ୍ନିବା କଷ୍ଟକର? ଅଜଣା ଜନ୍ତୁକୁ ଦେଖି ପୁରା ଗାଁ ଛାନିଆ । କାମାକ୍ଷାନଗର ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ l କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଧୀନରେ ଥିବା କାମାକ୍ଷାନଗର ସହର ଠାରୁ ମାତ୍ର […]
Read More Text.