Ola uber rapido

ଏହି ସମୟରେ ଓଲା, ଉବର ବୁକ୍‌ କଲେ ଦେବାକୁ ପଡିବ ୨ ଗୁଣା ଭଡା

ନୂଆଦିଲ୍ଲୀ : ଲୋକେ ଗମନାଗମନକୁ ସୁବିଧା କରିବା ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନରେ ସହଜରେ ପହଞ୍ଚିବା ପାଇଁ ବର୍ତ୍ତମାନ ଅଧିକାଂଶ ଲୋକେ ଓଲା, ଉବର, ରାପିଡୋ ଆଦି ବ୍ୟବହାର କରିଥାନ୍ତି । ମାତ୍ର ଏବେ ଯାତ୍ରୀଙ୍କ ପାଇଁ ବଡ ଝଟକା । ଗହଳି ସମୟରେ ଓଲା, ଉବର, ରାପିଡୋ ସାଧାରଣ ଭଡା ଠାରୁ ଦୁଇଗୁଣା ଅଧିକ ଭଡା ଆଦାୟ କରି ପାରିବେ । ଏନେଇ ବୁଧବାର ସରକାର ଏଥିରେ ଥିବା କିଛି ନିୟମାବଳୀରେ ପରିବର୍ତ୍ତନ […]

Read More Text.
Anu garg

ଶରଧାବାଲି ଦଳାଚକଟା ଘଟଣା, ତଦନ୍ତ ପାଇଁ ୪ ଜଣିଆ ସ୍ବତନ୍ତ୍ର ଟିମ୍‌ ଗଠନ କଲେ ରାଜ୍ୟ ସରକାର

ପୁରୀ : ପୁରୀ ଶରଧାବାଲିରେ ଗତ ରବିବାର ଦିନ ଘଟିଥିବା ଦଳାଚକଟା ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଛନ୍ତି ରାଜ୍ୟ ସରକାର । ଉନ୍ନୟନ କମିସନରଙ୍କ ନେତୃତ୍ବରେ ଏହି କମିଟିରେ ୪ ଜଣ ଓଏଏସ୍‌ ଅଧିକାରୀଙ୍କୁ ସାମିଲ କରାଯାଇଛି । ଆଜି ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ଟିମରେ ଅଛନ୍ତି ମାନସ ରଂଜନ ସାମଲ, ବିନୟ କୁମାର ଦାଶ, ରଶ୍ମୀ ରଂଜନ ନାୟକ […]

Read More Text.
Rain

ଜୁଲାଇ ୭ ଯାଏଁ ରାଜ୍ୟରେ ଅତିରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଏହାର ପଡ଼ୋଶୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ଏବଂ ସକ୍ରିୟ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରେ ଜୁଲାଇ ୭ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ସୂଚନା ଦେଇଛି। ପାଣିପାଗ ବିଭାଗ ଜୁଲାଇ ୨-୫-୬ରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କୋରାପୁଟ, ସୋନପୁର, ବରଗଡ଼, କଳାହାଣ୍ଡି, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ପାଇଁ ଏକ ଅରେଞ୍ଜ ସତର୍କତା ଜାରି କରିଛି। […]

Read More Text.
Cc34eb90 58c2 4650 b6cb d17b2f7b

ହଠାତ ଆକାଶରୁ ୧୦,୫୦୦ ଫୁଟ ତଳକୁ ଖସି ଆସିଲା ବିମାନ

ନୂଆଦିଲ୍ଲୀ: ଅହମଦାବାଦରେ ଏୟାର ଇଣ୍ଡିଆର ବୋଇଂ ଜେଟ୍ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାର ଛାତଥରା ଦୃଶ୍ୟ ଏଯାଏଁ ଆଖିରୁ ଲିଭି ନାହିଁ। ଏହି ଦୁର୍ଘଟଣାରେ ବିମାନରେ ବସିଥିବା ୨୪୨ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ଜଣଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା। ସେହିଦିନ ଠାରୁ ଉଡାଣ ସମୟରେ ବିମାନର ସାମାନ୍ୟ ଗତିବିଧିରେ ମଧ୍ୟ ଯାତ୍ରୀମାନେ ଭୟଭୀତ ହୋଇଯାଉଥିବାର ଅନେକ ଘଟଣା ସାମ୍ନାକୁ ଆସି ସାରିଲାଣି। ଏହି କ୍ରମରେ ଚୀନର ସାଂଘାଇରୁ ଟୋକିଓ ଯାଉଥିବା ଜାପାନ ଏୟାରଲାଇନ୍ସର ବିମାନ ବୋଇଂ […]

Read More Text.
Keonjhar

କେନ୍ଦୁଝର ଯୋଡା ଦଲପାହାଡ ନିକଟରେ ବଡ଼ ଅଘଟଣ, ମାଟି ତଳେ ଚାପି ହୋଇ ୩ ମୃତ

କେନ୍ଦୁଝର : ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ଜୀବନ ।  ମାଟି ତଳେ ଚାପି ହୋଇ ୩ ମୃତ ।  କେନ୍ଦୁଝର ଜିଲ୍ଲା ଯୋଡ଼ା ବିଛାକୁଣ୍ଡି ଦଲପାହାଡ଼ ନିକଟରେ ବଡ଼ ଅଘଟଣ ଘଟିଛି ।  ମାଙ୍ଗାନିଜ ଚୋରା ଉତ୍ତୋଳନ ବେଳେ ଏହି ଅଘଟଣ ଘଟିଛି । ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡ଼ା ଖସି ପଡ଼ିଥିଲା ।  ତିନି ଜଣ ଶ୍ରମିକ ମାଟି ତଳେ ଚାପି ହୋଇଯାଇଥିଲେ । ଏହାପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା […]

Read More Text.
Sulochana 750x430

ବିଏମସି ମାଡ ଘଟଣା; ‘ମାଷ୍ଟର ମାଇଣ୍ଡକୁ ଗିରଫ କର’ : ମେୟର

ଭୁବନେଶ୍ବର: ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାକୁ ପରେ ଏବେ ମେୟରଙ୍କୁ ଘାରିଛି ବିଏମସି ଅଫିସ ସୁରକ୍ଷା ଚିନ୍ତା । ଏନେଇ ମେୟର ସୁଲୋଚନା ଦାସ ବିଏମସି ଅଫିସର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି । ଏଥିସହିତ ଯିଏ ମାଷ୍ଟରମାଇଣ୍ଡ ତାକୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ମେୟର । ଆଜି ଅଫିସ୍‌ରେ ବୈଠକ ପରେ କଡ଼ା ପ୍ରତିକ୍ରିୟା ରଖି ମେୟର କହିଛନ୍ତି, ଛିଡ଼ା ହୋଇ ରହୁଥିବା ସୁରକ୍ଷାକର୍ମୀ ଦରକାର ନାହିଁ, ଗନ୍‌ମ୍ୟାନ୍‌ ଦରକାର । […]

Read More Text.
Hasina

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହେଲା ୬ ମାସ ଜେଲ୍

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଝଟକା। ଆଇନ ଅବମାନନା ମାମଲାରେ ଶେଖ ହସିନାଙ୍କୁ ୬ ମାସର ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ଜଷ୍ଟିସ୍ ମହମ୍ମଦ ଗୁଲାମ ମୁର୍ତଜା ମଜୁମଦାରଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ-୧ରେ ବୁଧବାର ତିନି ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଜାରି କରିଛନ୍ତି। ପ୍ରଥମଥର ପାଇଁ କୌଣସି ମାମଲାରେ ଶେଖ ହସିନାଙ୍କୁ ଜେଲ ଦଣ୍ଡ ହୋଇଛି। ହସିନାଙ୍କ ବିରୋଧରେ ଦୁର୍ନୀତି ଠାରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ ଗମ୍ଭୀର ଅଭିଯୋଗ ରହିଛି। […]

Read More Text.
Cm mohan

ରଥ ପରିଚାଳନା, ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଓ ଅଗ୍ନିଶମସେବାକୁ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଆଗକୁ ମହାପ୍ରଭୁଙ୍କ ବାହୁଡ଼ା, ସୁନାବେଶ ଓ ନୀଳାଦ୍ରି ବିଜେ।  ଏହି ତିନି ଦିନ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ।  ଭିଡ଼ ପରିଚାଳନା କିମ୍ବା ଭକ୍ତଙ୍କ ସୁରକ୍ଷାରେ ସାମାନ୍ୟତମ ତ୍ରୁଟିକୁ ବରଦାସ୍ତ କରାଯିବନି। ରଥଯାତ୍ରା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ବଡ଼ ନିର୍ଦ୍ଦେଶ ।  ରଥ ପରିଚାଳନା, ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଓ ଅଗ୍ନିଶମ ସେବାକୁ ଫୋକସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗହଳି କମ କରିବାକୁ କରିବାକୁ କର୍ଡନ ପାସକୁ କାଣ୍ଟଛାଣ୍ଟ କରାଯିବ। […]

Read More Text.
Stampede 750x430

ଶରଧାବାଲି ଦଳାଚକଟା: ହସ୍ତକ୍ଷେପ କଲେ ରାଜ୍ୟ ମାନବିଧିକାର କମିଶନ

ପୁରୀ: ଶରଧାବାଲି ଦଳଚକଟା ଘଟଣାରେ ସିଧା ହସ୍ତକ୍ଷେପ କଲେ ରାଜ୍ୟ ମାନବିଧିକାର କମିଶନ । ଦଳାଚକଟା ଘଟଣାରେ ଶ୍ରୀମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସ୍‌ପିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ମାନବିଧିକାର କମିଶନ । ଏଥିସହିତ ଯେପରି ଘଟଣାର ପୁନରାବୃତ୍ତି ନ ଘଟିବ ସେନେଇ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଅପରପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନିଜେ ପୁରୀ ପରିଦର୍ଶନ କରି ମହାପ୍ରଭୁଙ୍କ ରଥଯାତ୍ରା ନିତିକାନ୍ତିର ସମୀକ୍ଷା କରିଛନ୍ତି । ଏବଂ ସ୍ବୀକାର କରିଛନ୍ତି ଯେ […]

Read More Text.
Dalailama

ନୂଆ ଦଲାଇଲାମା ଚୟନରେ ଆମ ଅନୁମୋଦନ ଆବଶ୍ୟକ : ଚୀନ

ବେଜିଂ : ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଭାରତରେ ଥିବା ପ୍ରବାସୀ ତିବ୍ବତୀୟ ସରକାର ଓ ଚୀନ । ତିବ୍ବତୀୟ ପରମ୍ପରା ଅନୁସାରେ ହିଁ ନୂଆ ଦଲାଇଲାମା ଚୟନ ହେବ ବୋଲି ବର୍ତ୍ତମାନର ଦଲାଇଲାମାଙ୍କ ଘୋଷଣା ପରେ କ୍ଷୁବଧ ହୋଇଛି ଚୀନ । ନୂଆ ଦଲଇଲାମା ଚୟନରେ ଚୀନ ସରକାରଙ୍କ ମଞ୍ଜୁରୀ ଜରୁରୀ ବୋଲି ଚୀନ କହିଛି । ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ଦଲାଇଲାମା, ପାଞ୍ଚେନ ଲାମା […]

Read More Text.